ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।
ସାଧାରଣତଃ ଓଲିଉଡରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ଓଲିଉଡର ସବୁଠାରୁ ଧନୀ ହିରୋ ମାନଙ୍କୁ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସବୁଠାରୁ ଧନୀ ହିରୋ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଧନୀ ହିରୋ ମାନଙ୍କ ବିଷୟରେ ।

ଜ୍ୟୋତି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଓଲିଉଡ ଅଭିନେତା ଜ୍ୟୋତି । ଆପଣ ମାନେ ସମସ୍ତେ ଜ୍ୟୋତିଙ୍କୁ ଅନେକ ଓଡିଆ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ଜ୍ୟୋତି ଗୋଟେ ଫିଲ୍ମ ପାଇଁ ୩ ଲକ୍ଷ ଟଙ୍କା ଡିମାଣ୍ଡ କରନ୍ତି ଓ ତାଙ୍କର ସଂପୂର୍ଣ୍ଣ ସମ୍ପତ୍ତି ହେଉଛି ୨୫ ଲକ୍ଷ ଟଙ୍କା ।
ଆକାଶ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଓଲିଉଡର ଲୋକପ୍ରିୟ ଅଭିନେତା ଆକାଶ । ଆକାଶ ଏକ ପ୍ରସିଦ୍ଧ ଅଭିନେତା ଅଟନ୍ତି ଓ ସେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି । ଆକାଶ ଗୋଟେ ଫିଲ୍ମ କରିବା ପାଇଁ ୪ ଲକ୍ଷ ଟଙ୍କା ନିଅନ୍ତି ଓ ତାଙ୍କର ମୋଟ ସମ୍ପତ୍ତି ହେଉଛି ୩୫ ଲକ୍ଷ ଟଙ୍କା ।

ସ୍ଵରାଜ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ସ୍ଵରାଜ । ସ୍ଵରାଜ ହେଉଛନ୍ତି ଏକ ଏପରି ଅଭିନେତା ଯିଏ ବହୁତ କମ ବର୍ଷ ବୟସରେ ଓଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ସେ ଗୋଟେ ଫିଲ୍ମ କରିବା ପାଇଁ ୪ ଲକ୍ଷ ୨୦ ହଜାର ଟଙ୍କା ଡିମାଣ୍ଡ କରନ୍ତି ଓ ତାଙ୍କର ମୋଟ ସମ୍ପତ୍ତି ହେଉଛି ୩୬ ଲକ୍ଷ ୫୦ ହଜାର ଟଙ୍କା ।

ଅରିନ୍ଦମ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତା ଅରିନ୍ଦମ । ଅରିନ୍ଦମ ହେଉଛନ୍ତି ଏକ ଲୋକପ୍ରିୟ ଅଭିନେତା ଓ ସେ ଗୋଟେ ଫିଲ୍ମ କରିବା ପାଇଁ ୬ ଲକ୍ଷ ଟଙ୍କା ନିଅନ୍ତି । ତାଙ୍କର ମୋଟ ସମ୍ପତ୍ତି ହେଉଛି ୫୦ ଲକ୍ଷ ଟଙ୍କା ।
ସବ୍ୟସାଚୀ- ବନ୍ଧୁଗଣ ଆମ ଲିଷ୍ଟ ପଞ୍ଚମ ସ୍ଥାନରେ ଅଛନ୍ତି ସବ୍ୟସାଚୀ । ସାବୟସଚୀଙ୍କୁ ଆପଣ ମାନେ ଅନେକ ସୁପର ହିଟ ଫିଲ୍ମରେ ଦେଖିଥିବେ । ସେ ଗୋଟେ ଫିଲ୍ମରେ କାମ କରିବା ପାଇଁ ୬ ଲକ୍ଷ ୫୦ ହଜାର ଟଙ୍କା ନିଅନ୍ତି ଓ ତାଙ୍କର ମୋଟ ସମ୍ପତ୍ତି ହେଉଛି ୬୨ ଲକ୍ଷ ଟଙ୍କା ।

ବାବୁସାନ ମହାନ୍ତି- ବନ୍ଧୁଗଣ ଆମ ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି ବାବୁସାନ । ବାବୁସାନ ଗୋଟେ ଫିଲ୍ମ କରିବା ପାଇଁ ୮ ଲକ୍ଷ ଟଙ୍କା ନିଅନ୍ତି ଓ ତାଙ୍କର ମୋଟ ସମ୍ପତ୍ତି ହେଉଛି ୬୪ ଲକ୍ଷ ୪୦ ହଜାର ଟଙ୍କା ।

ଅନୁଭବ ମହାନ୍ତି- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଓଲିଉଡ ଅଭିନେତା ଅନୁଭବ ମହାନ୍ତି । ସେ ଗୋଟେ ଫିଲ୍ମ କରିବା ପାଇଁ ୧୦ ଲକ୍ଷ ଟଙ୍କା ନିଅନ୍ତି ଓ ତାଙ୍କର ମୋଟ ସମ୍ପତ୍ତି ହେଉଛି ୨ କୋଟି ୪୫ ଲକ୍ଷ ଟଙ୍କା । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

