ବାହାଘର ପରେ ପ୍ରଥମ ଥର ସ୍ଵାମୀଙ୍କ ଠାରୁ ଅଲଗା ହେଇ ସିରିଏଲ ସୁ-ଟି-ଙ୍ଗ କଲେ Janklin, ତ କଣ କହୁଛନ୍ତି ସ୍ଵାମୀ Arabinda, ଦେଖନ୍ତୁ ଭିଡିଓ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଡ଼ିଆ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ଜ୍ୟାଙ୍କଲୀନ ପରିଡ଼ା ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଜ୍ୟାଙ୍କଲୀନ ଟିଭି ଇଣ୍ଡଷ୍ଟ୍ରୀ ରେ ପ୍ରଥମ ଥର ପାଇଁ ରିଆଲିଟି ସୋ ରଜ କୁଇନ ମାଧ୍ୟମରେ ପାଦ ରଖିଥିଲେ ଏବଂ ସେହି ସୋ ର ବିଜେତା ମଧ୍ୟ ହୋଇଥିଲେ ।

ଏହାପରେ ତାଙ୍କୁ ଅନେକ ଓଡ଼ିଆ ଟିଭି ସିରିଆଲ ରେ ମଧ୍ୟ ଦେଖିବାକୁ ମିଳିଥିଲା । “ମୋ ଜେଜେମା” ସିରିଆଲ ରେ ତାଙ୍କୁ ନେଗେଟିଭ ଚରିତ୍ର ରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଅଭିନେତ୍ରୀ ଜ୍ୟାଙ୍କଲୀନ ପରିଡ଼ା ଙ୍କୁ ସାର୍ଥକ ଟିଭି ରେ ପ୍ରସାରିତ ଧାରାବାହିକ “ହେ ପ୍ରଭୁ” ଦେଖିବାକୁ ମିଳୁଛି । ଜ୍ୟାଙ୍କଲୀନ ନିଜ ଅଭିନୟ ଓ ସୁନ୍ଦରତା ଜରିଆରେ ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଓ ପରିଚୟ ସୃଷ୍ଟି କରିଛନ୍ତି ।

ତେବେ ବିଗତ ମାସ ଜ୍ୟାଙ୍କଲୀନ ଅଭିନେତା ଅରବିନ୍ଦ ଙ୍କୁ ବିବାହ କରିଛନ୍ତି । ଅରବିନ୍ଦ ଙ୍କୁ ମଧ୍ୟ ମୋ ଜେଜେମା ସିରିଆଲ ରେ ଦେଖିବାକୁ ମିଳିଥିଲା । ଅଭିନେତା ଅରବିନ୍ଦ ମଧ୍ୟ ନିଜ ଅଭିନୟ ଜରିଆରେ ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏହି ଯୋଡ଼ି ଓଡ଼ିଶା ର ସମସ୍ତ ଦର୍ଶକ ଙ୍କ ପ୍ରିୟ ଯୋଡ଼ି ଅଟନ୍ତି ।

ବିବାହ ପରେ ଏହି ଯୋଡ଼ି ସୋସିଆଲ ମିଡିଆ ରେ ନିଜର ଅନେକ ଫଟୋ ଓ ଭିଡିଓ ସେୟାର କରୁଛନ୍ତି ଏବଂ ପ୍ରାୟତଃ ସମୟ ଏକାଠି ଲାଇଭ ମଧ୍ୟ ଆସୁଛନ୍ତି । ଏହି ଯୋଡ଼ି ଙ୍କ ସମସ୍ତ ଫଟୋ ଓ ଭିଡିଓ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରୁଛନ୍ତି ଏବଂ ବହୁତ ସାରା ଭଲ ପାଇବା ମଧ୍ୟ ଦେଉଛନ୍ତି ।

ଲାଇଭ ରେ ମଧ୍ୟ ଏହି ଯୋଡ଼ି ଙ୍କ ଫାନ୍ସ ଉଭୟ ଙ୍କ ଖୁବ ପ୍ରଶଂସା କରୁଛନ୍ତି । ତେବେ ବିବାହ ପରେ ବର୍ତ୍ତମାନ ଜ୍ୟାଙ୍କଲୀନ ନିଜର ସିରିଆଲ ସୁ-ଟିଂ ରେ ବ୍ୟସ୍ତତା ରେ ରହୁଛନ୍ତି । ସୁ-ଟିଂ ସେଟ ରୁ ମଧ୍ୟ କିଛି ଫଟୋ ଓ ଭିଡିଓ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ସେୟାର କରନ୍ତି ।

ଅରବିନ୍ଦ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ଲାଇଭ ଆସିଥିଲେ ଏବଂ ସୁ-ଟିଂ ସେଟ ରୁ ଜ୍ୟାଙ୍କଲୀନ ସେଥିରେ ଜଏନ୍ କରିଥିଲେ । ଉଭୟ ଙ୍କୁ ଲାଇଭ ରେ ଏକାଠି ଦେଖି ତାଙ୍କ ପ୍ରଶଂସକ ମାନେ ଉଭୟ ଙ୍କ ଖୁବ ପ୍ରଶଂସା କରିଥିଲେ । ଉଭୟ ଯୋଡ଼ି ପରସ୍ପର ସହିତ ଏକାଠି ବହୁତ ଖୁସି ଥିବାର ନଜର ରେ ଆସୁଥିଲେ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *