ବନ୍ଧୁଗଣ ଆପଣ ମାନେ ସମସ୍ତେ ଜ୍ୟୋତିଷ୍ୟ ଶାସ୍ତ୍ର ଅନ୍ତର୍ଗତ ୧୨ ରାଶି ମାନଙ୍କ ବିଷୟରେ ନିଶ୍ଚୟ ଜାଣିଥିବେ । ଏହି ଦୁନିଆର ସମସ୍ତ ମଣିଷଙ୍କ ରାଶି ଅଲଗା ଅଲଗା ହୋଇଥାଏ । ବନ୍ଧୁଗଣ ଏହି ରାଶି ମାନଙ୍କର ଚିହ୍ନ ମଧ୍ୟ ଅଲଗା ଅଲଗା ହୋଇଥାଏ । ହେଲେ ବନ୍ଧୁଗଣ ଆପଣ ମାନେ କଣ ଜାଣିଛନ୍ତି ଯଦି ପ୍ରତ୍ୟକ ରାଶିଙ୍କୁ ଇମୋଜିର ଚିହ୍ନ ଦିଆଯାଏ ତେବେ କେଉଁ ରାଶି ପାଇଁ କେଉଁ ଇମୋଜି ହେବ । ଆପଣ ମାନେ ସୋସିଆଲ ମିଡିଆରେ ଏହି ସବୁ ଇମୋଜିକୁ ବ୍ୟବହାର କରିଥାନ୍ତି । ଏହି ସମସ୍ତ ଇମୋଜିର କିଛି ଅଲଗା ଅଲଗା ଅର୍ଥ ରହିଥାଏ ।
ବନ୍ଧୁଗଣ ଏହି ଇମୋଜି ଦୁଇକୁ ରାଶି ଗୁଡିକର ସ୍ଵଭାବ ଅନୁଯାଇ ଯୋଡା ଯାଇଛି ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ମେଷ ରାଶି- ବନ୍ଧୁଗଣ ମେଷ ରାଶି ପାଇଁ ଏକ ହସୁତିହବା ଇମୋଜିକୁ ବଛା ହୋଇଛି । କାରଣ ମେଷ ରାଶି ସମସ୍ତଙ୍କୁ ଖୁସିରେ ରଖିବା ସହିତ ନିଜେ ମଧ୍ୟ ଖୁସିରେ ରହିଥାନ୍ତି ।

ବୃଷ ରାଶି- ବନ୍ଧୁଗଣ ବୃଷ ରାଶି ପାଇଁ ଏହି ଶାନ୍ତ ଇମୋଜି ଦିଆଯାଇଛି । କାରଣ ଏହି ରାଶିର ଲୋକମାନେ କୌଣସି ଲୋକଙ୍କ ସହ ଠିକ ଭାବରେ ମିଶି ରହିପାରନ୍ତି ନାହିଁ ଓ ଏମାନେ ନିଜ ମନର କଥାକୁ ଅନ୍ୟ କାହା ଆଗରେ କହିପାରନ୍ତି ନାହିଁ ।
ମିଥୁନ ରାଶି- ମିଥୁନ ରାଶି ପାଇଁ ଏହି ସ୍ମାର୍ଟନେସ ଇମୋଜି ଦିଆଯାଇଛି । କାରଣ ଏହି ରାଶିର ଲୋକମାନେ ଅତ୍ୟନ୍ତ ଚତୁର ସ୍ଵଭାବର ହୋଇଥାନ୍ତି ।

କର୍କଟ ରାଶି- କର୍କଟ ରାଶି ପାଇଁ ଏହି ଟେନସନ ଇମୋଜି ଦିଆଯାଇଛି । କାରଣ ଏମାନେ ନିଜ ଜୀବନରେ କୌଣସି ନା କୌଣସି ସମସ୍ଯା ହେତୁ ସବୁବେଳେ ଚିନ୍ତାରେ ରହିଥାନ୍ତି ।
ସିଂହ ରାଶି- ବନ୍ଧୁଗଣ ସିଂହ ରାଶି ପାଇଁ ଏହି ନର୍ଭସ ଇମୋଜି ଦିଆଯାଇଛି । କାରଣ ସେମାନେ ସମସ୍ତ କ୍ଷେତ୍ରରେ ନର୍ଭସ ହୋଇଥାନତି ହେଲେ ତାଙ୍କୁ ସଫଳତା ମଧ୍ୟ ମିଳିଥାଏ ।

କନ୍ୟା ରାଶି- କନ୍ୟା ରାଶି ପାଇଁ ଏହି ଚିନ୍ତାପୂର୍ଣ ଇମୋଜି ଦିଆଯାଇଛି । କାରଣ ସେମାନେ ବାହାରେ ଖୁସି ନଜର ଆସିଥିଲେ ମଧ୍ୟ ତାଙ୍କ ମନରେ ବହୁତ ଦୁଃଖ ରହିଥାଏ ।
ତୁଳା ରାଶି- ବନ୍ଧୁଗଣ ତୁଳା ରାଶି ପାଇଁ ଏହି ଇମୋଜି ଦିଆଯାଇଛି । କାରଣ ଏମାନେ ନିଜ ଜୀବନର ସମସ୍ତ ପରିସ୍ଥିତିକୁ ସନ୍ତୁଳନ କରି ଚାଲିଥାନ୍ତି । ଏମାନେ ଉଭୟ ଦୁଃଖ ଓ ସୁଖ ଭୋଗ କରିଥାନ୍ତି ।
ବିଛା ରାଶି- ବିଛା ରାଶି ପାଇଁ ଏହି ବୁଦ୍ଧିମାନ ଇମୋଜିର ପ୍ରୟୋଗ କରାଯାଇଛି । କାରଣ ସେମାନେ ନିଜ ବୁଦ୍ଧି ଦ୍ଵାରା ଦୁନିଆର ସମସ୍ତ ସୁଖ ଓ ସମୃଦ୍ଧିକୁ ପାଇପାରନ୍ତି ।
ଧନୁ ରାଶି- ବନ୍ଧୁଗଣ ଧନୁ ରାଶି ନିଜ ମଜାଳିଆ ସ୍ଵଭାବ ପାଇଁ ବହୁତ ଚର୍ଚାରେ ରୁହନ୍ତି । ସେମାନଙ୍କ ମନ ଯେତେ ଦୁଃଖ ଥିଲେ ମଧ୍ୟ ଅନ୍ୟ ମାନଙ୍କୁ ସେମାନେ ବହୁତ ହସାଇ ଥାନ୍ତି । ତେଣୁ ତାଙ୍କ ପାଇଁ ଏହି ଇମୋଜି ଦିଆଯାଇଛି ।

ମକର ରାଶି- ବନ୍ଧୁଗଣ ମକର ରାଶି ପାଇଁ ଏହି ଭୋଲା ଇମୋଜି ଦିଆଯାଇଛି । କାରଣ ସେମାନେ ଭଲ ଓ ଖରାପକୁ ଶୀଘ୍ର ଜାଣି ପାରିନଥାନ୍ତି ।
କୁମ୍ଭ ରାଶି- ବନ୍ଧୁଗଣ କୁମ୍ଭ ରାଶି ପାଇଁ ଏହି ଇମୋଜି ଦିଆଯାଇଛି , କାରଣ ଏହି ରାଶିଙ୍କୁ ଯିଏ ଯେମିତି ସ୍ଵଭାବରେ ଦେଖିବ ଏମାନେ ତାଙ୍କୁ ଠିକ ସେହି ସ୍ଵଭାବ ପଦର୍ଶନ କରିବେ ।

ମୀନ ରାଶି- ବନ୍ଧୁଗଣ ମୀନ ରାଶି ପାଇଁ ଏହି ଖୁସି ଇନମୋଜି ଦିଆଯାଇଛି । କାରଣ ଏମାନେ ନିଜେ ଖୁସି ରହିବା ସହ ଅନ୍ୟ ମାନଙ୍କୁ ଖୁସିରେ ରଖିଥାନ୍ତି ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

