ବନ୍ଧୁଗଣ ଆପଣ ମାନେ ସମସ୍ତେ ‘ସିନ୍ଦୁରର ଅଧିକାର’ ସିରିଏଲଟି ନିଶ୍ଚୟ ଦେଖିଥିବେ । ଏହି ସିରିଏଲଟି ବହୁତ କମ ସମୟ ମଧ୍ୟରେ ବହୁତ ଲୋକପ୍ରିୟତା ହାସଲ କରିଛି । ଏହି ସିରିଏଲର କାହାଣୀଟି ବହୁତ ଭଲ ହେବା ସହ ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଭୂମିକା ପଦର୍ଶନ କରିଛନ୍ତି ।
ହେଲେ ବନ୍ଧୁଗଣ ଏହି ସିରିଏଲରେ ଅଭିନୟ କରୁଥିବା କଳାକାର ମାନଙ୍କ ସ୍ୟାଲେରୀ ବିଷୟରେ ଆପଣ ମାନେ କଣ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ସିରିଏଲରେ ଅଭିନୟ କରୁଥିବା କଳାକାର ମାନଙ୍କ ସ୍ୟାଲେରୀ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ସ୍ୟାଲେରୀ ବିଷୟରେ ।

ଉର୍ବୀ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଉର୍ଭି । ଉର୍ଭି ଏହି ସିରିଏଲରେ ଇତିଙ୍କ ଭଉଣୀ ଭୂମିକାରେ ଅଭିନୟ କରୁଛନ୍ତି । ଇତିଙ୍କ ସୁନ୍ଦର ଅଭିନୟକୁ ଲୋକମାନେ ବେସ ଅଧିକ ପସନ୍ଦ କରୁଛନ୍ତି । ଉର୍ଭି ଗୋଟେ ଦିନର ସୁଟିଙ୍ଗ ପାଇଁ ୪୫୦୦ ଟଙ୍କା ନେଇଥାନ୍ତି ।

ମିଥୁ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭିନେତା ମିଥୁ । ମିଥୁ ଏହି ସିରିଏଲରେ ଆରଭଙ୍କ ଭାଇ ଭୂମିକାରେ କାମ କରୁଛନ୍ତି । ମିଥୁଙ୍କ ଅଭିନୟ ଦେଖିବାକୁ ଲୋକମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି । ମିଥୁ ଗୋଟେ ଦିନର ସୁଟିଙ୍ଗ ପାଇଁ ୫୦୦୦ ଟଙ୍କା ସ୍ୟାଲେରୀ ନିଅନ୍ତି ।

ନିକି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ନିକି । ନିକିଙ୍କ ସୁନ୍ଦରତା ଓ ଅଭିନୟକୁ ସମସ୍ତ ଲୋକ ବେସ ପସନ୍ଦ କରୁଛନ୍ତି । ନିକି ଏହି ସିରିଏଲରେ ଆରଭଙ୍କ ଭଉଣୀ ଭୂମିକାରେ ନଜର ଆସୁଛନ୍ତି । ନିକି ଗୋଟେ ଦିନର ସୁଟିଙ୍ଗ ପାଇଁ ୩୫୦୦ ଟଙ୍କା ନିଅନ୍ତି ।

କାମ୍ୟା- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି କାମ୍ୟା । ଆପଣ ମାନେ ସମସ୍ତେ ଏହି ସିରିଏଲରେ କାମ୍ୟାଙ୍କ ସୁନ୍ଦର ଅଭିନୟକୁ ନିଶ୍ଚୟ ଦେଖିଥିବେ । କାମ୍ୟା ଗୋଟିଏ ଦିନର ସୁଟିଙ୍ଗ ପାଇଁ ୪୫୦୦ ଟଙ୍କା ନିଅନ୍ତି ।

ଦାମିନୀ- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଦାମିନୀ । ଦାମିନୀ ଏହି ସିରିଏଲରେ ଆରଭଙ୍କ ମା ଭୂମିକାରେ ନଜର ଆସୁଛନ୍ତି । ଦାମିନୀ ଗୋଟେ ଦିନର ସୁଟିଙ୍ଗ ପାଇଁ ୪୫୦୦ ଟଙ୍କା ନିଅନ୍ତି ।

ଇତି- ବନ୍ଧୁଗଣ ଆମ ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି ଇତି । ଇତି ଏହି ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ନଜର ଆସୁଛନ୍ତି ଓ ତାଙ୍କ ସୁନ୍ଦର ଅଭିନୟକୁ ଲୋକମାନେ ବେସ ଅଧିକ ପସନ୍ଦ କରୁଛନ୍ତି । ବନ୍ଧୁଗଣ ଇତି ଗୋଟେ ଦିନର ସୁଟିଙ୍ଗ ପାଇଁ ୬୦୦୦ ଟଙ୍କା ନିଅନ୍ତି ।

ଆରଭ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତା ଆରଭ । ଆରଭ ଏହି ସିରିଏଲରେ ମୁଖ୍ୟ ଅଭିନେତାର ଭୂମିକାରେ ନଜର ଆସୁଛନ୍ତି । ଆରଭ ଗୋଟେ ଦିନର ସୁଟିଙ୍ଗ ପାଇଁ ୭୦୦୦ ଟଙ୍କା ନିଅନ୍ତି । ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

