ବନ୍ଧୁଗଣ ଆପଣ ମାନେ ତ ଏହି କଥା ନିଶ୍ଚୟ ଶୁଣିଥିବେ ଯେ, କୁକୁର ଉପରେ ବିଶ୍ଵାସ କରିହେବ ହେଲେ ମଣିଷ ଉପରେ ନୁହେଁ । କାରଣ କୁକୁର ଆମ ଘରକୁ ବିନା ସର୍ତ ଓ ବିନା ସ୍ଵାର୍ଥରେ ଆସିଥାନ୍ତି ।
କୁକୁର ଆମ ଘରକୁ ଜଗିବା ସହ ମଣିଷକୁ ସବୁଠାରୁ ଅଧିକ ଭଲ ପାଇଥାଏ । ସମୟ ଆସିଲେ କୁକୁର ନିଜ ମାଲିକ ପାଇଁ ନିଜ ଜୀବନକୁ ବାଜିରେ ପକାଇ ଦିଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କୁକୁର ଓ ମଣିଷ ମାନଙ୍କ ସହ ଜଡିତ ଏପରି କିଛି ଘଟଣା ଗୁଡିକ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଖି ଆପଣ ମାନଙ୍କ ମନ ଖୁସି ହୋଇଯିବ । ଏହା ସହିତ ଆପଣ ମାନଙ୍କ ମନରେ କୁକୁରଙ୍କ ପ୍ରତି ଭଲ ପାଇବା ଅଧିକ ବଢିଯିବ ।

୧. ବନ୍ଧୁଗଣ ସୋସିଆଲ ମିଡିଆରେ ଗତ କିଛି ଦିନ ହେବ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଏହି ଭିଡିଓରେ ଏକ ଲୋକ ରାସ୍ତାରେ ବେ-ହୋ-ସ ହେଇ ପଡିଥିବାର ନଜର ଆସୁଛି ଓ ସେହି ସ୍ଥାନରେ ଲୋକର କୁକର ମଧ୍ୟ ଅଛି । ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, କୁକୁର ନିଜ ମାଲିକ ପାଖରେ ଛାଇ ପରିକା ରହୁଛି ଓ ଅନ୍ୟ ଲୋକ ମାନଙ୍କୁ ନିଜ ମାଲିକ ପାଖକୁ ଆସିବା ପାଇଁ ଦେଉ ନାହିଁ ।

୨. ବନ୍ଧୁଗଣ ଆମର ଦ୍ଵିତୀୟ ଭିଡିଓରେ ଜଣେ ଲୋକ ତାର ଛୁଆ ଓ କୁକୁରକୁ ନେଇ ବାହାରେ ବୁଲୁଥିବାର ନଜର ଆସୁଛି । ହେଲେ ଚାଲିକି ଯାଉଥିବା ସମୟରେ ପଛ ଆଡୁ ଏକ ବତକଟି ଛୁଆ ପାଖକୁ ମାଡି ଆସୁଛି । କିନ୍ତୁ ସେହି ସମୟରେ କୁକୁରଟି ବତକକୁ ଭୋକୁ ଥିବାର ଓ ରୋକୁଥିବାର ନଜର ଆସୁଛି । ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ଭାଇରାଲ ହେଉଛି ଓ କୁକୁରର ସଚଟ ପଣିଆକୁ ଲୋକମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି ।

୩. ବନ୍ଧୁଗଣ କେତେକ କୁକୁର ମାନଙ୍କୁ ସେନାରେ ମଧ୍ୟ ରଖାଯାଇଥାଏ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଏକ ସେନା ଅଧିକାରୀ ଓ ତାର କୁକୁର ଏକ ସହ ଏକ ଗାଡିରେ ଯାଉଥିବାର ନଜର ଆସୁଛନ୍ତି । ହେଲେ କିଛି ସମୟ ଗାଡିଟି ଯିବା ପରେ ଗାଡିରୁ ସେନା ଅଧିକାରୀ ତଥା କୁକୁରର ମାଲିକ ପଡିଯାଉଥିବାର ନଜର ଆସୁଛି କିନ୍ତୁ ସେହି ସମୟରେ ନିଜ ମାଲିକ ପାଇଁ ଚାଲୁଥିବା ଗାଡିରୁ କୁକୁର ଓଲହାଇ ଯାଉଥିବାର ନଜର ଆସୁଛି । ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଛି ।

୪. ବନ୍ଧୁଗଣ ସୋସିଆଲ ମିଡିଆରେ କୁକୁର ମାନଙ୍କର ଅନେକ ଭିଡିଓ ଭାଇରାଲ ହେଉଛି । ଏହିପରି ଏକ ଭିଡିଓରେ ଦୁଇଟି ଜର୍ମାନ ସଫର୍ଡ ନଜର ଆସୁଛନ୍ତି । ଗୋଟେ ଜର୍ମାନ ସଫର୍ଡର ଦେହ ଠିକ ନଥିବାରୁ ସେ ସୋଇଥିବାର ନଜର ଆସୁଛି ହେଲେ ତା ପାଖରେ ଅନ୍ୟ ଏକ ଜର୍ମାନ ସଫର୍ଡ ତାକୁ ଜଗିଥିବାର ମଧ୍ୟ ନଜର ଆସୁଛି ।
ନିଜ ସାଙ୍ଗର ଦେହ ଖରାପ ହେବାରୁ କୁକୁରଟି ତା ପାଖରେ ହାତ ରଖି ସୋଇଥିବାର ନଜର ଆସୁଛି । ଏହି ଭିଡିଓଟିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

