ବନ୍ଧୁଗଣ ଆପଣ ମାନେ ସମସ୍ତେ ତରଙ୍ଗ ଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିବା ଅନେକ ସିରିଏଲ ଗୁଡିକୁ ନିଶ୍ଚୟ ଦେଖିଥିବେ । ଏହି ସିରିଏଲ ଗୁଡିକରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଦେଖିଥିବେ ।
ଏହି ସିରିଏଲ ଗୁଡିକର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା କଳାକାର ମାନେ ସବୁଠାରୁ ଅଧିକ ଲୋକପ୍ରିୟତା ହାସଲ କରନ୍ତି । ଏହି ସିରିଏଲରେ କପଲ୍ସ ଭୂମିକାରେ ଅଭିନୟ କରୁଥିବା କଳାକାର ମାନଙ୍କୁ ମଧ୍ୟ ଆପଣ ମାନେ ଦେଖିଥିବେ । ଆଜି ଆମେ ଆପଣ ମାନଙ୍କୁ ତରଙ୍ଗ ଟିଭି ଚ୍ୟାନେଲରେ ଅଧିକ ଲୋକପ୍ରିୟତା ହାସଲ କରିଥିବା କିଛି କପଲ୍ସ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ରୁଦ୍ରୀ ଏବଂ ନାଗେଶ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ରୁଦ୍ରୀ ଏବଂ ନାଗେଶ । ରୁଦ୍ରୀଙ୍କ ଅସଲି ନାମ ହେଉଛି ଜାସ୍ମିନ ରଥ ଓ ନାଗେଶଙ୍କ ଅସଲି ନାମ ହେଉଛି ମାନସ ମହାପାତ୍ର । ଏହି ଦୁଇଜଣଙ୍କୁ ଆପଣ ମାନେ ‘ମାୟା’ ସିରିଏଲରେ ନିଶ୍ଚୟ ଦେଖିଥିବେ । ଏହି ଦୁଇଜଣଙ୍କ ଯୋଡିକୁ ଲୋକ ମାନେ ବହୁତ ପସନ୍ଦ କରନ୍ତି ।

ମଙ୍ଗଳା ଏବଂ ଚରଣ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନ ରେ ଅଛନ୍ତି ମଙ୍ଗଳା ଏବଂ ଚରଣ । ମଙ୍ଗଳାଙ୍କ ଅସଲି ନାମ ହେଉଛି ସୁଶ୍ରୀ ସୁବାସିନି ଓ ଚରଣଙ୍କ ଅସଲି ନାମ ହେଉଛି ମାନବ ରାଉତରାଯ । ଏହି ଦୁଇଜଣଙ୍କୁ ଆପଣ ମାନେ ‘ମଙ୍ଗଳା ଚରଣ’ ସିରିଏଲରେ ବେସ ଭଲ ଭାବରେ ଦେଖିଥିବେ । ଏହି ଦୁଇଜଣଙ୍କ ଯୋଡିକୁ ଲୋକ ମାନେ ବହୁତ ଅଧିକ ପସନ୍ଦ କରନ୍ତି ।

ଶ୍ରଦ୍ଧା ଏବଂ ସଇ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଆସୁଛନ୍ତି ଶ୍ରଦ୍ଧା ଏବଂ ସାଇ । ଆପଣ ମାନେ ସମସ୍ତେ ଶ୍ରଦ୍ଧା ଏବଂ ସାଇଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏମାନେ ହେଉଛନ୍ତି ‘କୁଆଁରୀ ବୋହୁ’ ସିରିଏଲର ମୁଖ୍ୟ ଅଭିନେତା ଏବଂ ଅଭିନେତ୍ରୀ । ଏହି ଦୁଇଜଣଙ୍କ ଯୋଡିକୁ ଲୋକ ମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି ।

ରାଧିକା ଏବଂ ସ୍ଵାତିକ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ରାଧିକା ଓ ସ୍ଵାତିକ । ଆପଣ ମାନେ ସମସ୍ତେ ରାଧିକା ଓ ସ୍ଵାତିକଙ୍କୁ ‘ନୂଆ ବୋହୁ’ ସିରିଏଲରେ ବେସ ଭଲ ଭାବରେ ଜାଣିଥିବେ । ଏହି ଦୁଇଜଣଙ୍କ ଅଭିନୟକୁ ଲୋକ ମାନେ ବହୁତ ଅଧିକ ପସନ୍ଦ କରନ୍ତି । ଏହି ଦୁଇଜଣଙ୍କ ଯୋଡି ବହୁତ ଲୋକପ୍ରିୟତା ହାସଲ କରିଛି ।

ତାରିଣୀ ଏବଂ ତୁଷାର- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ତାରିଣୀ ଏବଂ ତୁଷାର । ତାରିଣୀଙ୍କ ପ୍ରକୃତ ନାମ ହେଉଛି ସୁମନ ପାଟନାୟକ ଓ ତୁଷାରଙ୍କ ନାମ ହେଉଛି ସ୍ଵପ୍ନିଲ ମିଶ୍ର । ଏହି ଦୁଇଜଣଙ୍କୁ ଆପଣ ମାନେ ‘ତାରେଣୀ ଆଖିର ତାରା’ ସିରିଏଲରେ ନିଶ୍ଚୟ ଦେଖିଥିବେ । ଏହି ଦୁଇଜଣଙ୍କ ଯୋଡିକୁ ମଧ୍ୟ ଲୋକ ମାନେ ବହୁତ ଅଧିକ ପସନ୍ଦ କରନ୍ତି ।

ଇତି ଏବଂ ଆରଭ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଇତି ଏବଂ ଆରଭ । ଆପଣ ମାନେ ଏହି ଦୁଇଜଣଙ୍କୁ ‘ସିନ୍ଦୁରର ଅଧିକାର’ ସିରିଏଲରେ ବେସ ଭଲ ଭାବରେ ଦେଖିଥିବେ । ଏହି ଦୁଇଜଣଙ୍କ ଯୋଡିକୁ ମଧ୍ୟ ଲୋକ ମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି । ତେବେ ଫ୍ରେଣ୍ଡ୍ସ ଏମାନନକ ମଧ୍ୟରୁ କେଉଁ ଯୋଡିଟି ଆପଣଙ୍କୁ ପସନ୍ଦ କମେନ୍ଟ କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

