ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେଉଛି ପୁରୀ ଶ୍ରୀମନ୍ଦିର ପିକ୍, ନିଜ ଫଟୋ ଭାଇରାଲ ହେବା ପରେ କିଛି ଏମିତି କହିଲେ ଫଟୋଗ୍ରାଫର Samerendra Dash, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଆପଣ ମାନେ ସମସ୍ତେ ଫୋଟୋ ଉଠାଇବାକୁ ପସନ୍ଦ କରୁଥିବେ । କିଏ କିଏ ନିଜର ଫୋଟୋ ଉଠାଇବା ପସନ୍ଦ କରନ୍ତି ତ କିଏ ପ୍ରକୃତି ର । ତେବେ ଏହି ସବୁ ଫୋଟୋ ସୋ-ସି-ଆ-ଲ ମି-ଡ଼ି-ଆ ରେ ପୋଷ୍ଟ ପରେ ଯେଉଁ ଫୋଟୋ ଟି ଲୋକ ମାନ ଙ୍କୁ ଖୁବ ଆକର୍ଷିତ କରିଥାଏ ସେହି ଫୋଟୋ ଟି ଖୁବ ଭା-ଇ-ରା-ଲ ମଧ୍ୟ ହୋଇଥାଏ ।

ଜଣକ ପାଖରୁ ଅନ୍ୟ ଜଣଙ୍କ ପାଖକୁ ଘୁରି ବୁଲୁଥାଏ । ତେବେ ସେହି ଭଳି ଏକ ଫୋଟୋ ବର୍ତ୍ତମାନ ସୋ-ସି-ଆ-ଲ ମି-ଡ଼ି-ଆ ରେ ଦେଖିବାକୁ ମିଳୁଛି । ସେ ଫୋଟୋ ଟି ହେଉଛି ଆମ ଶ୍ରୀମନ୍ଦିର ର । ତେବେ ଏହି ଫୋଟୋ କୁ ମୁଖ୍ୟମନ୍ତ୍ରୀ ମଧ୍ୟ ଟ୍ବିଟ କରିଛନ୍ତି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ସମ୍ପର୍କରେ ଆଲୋଚନା କରି ନେବା ।

ଘଟଣା ଟି ହେଉଛି କି ଜଣେ ଫୋଟୋଗ୍ରାଫର ଯାହାର ନାମ ହେଉଛି ସମରେନ୍ଦ୍ର ଦାସ । ସେ ଆମ ଓଡ଼ିଶାର ଚାରିଆଡେ ବୁଲି ବୁଲି ପ୍ରକୃତି ଆମ ମନ୍ଦିର ଆଦିର ଫୋଟୋ ନେଇଥାନ୍ତି ।
ତେବେ ଏହି ଦୁଇଦିନ ତଳେ ସେ ପୁରୀ ଯାଇଥିଲେ ଫୋଟୋଗ୍ରାଫି କରିବା ପାଇଁ ।

ତେବେ ସେଠାରେ ମନ୍ଦିର ଉପରର ଲାଇଟିଂ ଟା ଖୁବ ସୁନ୍ଦର ଦେଖା ଯାଉଥିଲା ତେବେ ସେ ସେହି ସମୟରେ ଫୋଟୋ କି ଉଠାଇ ନିଜ ସାଙ୍ଗ ମାନଙ୍କ ପାଖକୁ ଏବଂ ସୋ-ସି-ଆ-ଲ ମି-ଡ଼ି-ଆ ରେ ଛାଡିଥିଲେ । ତେବେ ଏହି ଫୋଟୋ ଟି ଲୋକ ମାନଂକୁ ଖୁବ ପସନ୍ଦ ଆସିଥିଲା ଏହି ଫୋଟୋ ରେ ଏପରି ଲାଗୁଥିଲା କି ମନ୍ଦିର ଉପରେ କୌଣସି ଦିବ୍ୟ ଆଲୋକ ବାହାରୁଛି ।

ତେବେ ଏହି ଫୋଟୋ ଟି ଦେଖୁ ଦେଖୁ ଖୁବ ଭା-ଇ-ରା-ଲ ହେବାକୁ ଲାଗିଲା ଏବଂ ଶେଷରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମଧ୍ୟ ନିଜ ଟୁଇଟର ହ୍ୟାଣ୍ଡେଲ ରେ ଏହି ଫୋଟୋ କୁ ପୋଷ୍ଟ କରି ଏବଂ ସମରେନ୍ଦ୍ର କୁ ଟ୍ୟାଗ କରି ତାଙ୍କର ପ୍ରଶଂସା କରିଥିଲେ ।

ତେବେ ସମରେନ୍ଦ୍ର ଙ୍କ କହିବା ଅନୁସାରେ ତାଙ୍କ ସାଙ୍ଗ ମାନେ ଯେତେବେଳେ ତାଙ୍କୁ ଏହି କଥା କହିଲେ ସେତେବେଳେ ସେ ବିଶ୍ୱାସ କଲେ ନାହିଁ ଏବଂ ପରେ ସବୁ ଜାଣିବା ପରେ ସେ ଏହା କହିଛନ୍ତି କି ସେ ବହୁତ ଖୁସି ଅଛନ୍ତି ଏବଂ ତାଙ୍କୁ ଆଗକୁ କାମ କରିବା ପାଇଁ ପ୍ରେରଣା ମଧ୍ୟ ମିଳିଛି ।

ତେବେ ସୂଚନା ଅନୁସାରେ ସେ ଫାଇନାଲ ଫୋଟୋଗ୍ରାଫି ରେ ୨୦୧୧ ରେ ପାସ ଆଉଟ ହୋଇଥିଲେ ଏବଂ ତାହା ପର ଠାରୁ ଏହି ଫୋଟୋଗ୍ରାଫି କରିବାରେ ଲାଗିଛନ୍ତି ଏହା ସହିତ ସେ କହିଛନ୍ତି କି ଆମ ଓଡିଶାରେ ଏତେ ସୁନ୍ଦର ସୁନ୍ଦର ସ୍ଥାନ ରହିଛି ଯେଉଁଠି ବି କ୍ୟାମେରା ବୁଲେଇବ ସେଠାରେ କିଛି ନା କିଛି ପ୍ରକୃତି ର ସୌନ୍ଦର୍ଯ୍ୟ କୁ ଦେଖି ପାରିବେ ।

ତେଣୁ ଲୋକମାନେ ବାହାରକୁ ଯାଇ ଫୋଟୋଗ୍ରାଫି କରୁଛନ୍ତି କିନ୍ତୁ ନିଜ ଓଡ଼ିଶାର ସୌନ୍ଦର୍ଯ୍ୟ କୁ ଛାଡି ଦେଉଛନ୍ତି ତେଣୁ ସେ ଏହି ସୌନ୍ଦର୍ଯ୍ୟ କୁ କ୍ୟାମେରା ମାଧ୍ୟମରେ ସମସ୍ତ ଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି । ତେବେ ଆଶା କରୁଛୁ ଆପଣ ଙ୍କୁ ଏହି ବିଷୟଟି ପସନ୍ଦ ଆସିଥିବ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ କମେଣ୍ଟ କରିବେ ଜୟ ଜଗନ୍ନାଥ । ଧନ୍ୟବାଦ

Leave a Reply

Your email address will not be published. Required fields are marked *