ବନ୍ଧୁଗଣ ସମଗ୍ର ଭାରତ ବର୍ଷରେ ଆଇଏଏସର ପରୀକ୍ଷା ହେଉଛି ସବୁଠାରୁ କଠିନ । ଏହି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ଲୋକ କଷ୍ଟ କରିଥାନ୍ତି । ହେଲେ ବହୁତ କମ ଲୋକ ଏହି ପରୀକ୍ଷା ପାସ କରି ପାରନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆଇଏଏସ ଇଣ୍ଟରଭ୍ୟୁରେ ପଚରା ହେଉଥିବା କିଛି କଠିନ ପ୍ରଶ୍ନ ବିଷୟରେ କହିବୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆଇଏଏସର ଏହି କଠିନ ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ । ବନ୍ଧୁଗଣ ଏହି ପରୀକ୍ଷା କେବଳ ମଣିଷର ସହନ ଶୀଳତା ଏବଂ ସ୍ଵଭାବକୁ ପରୀକ୍ଷା କରାଯାଇଥାଏ ।
ପ୍ରଶ୍ନ 1 – କେଉଁ ଦେଶରେ ସବୁଠାରୁ ବେଶି ପୋଲିସ ଅଛନ୍ତି?

ଉତ୍ତର:-ଆମେରିକା ରେ ସବୁ ଠାରୁ ବେଶି ପୋଲିସ ଅଛନ୍ତି ।
ପ୍ରଶ୍ନ 2 – କେଉଁ ସାଗରରେ ଗୋଟେ ହେଲେ ବି ମାଛ ନାହିଁ ?
ଉତ୍ତର- ମୃତ ସାଗରରେ
ପ୍ରଶ୍ନ 3 – ଲାଲ ଗ୍ରହ କାହାକୁ କୁହାଯାଏ ?
ଉତ୍ତର- ମଙ୍ଗଳ ଗ୍ରହ
ପ୍ରଶ୍ନ 4 – ମୁଣ୍ଡ ର ବାଳ ସାମ୍ନା ପଟୁ ଓ ପଛ ପଟୁ ହିଁ କାହିଁକି ଝଡ଼ିଥାଏ ସାଇଡ଼ରୁ କାହିଁକି ଝଡେ ନାହିଁ ?

ଉତ୍ତର- ଆଗ ପଟ ବାଳରେ DHT ପାଇଁ ସମ୍ବେନ୍ଦନ ଶୀଳ ହୋଇଥାଏ ଏଥିରେ ଯେତେବେଳେ ଧୂଳି, ମାଟି ତଥା ଶୁର୍ଯ୍ୟ ର କିରଣ ର ପ୍ରଭାବ ପଡିଥାଏ ତେବେ ବାଳ ଝଡ଼ିଥାଏ ଏହା ଛଡା ମୁଣ୍ଡର ଉପରିଭାଗ ରେ ରକ୍ତସଂଚାଳନ ଭଲ ଭାବରେ ନ ହେବା ର କାରଣ ମଧ୍ୟ ହୋଇଥାଏ ।
ପ୍ରଶ୍ନ 5 – କେଉଁ ଦେଶରେ ସିଗାରେଟ୍ ପେଇଲେ ଫାଶୀ ଦଣ୍ଡ ମିଳିଥାଏ?
ଉତ୍ତର:-କାନାଡା ରେ ସିଗାରେଟ ପିଇଲେ ଫାଶୀ ଦଣ୍ଡ ମିଳେ ।
ପ୍ରଶ୍ନ 6 – କେଉଁ ପକ୍ଷୀ ବସା ତିଆରି କରେ ନାହିଁ ?
ଉତ୍ତର- କୋଇଲି
ପ୍ରଶ୍ନ 7 – ଭାରତ ଉପରେ ଆକ୍ରମଣ କରିଥିବା ପ୍ରଥମ ୟୁରୋପ ବାସୀ କିଏ ?
ଉତ୍ତର- ସିକନ୍ଦର
ପ୍ରଶ୍ନ 8 – ସିମେଣ୍ଟ ରେ ଏମିତି କଣ ଅଛି ଯାହା କି ସେଥିରେ ପାଣି ଢାଳିଲେ ତାହା ଜମି ଯାଏ ?
ଉତ୍ତର- ସିମେଣ୍ଟ କ୍ୟାଲସିୟମ, ସିଲିକନ, ଲୁହା, ଆଲୁମିନିୟମ ର ଏକ ମିଶ୍ରିତ ଅନୁପାତରେ ତିଆରି ହୋଇଥିବା ଏକ ମିଶ୍ରଣ ହୋଇଥାଏ ଏବଂ ଚୁନ ର ମାତ୍ର ୬୦ ରୁ ୬୭ ପ୍ରତିଶତ ଥାଏ ଏଥିପାଇଁ ଏଥିରେ ପାଣି ଢାଳିଲେ ଜମି ଯାଏ ।
ପ୍ରଶ୍ନ 9 – କେଉଁ ପରିବା ଖାଇଲେ ଦାନ୍ତ ସଫା ହୋଇଥାଏ?

ଉତ୍ତର:-ଅମୃତଭଣ୍ଡା ଖାଇଲେ ଦାନ୍ତ ସଫା ହୁଏ ।
ପ୍ରଶ୍ନ 10 – ଭାରତର ସବୁଠୁ ବଡ ବ୍ୟାଙ୍କର ନାମ କଣ ?
ଉତ୍ତର- RBI
ପ୍ରଶ୍ନ 11 – ଭାରତରେ ସବୁଠୁ ଅଧିକ କେଉଁ ମୋବାଇଲ ଆପ ବ୍ୟବହାର କରାଯାଏ ?
ଉତ୍ତର- ହ୍ଵାଟ୍ସ ଆପ
ପ୍ରଶ୍ନ 12 – ମଣିଷର ଶରୀରର କେଉଁ ଅଙ୍ଗ ବିଜୁଳି ସୃଷ୍ଟି କରେ ?
ଉତ୍ତର- ମସ୍ତିସ୍କ
ପ୍ରଶ୍ନ 13 – Police କୁ ଓଡିଆରେ କଣ କୁହନ୍ତି ?

ଉତ୍ତର- ରାଜକୀୟ ଜନ ରକ୍ଷକ
ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

