ବନ୍ଧୁଗଣ ବର୍ତ୍ତମାନ ସାରା ଦେଶରେ କରୋନା ମହାମାରୀର କୋପ ବଢିବାରେ ଲାଗିଛି ଯାହାଦ୍ୱାର ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ନିଜ ଜୀବନ ସହ ଲଢୁଛନ୍ତି ।
ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି । ବନ୍ଧୁଗଣ ଏହି କରୋନା ମହାମାରୀ ସମୟରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାଟି ଘଟିଛି ବିହାରର ଭାଗଲପୁରରେ । ବନ୍ଧୁଗଣ ଏଠାରେ ଏକ ମହିଳା ନିଜ ସିନ୍ଦୁରକୁ ବଞ୍ଚାଇବା ପାଇଁ ହସ୍ପିଟାଲ କର୍ମଚାରୀ ମାନଙ୍କର ଅ-ସ-ଦ-ଆ-ଚ-ର-ଣ ସହିଛନ୍ତି ।

ହେଲେ ଦୀର୍ଘ ଏକ ମାସ ଧରି ହସ୍ପିଟାଲ୍ କର୍ମଚାରୀଙ୍କ ଅ-ତ୍ୟା-ଚା-ର ଚୁପଚାପ ସହିବା ପରେ ଏକା ହୋଇଯାଇଛନ୍ତି ମହିଳା । ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।
ଘଟଣା ଅନୁସାରେ, ମାର୍ଚ୍ଚ ମାସରେ ମହିଳା ଓ ତାଙ୍କ ସ୍ୱାମୀ ହୋଲି ପାଳନ କରିବାକୁ ନୋଏଡ଼ାରୁ ବିହାର ଆସିଥିଲେ । ଏପ୍ରିଲ ୧୧ ତାରିଖରେ ତାଙ୍କ ସ୍ୱାମୀଙ୍କ ଦେହ ହଠାତ୍ ଖରାପ ହେବାରୁ ସେ କରୋନା ଟେଷ୍ଟ କରାଇଥିଲେ । ଦୁଇଥର ଟେଷ୍ଟ କରିବା ପରେ ତାଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା ।
नीतीश जी
इस बहन को न्याय दो, इनके पति कोरोना से दम तोड़ रहे थे, वासना के वहशी दरिंदे इनके साथ छेड़खानी कर रहे थे।
भागलपुर के ग्लोकल हॉस्पिटल का कंपाउंडर ज्योति कुमार और राजेश्वर हॉस्पिटल के डॉ अखिलेश को गिरफ्तार कर स्पीडी ट्रायल चला फांसी दो। मैं तो इन दोनों को सजा दिलाऊंगा! pic.twitter.com/Y2xLsklU0G
— Pappu Yadav (@pappuyadavjapl) May 10, 2021
ଏହା ପରେ ନୋଏଡ଼ାର ଜଣେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସ୍ୱାମୀଙ୍କର ଛାତି ସିଟି ସ୍କାନ କରିବା ପରେ ଫୁସ୍ଫୁସ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । କିଛି ଦିନ ପରେ ତାଙ୍କ ସ୍ଵାମୀଙ୍କ ସହ ତାଙ୍କ ମା ମଧ୍ୟ ଏହି ଭାଇରସରେ ଆକ୍ରାନ୍ତ ହୋଇଯାଇଛନ୍ତି ବୋଲି ଜଣା ପଡିଥିଲା । ଯାହାଫଳରେ ତାଙ୍କ ସ୍ୱାମୀ ଓ ତାଙ୍କ ମା ଭାଗଲପୁର ଗ୍ଲୋକାଲ ହସ୍ପିଟାଲ୍ରେ ଭର୍ତି ହୋଇଥିଲେ।
ହେଲେ ହସ୍ପିଟାଲ୍ରେ ତାଙ୍କ ସ୍ୱାମୀ ଓ ମାଆଙ୍କର ଭଲ ଚିକିତ୍ସା କରାଯାଉନଥିଲା ଓ ଠିକ୍ ସମୟରେ ଔଷଧ ଦିଆଯାଉ ନଥିଲା । ହସ୍ପିଟାଲ କର୍ମଚାରୀ ମାନେ ମହିଳା ଜଣଙ୍କୁ ତାଙ୍କ ସ୍ୱାମୀ ଓ ମାଙ୍କ ପାଖରେ ରହିବାକୁ ଦେଉନଥିଲେ । ତେଣୁ ସ୍ୱାମୀ ଓ ମାଆଙ୍କୁ ଟିକେ ସହଯୋଗ କରିବାକୁ ହସ୍ପିଟାଲ୍ ଏଟେଡାନ୍ସ ଜ୍ୟୋତି କୁମାରଙ୍କୁ ଅନୁରୋଧ କରିଥିଲେ ମହିଳା । ଏହାପରେ ସେ ତାଙ୍କ ସ୍ୱାମୀଙ୍କ ସହିତ କଥା ହେଉଥିବା ବେଳେ ମହିଳାଙ୍କ ସହିତ ଅ-ସ-ଦା-ଚ-ର-ଣ କରିବାକୁ ଉଦ୍ୟମ କରିଥିଲା ଜ୍ୟୋତି କୁମାର ।

ମହିଳାଙ୍କ ଆ-ପ୍ରୋ-ନ୍ ଟାଣିବା ସହିତ ତାଙ୍କୁ ଅ-ଶ୍ଳୀ-ଳ ଭାବରେ ଛୁଇଁଥିଲେ। ପତ୍ନୀଙ୍କ ପ୍ରତି ହେଉଥିବା ଦୁ-ର୍ବ୍ୟ-ବ-ହା-ରକୁ ଦେଖୁଥିଲେ ବି କିଛି କରିପାରୁନଥିଲେ ସ୍ୱାମୀ । ସେହି ସମୟରେ ରୋଗରେ ପୀଡତି ଥିବା ମା ଧୀରେ ଧୀରେ ଅନ୍ୟ ଲୋକ ମାନଙ୍କୁ ଡାକିବା ପାଇଁ ଚେଷ୍ଟା କରିଥିଲେ । ଯାହାଫଳରେ ମହିଳା ଜଣକ ସେହି ସ୍ଥାନରୁ ଖସି ଆସିଥିଲେ । କିନ୍ତୁ ବନ୍ଧୁଗଣ ହସ୍ପିଟାଲ କର୍ମଚାରୀ ସ୍ୱାମୀ ଓ ମାଙ୍କୁ ମା-ରି-ଦେ-ବା ଭୟରେ ଜ୍ୟୋତି ଅ-ସ-ଦା-ଚ-ର-ଣ ବିଷୟରେ ମୁହଁ ଖୋଲିନଥିଲେ ମହିଳା ।

ମହିଳା ଜଣକ ହସ୍ପିଟାଲ ଉପରେ ମଧ୍ୟ ନାନା ଅ-ଭି-ଯୋ-ଗ ଆଣିଛନ୍ତି। ହସ୍ପିଟାଲ୍ରେ ଅକ୍ସିଜେନ୍ର ବ୍ଲା-କ୍ ମାର୍କେଟିଂ କରି ରୋଗୀଙ୍କୁ ସିଲିଣ୍ଡର ପିଛା ୫୦ ହଜାର ଟଙ୍କାରେ ବିକ୍ରି କରାଯାଉଥିବା ସେ କହିଛନ୍ତି । ତା ସହିତ ଅନେକ ରୋଗୀ ଅବହେଳା ଯୋଗୁ ମ-ରି-ଥି-ବା ଅ-ଭି-ଯୋ-ଗ କରିଛନ୍ତି ମହିଳା ।
ଏମିତିକି ତାଙ୍କ ସ୍ୱାମୀ ପାଣି ମାଗିଥିଲେ ବି ହସ୍ପିଟାଲର କର୍ମଚାରୀ ତାଙ୍କୁ ପାଣି ଦେଇନଥିଲେ ବୋଲି ମହିଳା ଜଣକ ଅ-ଭି-ଯୋ-ଗ କରିଛନ୍ତି । ହେଲେ ଶେଷରେ ମହିଳାଙ୍କ ସ୍ଵାମୀ ଜଣକ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ନେଉଥିବା ସମୟରେ ତାଙ୍କର ମୃ-ତ୍ୟୁ ହୋଇଥିଲା । ମୃ-ତ୍ୟୁ ହେବା ପରେ ତାଙ୍କ ପ୍ରତି ହୋଇଥିବା ଅ-ତ୍ୟା-ଚା-ର ବିରୋଧରେ ମୁହଁ ଖୋଲି ସବୁକଥା କହିଛନ୍ତି ମହିଳା ।
ଏହା ଉପରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

