Vastu Shastra- ଯେଉଁ ଘରେ ଏକାଠି ଥାଏ ଏହି 2 ଟି ଗଛ, ସେହି ଘରେ ବର୍ଷିଥାଏ ଖାଲି ଟଙ୍କା, ସବୁ କାର୍ଯ୍ୟରେ ମିଳିଥାଏ ସଫଳତା

ବନ୍ଧୁଗଣ ହିନ୍ଦୁ ଧର୍ମରେ ଗଛଲତା ମାନଙ୍କୁ ବହୁତ ମହତ୍ଵ ଦିଆଯାଇଛି । ହିନ୍ଦୁଧର୍ମ ଅନୁଯାୟୀ ଗଛଲତା ମାନଙ୍କର ପୂଜା କରିଲେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ମିଳିଥାଏ ଓ ସମସ୍ତ ଦେବା ଦେବୀ ଆପଣଙ୍କ ଉପରେ କୃପା କରିଥାନ୍ତି । ବନ୍ଧୁଗଣ ଏପରି ମଧ୍ୟ କିଛି ଗଛ ରହିଛି ଯାହା ଆପଣ ମାନଙ୍କ ଭାଗ୍ୟକୁ ବଦଳାଇ ପାରେ । ଯଦି ଆପଣ ଏହି ଗଛକୁ ନିଜ ଘରେ ଲଗାଇବେ ତା ହେଲେ ଆପଣ ମାନଙ୍କ ଭାଗ୍ୟ ବଦଳିଯିବା ସହ ଆପଣଙ୍କ ଉପରେ ଧନର ବର୍ଷା ହେବ ।

ଏହି ଗଛ ଗୁଡିକ ଘର ମଧ୍ୟରେ ସକରାତ୍ମକ ପ୍ରଭାବ ଆଣିଥାନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଗଛ ବିଷୟରେ କହିବାକୁ ଯାଉଛୁ ଯାହାକୁ ଲଗାଇବା ଦ୍ଵାରା ଆପଣଙ୍କ ଘର ସ୍ଵର୍ଗ ହୋଇଯିବ । ତା ହେଲେ ଆସନ୍ତୁ ଜାଣିବା ଏହି ସମସ୍ତ ଗଛ ବିଷୟରେ ।


ତୁଳସୀ ଗଛ- ବନ୍ଧୁଗଣ ତୁଳସୀ ଗଛକୁ ଭଗବାନ ବିଷ୍ଣୁଙ୍କର ପ୍ରତୀକ ମାନା ଯାଇଥାଏ । ହିନ୍ଦୁଧର୍ମ ଅନୁସାରେ ଏହି ଗଛଟି ବହୁତ ପବିତ୍ର ଅଟେ । ବନ୍ଧୁଗଣ ଯେଉଁ ଘରେ ତୁଳସୀ ଗଛ ଥାଏ ସେହି ଘରେ ଭଗବାନ ବିଷ୍ଣୁଙ୍କର ବାସ ରହିଥାଏ ଓ ସେହି ଘରେ କେବେହେଲେ ନକରାତ୍ମକତା ପ୍ରବେଶ କରିପାରେ ନାହିଁ ।

ସବୁଦିନ ସକାଳ ସମୟରେ ଆପଣ ତୁଳସୀ ଗଛରେ ଜଳ ଅର୍ପଣ କରନ୍ତୁ ଓ ସନ୍ଧ୍ୟା ସମୟରେ ଗୋଟିଏ ଦୀପ ଜଳାଇ ଦିଅନ୍ତୁ । ବନ୍ଧୁଗଣ ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ଦୂର ହୋଇଯିବ ଓ ଆପଣଙ୍କ ଜୀବନରେ ଧନର ବର୍ଷା ହେବ ।


ଅଶ୍ଵଗନ୍ଧା ଗଛ- ବନ୍ଧୁଗଣ ଯଦି ଆପଣଙ୍କ ଘରର ବାସ୍ତୁ ଦୋଷ ଅଛି ଓ ଆପଣଙ୍କ ଘରେ ସବୁବେଳେ ବିଶୃଙ୍ଖଳା ହେଉଛି ତା ହେଲେ ଆପଣ ନିଜ ତୁଳସୀ ଗଛ ପାଖରେ ଅଶ୍ଵଗନ୍ଧା ଗଛ ଲଗାଇ ଦିଅନ୍ତୁ । ବନ୍ଧୁଗଣ ଏହି ଗଛ ଘରର ବାସ୍ତୁ ଦୋଷକୁ ଦୂର କରିବା ସହ ଘରେ ହେଉଥିବା ସମସ୍ତ ବିଶୃଙ୍ଖଳାକୁ ସମାପ୍ତ କରିଥାଏ । ବନ୍ଧୁଗଣ ହିନ୍ଦୁ ଧର୍ମରେ ଏହି ଗଛର ବହୁତ ମହତ୍ଵ ରହିଛି । ତେଣୁ ଆପଣ ନିଜ ଘରେ ତୁଳସୀ ଗଛ ପାଖରେ ଏହି ଗଛକୁ ନିଶ୍ଚୟ ଲଗାନ୍ତୁ ।


ଅଁଳା ଗଛ- ବନ୍ଧୁଗଣ ଯଦି ଆପଣଙ୍କୁ ଧନର ଅଭାବ ରହୁଛି ବା ଆପଣଙ୍କ ଆର୍ଥିକ ସ୍ଥିତି ବହୁତ ଦୁର୍ବଳ ଅଛି । ଯଦି ଆପଣ ସମସ୍ତ କାର୍ଯ୍ୟରେ ଅସଫଳ ରହୁଛନ୍ତି ତା ହେଲେ ଆପଣ ନିଜ ଘରେ ଅଁଳା ଗଛ ନିଶ୍ଚୟ ଲଗାନ୍ତୁ । ବନ୍ଧୁଗଣ ହିନ୍ଦୁ ଧର୍ମରେ ଏହି ଗଛର ବହୁତ ମୁଖ୍ୟ ରହିଛି । ଏହି ଗଛ ଲାଇଲେ ଆପଣଙ୍କୁ ପ୍ରଚୁର ଧନ ପ୍ରାପ୍ତି ହେବ ଓ ଆପଣଙ୍କ ସମସ୍ତ କାର୍ଯ୍ୟ ସଫଳ ହେବ । ତେଣୁ ଆପଣ ଏହି ଗଛକୁ ନିଜ ଘର ଅଗଣାରେ ଲଗାଇ ଦିଅନ୍ତୁ ଏବଂ ସବୁଦିନ ଏହି ଗଛ ମୂଳରେ ଜଳ ଅର୍ପଣ କରନ୍ତୁ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *