ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ସମସ୍ତ ଲୋକ ଏକ ସୁଖ ଓ ସମୃଦ୍ଧି ପୂର୍ଣ୍ଣ ଜୀବନ ଅତିବାହିତ କରିବା ପାଇଁ ଇଛା କରୁଛି ଯେଉଁଥି ପାଇଁ ସେ ଦିନ ରାତି କଷ୍ଟ କରୁଛି । କାରଣ ଏହି ଜୀବନକୁ ଅତିବାହିତ କରିବା ପାଇଁ ସବୁଠାରୁ ଅଧିକ ଜରୁରୀ ଅଟେ ଟଙ୍କା । ବର୍ତ୍ତମାନର ଦୁନିଆରେ ମଣିଷ ଟଙ୍କା ଅର୍ଜନ କରିବା ପାଇଁ ସବୁ କିଛି ଭୁଲିଯାଉଛି ଯେଉଁଥି ପାଇଁ ତାଙ୍କୁ କେତେକ ସମସ୍ଯାର ସମ୍ମୁଖୀନ ମଧ୍ୟ ହେବାକୁ ପଡୁଛି । ହେଲେ ବନ୍ଧୁଗଣ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ବଞ୍ଚିବାକୁ ହେଲେ କିଛି ନୀତି ନିୟମକୁ ଧ୍ୟାନରେ ରଖିବା ନିହାତି ଆବଶ୍ୟକ ।
ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ନୀତି ନିୟମ ବିଷୟରେ କହିବାକୁ ଯାଉଛୁ ଯାହାକୁ ଧ୍ୟାନରେ ରଖି ଆପଣ ଏକ ସୁଖମୟ ଜୀବନ ଅତିବାହିତ କରିପାରିବେ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ନୀତି ନିୟମ ବିଷୟରେ ।

୧. ଯଦି ବନ୍ଧୁଗଣ ଆପଣଙ୍କ ମାନସିକ ଅବସ୍ତା ଦୁର୍ବଳ ରହୁଛି ଓ ମନ ଅସୁସ୍ଥ ରହୁଛି ତା ହେଲେ ଆପଣ ସବୁଦିନ ଯେତେ ହୋଇପାରିବ ସେତେ ଅଧିକ ପାହାଚରେ ଚାଲନ୍ତୁ ।
୨. ବନ୍ଧୁଗଣ ଅଧିକ ଧୂମ୍ରପାନ କରିବା ଦ୍ଵାରା ଶରୀରରେ ରକ୍ତ ସଞ୍ଚାଳନରେ ବାଧାପ୍ରାପ୍ତ ହୋଇଥାଏ ଓ ଯୌନ କ୍ଷମତା ହ୍ରାସ ପାଇଥାଏ । ତେଣୁ ଆପଣ ଧୂମ୍ରପାନକୁ ତ୍ୟାଗ କରନ୍ତୁ ।
୩. ସକାଳୁ ଅଧିକ ଖାଦ୍ୟ ଖାଇବା ଉଚିତ, ଦିନ ବେଳରେ ସକାଳ ଠାରୁ କମ ଖାଦ୍ୟ ଖାଇବେ ଏବଂ ରାତିରେ ଦୁଇ ସମୟ ଠାରୁ କମ ଖାଦ୍ୟ ଖାଇବେ । ଏହିପରି ଭାବରେ ଖାଦ୍ୟ ଖାଇବା ଦ୍ଵାରା ଆପଣଙ୍କ ଶରୀର ସୁସ୍ଥ ରହିବ ।

୪. ବନ୍ଧୁଗଣ ସବୁବେଳେ ଚେଷ୍ଟା କରନ୍ତୁ ବିନା ତକିଆରେ ଶୋଇବା ପାଇଁ । କାରଣ ବିନା ତକିଆରେ ଶୋଇବା ଦ୍ଵାରା ଆପଣଙ୍କ ଅଣ୍ଟା ଦରଜ ଭଲ ହୋଇଯିବା ସହିତ ଆପଣଙ୍କ ମେରୁଦଣ୍ଡ ସୁଦୃଢ ରହିବ ।
୫. ସକାଳ ସମୟର ସୂର୍ଯ୍ୟ କିରଣଆପଣଙ୍କ ଶରୀରରେ ଅଧିକ ମାତ୍ରାରେ ପଡିଲେ ଆପଣଙ୍କ ମାନସିକ ଅବସାଦ ଦୂର ହେବା ସହ ଆପଣଙ୍କ କାର୍ଯ୍ୟ କ୍ଷମତା ମଧ୍ୟ ବଢିଥାଏ ।
୬. ସକାଳ ସମୟରେ ଯଦି ଆପଣଙ୍କ ଶରୀରରେ ସୂର୍ଯ୍ୟ କିରଣ ପଡିବ ତା ହେଲେ ଆପଣ ଅନ୍ୟ ମାନଙ୍କ ତୁଳନାରେ ବହୁତ ଖୁସିରେ ରହିବେ ।

୭. ବନ୍ଧୁଗଣ ସବୁବେଳେ ରାତିରେ ବାମ ପଟ ମାଡି ଶୋଇବେ । କାରଣ ଏହିପରି ଶୋଇବା ଦ୍ଵାରା ଆପଣଙ୍କ ଶରୀରରେ ଥିବା ସମସ୍ତ ଦୂଷିତ ପଦାର୍ଥ ପରିସ୍ରା ଦ୍ଵାରା ବାହାରିଯାଇଥାଏ ଏବଂ ଆପଣଙ୍କ ଲିଭର ସୁସ୍ଥ ରହେ ।
୮. ବନ୍ଧୁଗଣ ଯଦି ଆପଣଙ୍କୁ ନିଦ ହେଉ ନାହିଁ ତା ହେଲେ ଆପଣ ୯୯ ଠାରୁ ୧ ପର୍ଯ୍ୟନ୍ତ ଓଲଟା ଗଣନା କରନ୍ତୁ । ଦେଖିବେ ଆପଣଙ୍କୁ ବହୁତ ଶୀଘ୍ର ନିଦ ହେବ ।

୯. ବନ୍ଧୁଗଣ ଆପଣ ସବୁଦିନ ନିଜ ଆଖିକୁ ତ୍ରିଫଳା ପାଣିରେ ଧୋଇଲେ ଆପଣଙ୍କ ଆଖି ରୋଗ ଦୂର ହେବା ସହିତ ଆପଣଙ୍କ ଆଖି ସୁସ୍ଥ ରହିଥାଏ ।
୧୦. ବନ୍ଧୁଗଣ ଗୁଆ ଘିଅକୁ ଉଷୁମ କରି ନାକରେ ତିନି ବୁନ୍ଦା ଲେଖା ପକାଇଲେ ଆପଣଙ୍କ ମୁଣ୍ଡ ବିନ୍ଧା ଦୂର ହେବା ସହିତ ଆପଣନ ଆଖି ଭଲ ରହିଥାଏ । ଏହା ସହିତ ଆପଣଙ୍କ ମନ ସ୍ତିର ରହିଥାଏ ।
୧୧. ପିଆଜକୁ କାଟି ଘରେ ଜଳୁଥିବା ବଲ ରେ ବାନ୍ଧିଲେ ମଶା ଝିଟିପିଟି ଦୂର ହୋଇଥାଏ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

