ଗତ କିଛି ଦିନ ହେବ ସୁନାର ଦାମ ରେ ଉତ୍ଥାନ ପତ୍ତନ ଲାଗି ରହିଛି । କିନ୍ତୁ ଆପଣଙ୍କୁ କହି ଦେଉଛୁ କି ଗତ 6 ହେବ ସୁନାର ଦାମ ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି । ଆଜି ଗୋଟିଏ ଦିନରେ 10 ଗ୍ରାମ ପ୍ରତି 1100 ଟଙ୍କା ଶସ୍ତା ହୋଇଛି ସୁନା ।
ଆଜି ଆମେ ଆପଣଙ୍କୁ ଆଜି ମାନେ 7 ଅଗଷ୍ଟ ର ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାର ମୂଲ୍ୟ କେତେ ରହିଛି ତାହା ବିଷୟରେ ଆମେ ଆପଣଙ୍କୁ କହିବୁ । ଏହା ସହିତ କାଲି ସୁନା ର ଦାମ କେତେ ଥିଲା ତାହା ମଧ୍ୟ କହିବୁ । ବର୍ତ୍ତମାନ ଆସନ୍ତୁ ଜାଣିବା ।

22 କ୍ୟାରେଟ ସୁନାର ଦାମ- ଆଜି 22 କ୍ୟାରେଟ ସୁନାର ଦାମ 1 ଗ୍ରାମ ପ୍ରତି 100 ଟଙ୍କା ହ୍ରାସ ପାଇ 4,650 ଟଙ୍କାରେ ପହଞ୍ଚିଛି ଯାହା ଗତକାଲି 4,750 ଟଙ୍କା ଥିଲା ।
ସେଇଠି 22 କ୍ୟାରେଟ ସୁନା 8 ଗ୍ରାମ ପ୍ରତି 800 ଟଙ୍କା ହ୍ରାସ ପାଇ 37,200 ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି 38,000 ଟଙ୍କା ଥିଲା ।
ଆଜି 22 କ୍ୟାରେଟ ସୁନା 10 ଗ୍ରାମକୁ 1000 ଟଙ୍କା ହ୍ରାସ ପାଇଁ 46,500 ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି 47,500 ଟଙ୍କା ଥିଲା ।
1 କିଲୋ ପ୍ରତି ୨୨ କ୍ୟାରେଟ ସୁନା 10,000 ଟଙ୍କା ହ୍ରାସ ପାଇ 4,65,000 ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି 4,75,000 ଟଙ୍କା ଥିଲା ।
24 କ୍ୟାରେଟ ସୁନାର ଦାମ

ଆଜି ୨୪ କ୍ୟାରେଟ ସୁନାର ଦାମ 1 ଗ୍ରାମ ପ୍ରତି 110 ଟଙ୍କା ହ୍ରାସ ପାଇ 4,800 ଟଙ୍କା ରେ ପହଞ୍ଚିଛି, ଯାହା ଗତକାଲି 4,910 ଟଙ୍କା ଥିଲା ।
ସେହିପରି 24 କ୍ୟାରେଟ ସୁନା 8 ଗ୍ରାମ ପ୍ରତି 800 ଟଙ୍କା ହ୍ରାସ ପାଇ 38,400 ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି 39,280 ଟଙ୍କା ଥିଲା ।
ଆଜି 24 କ୍ୟାରେଟ ସୁନା 10 ଗ୍ରାମ ପ୍ରତି 1100 ଟଙ୍କା ହ୍ରାସ ପାଇ 48,000 ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି 49,100 ଟଙ୍କା ଥିଲା ।
ଆଜି 1କିଲୋ ପ୍ରତି 24 କ୍ୟାରେଟ ସୁନା 11,000 ଟଙ୍କା ହ୍ରାସ ପାଇ 4,80,000 ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି 4,91,000 ଟଙ୍କା ଥିଲା ।

ମୁମ୍ବାଇରେ 22 କ୍ୟାରେଟ୍ ସୁନାର ଦାମ୍ 10 ଗ୍ରାମ ପ୍ରତି 45,700 ଟଙ୍କା ରହିଛି ଓ 24 କ୍ୟାରେଟ୍ ସୁନାର ଦାମ୍ 10 ଗ୍ରାମ ପ୍ରତି 46,700 ଟଙ୍କା ରହିଛି ।
ସେହିପରି ରାଜଧାନୀ ଦିଲ୍ଲୀରେ 22 କ୍ୟାରେଟ୍ ସୁନାର ଦାମ୍ 10 ଗ୍ରାମ ପ୍ରତି 45,750 ଟଙ୍କା ରହିଛି ଓ 24 କ୍ୟାରେଟ୍ ସୁନାର ଦାମ୍ 10 ଗ୍ରାମ ପ୍ରତି 49,900 ଟଙ୍କା ରହିଛି ।
ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

