କରୋନା ଟିକା ନେବା ପରେ ଏସବୁ ଜିନିଷ ପ୍ରତି ଦିଅନ୍ତୁ ଅଧିକ ଧ୍ୟାନ, କରନ୍ତୁ ନାହିଁ ଏହି କାମ, କହିଲା WHO- Health Tips

ବନ୍ଧୁଗଣ କରୋନା ମ-ହା-ମା-ରୀର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଟୀକା ପ୍ରଚଳନ କରିସାରିଛନ୍ତି । ତେଣୁ ବର୍ତ୍ତମାନ ଏହି ଟୀକା ଅଧିକ ରୁ ଅଧିକ ଲୋକଙ୍କୁ ଦିଆଯାଉଛି ।

ବନ୍ଧୁଗଣ ଏହି ଟୀକା ନେବା ପରେ ଜ୍ଵର ଆଦି ସାଇଡଇଫେକ୍ଟ ଦେଖିବାକୁ ମିଳୁଛି । ସାଧାରଣତଃ କରୋନା ମ-ହା-ମା-ରୀର କୋପ ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି । ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି । ଏହି କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର କେତେକ ଗାଇଡଲାଇନ ଓ ଟୀକା ପ୍ରଚଳନ କରିଛନ୍ତି ।

ମେ ୧ ତାରିଖରୁ ଜନସାଧାରଣ ମାନେ ଟୀକା ନେଉଛନ୍ତି । ବନ୍ଧୁଗଣ WHO ମତରେ ଏହି ଟୀକାର କିଛି ସାଇଡ ଇଫେକ୍ଟ ଅବଶ୍ୟ ରହିଛି ହେଲେ ଏହା ମଣିଷ ଜୀବନ ପାଇଁ ଘାତକ ହେବ ନାହିଁ । ଅନ୍ୟ ପକ୍ଷରେ ବିଶେଷଜ୍ଞ ମାନେ କହିଛନ୍ତି ଏହି ଟୀକା ନେବା ପରେ କିଛି କାମ କରିବା ଉଚିତ ନୁହେଁ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ସେହି ସବୁ କାମ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ଟୀକା ନେବା ପରେ ଭୁଲ ସେ ମଧ୍ୟ କରିବେ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଟୀକା ନେବା ପରେ କିଛି ଦିନ ପର୍ଯ୍ୟନ୍ତ ଆପଣ ନିଜ ଶରୀରରେ ଟାଟୁ ଆଦି କରିବେ ନାହିଁ । ବିଶେଷଜ୍ଞ ମାନଙ୍କ ମତରେ ଟୀକା ନେବାର କିଛି ସମୟ ପରେ ଟାଟୁ କରିଲେ ଆପଣଙ୍କ ଶରୀର ଉପରେ କିଛି ଖରାପ ପ୍ରଭାବ ପଡିବ । ତେଣୁ ଆପଣ ମାନେ ଟୀକା ନେବାର କିଛି ଦିନ ପରେ ଟାଟୁ ଆଦି କରିପାରିବେ ।


୨. ଟୀକା ନେବାର ତୁରନ୍ତ ପରେ ଆପଣ ମାନେ ଅନ୍ୟ କିଛି ଟୀକା ନେବେ ନାହିଁ । ବିଶେଷଜ୍ଞ ମାନଙ୍କ ମତରେ ଟୀକା ନେବାର ୨ ସପ୍ତାହ ପର୍ଯ୍ୟନ୍ତ ଆପଣ ମାନେ ଅନ୍ୟ କିଛି ଟୀକା ନେବେ ନାହିଁ । କାରଣ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଟୀକା ଅନ୍ୟ ଟୀକା ସହ ମିଶି କିପରି ପ୍ରତିକ୍ରିୟା ଦେବ ତାହା ଜଣା ପଡି ନାହିଁ ।

୩. ବନ୍ଧୁଗଣ ଟୀକା ନେବା ପରେ ଆପଣ ବାୟାମ ଆଦି କରିବେ ନାହିଁ । ଏହା କରିବା ଦ୍ଵାରା ଆପଣଙ୍କ ମାଂସ ପେଶୀରେ ଯନ୍ତ୍ରଣା ହୋଇପାରେ । ତେଣୁ ଟୀକା ନେବା ପରେ ଦୁଇ ଦିନ ଆରମ କରନ୍ତୁ ଓ ଦୁଇ ଦିନ ପରେ ଆପଣ ବାୟାମ ଆଦି କରିପାରିବେ ।

୪. ଟୀକା ନେବା ପରେ ଆପଣ ନିଜ ଶରୀରରେ ପାଣିର ଅଭାବ ହେବାକୁ ଦେବେ ନାହିଁ । ବିଶେଷଜ୍ଞ ମାନଙ୍କ ମତରେ ଟୀକା ନେବା ପରେ ଶରୀରକୁ ହାଇଡ୍ରେଟ ରଖିବା ଉଚିତ । ତେଣୁ ଆପଣ ମାନେ ଦିନକୁ ୩ ରୁ ୪ ଲିଟର ପାଣି ନିଶ୍ଚୟ ପିଅନ୍ତୁ ।

୫. ଟୀକା ନେବା ପରେ ଏକ ସାର୍ଟିଫିକେଟ ମିଳିବ ତାକୁ ଆପଣ ସମ୍ଭାଳିକି ରଖିବେ । କାରଣ ଆସୁଥିବା ଦିନରେ ଆପଣଙ୍କୁ କୌଣସି ଯାତ୍ରା ଭିଜା ଆଦିରେ ଏହାର ଆବଶ୍ୟକତା ପଡିପାରେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *