ବାସୁକି ନାଗର ଗର୍ଜନରେ ଘରେ ମଚିଗଲା ହାହାକାର, ଏମିତି ଗର୍ଜନ ଶୁଣିଲେ ବଡ ବଡ ଲୋକଙ୍କର ବି ଝାଳ ବାହାରି ପଡିବ, ଦେଖନ୍ତୁ ଏହି Video

ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ନାଗ ସାପର ବହୁତ ମାନ୍ୟତା ରହିଛି । ପୁରାଣ ଯୁଗରେ ନାଗକୁ ପୂଜା କରାଯାଉଥିଲା ଓ ବର୍ତ୍ତମାନ ମଧ୍ୟ ଲୋକମାନେ ଏହାର ପୂଜା କରୁଛନ୍ତି । କାରଣ ନାଗ ସାପ ହେଉଛି ଏକ ପବିତ୍ର ସାପ ଯାହାକୁ ଭଗବାନ ଶିବ ସବୁବେଳେ ନିଜ ବେକରେ ଧାରଣ କରିଥାନ୍ତି ।

ଭଗବାନ ଶିବଙ୍କ ଆଶୀର୍ବାଦ ପାଇବା ପାଇଁ ମଧ୍ୟ ଲୋକମାନେ ନାଗ ସାପର ପୂଜା କରିଥାନ୍ତି । ହେଲେ ବନ୍ଧୁଗଣ ବାସ୍ତବ ଜୀବନରେ ଏହି ସାପଟି ବହୁତ ମାରାତ୍ମକ ହୋଇଥାଏ । ଯଦି ଏହି ସାପଟି କୌଣସି ମଣିଷକୁ ଚୋ-ଟ ମା-ରି-ଥା-ଏ ତା ହେଲେ କିଛି ସମୟ ମଧ୍ୟରେ ସେହି ମଣିଷ ନିଜ ପ୍ରାଣ ହରାଇ ବସେ ।

ବେଳେବେଳେ ଜଙ୍ଗଲି ଏରିଆରେ ଏହି ସାପ ଲୋକ ମାନଙ୍କ ଘର ମଧ୍ୟକୁ ମଧ୍ୟ ପସିଯାଇଥାଏ । ଠିକ ଏହିପରି ଏକ ଘଟଣା ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଛି ଯେଉଁଠି ଏକ ସାପ ଭୟଙ୍କର ଗ-ର୍ଜ-ନ କରୁଥିବାର ନଜର ଆସୁଛି । ସାପଟି କ୍ରୋଧରେ ରହି ଗ-ର୍ଜ-ନ କରୁଛି ଯାହାକୁ ଦେଖି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ଓଡିଶାର ଏକ ଘରେ ଏହି ଘଟଣାଟି ଘଟିଛି । ସେହି ଘର ମଧ୍ୟରେ ଏକ ନାଗ ସାପ ପଶି ଯାଇଥିଲା ଓ ନାଗକୁ ଦେଖିବା ମାତ୍ରେ ପରିବାର ବର୍ଗ ସାପ ଧରାଳିକୁ ଏହାର ସୂଚନା ଦେଇଥିଲେ । ବନ୍ଧୁଗଣ ସାପ ଧରାଳି ଜଣକ ଏହି ସୂଚନା ବିଷୟରେ ଜାଣି ତୁରନ୍ତ ସେହି ସ୍ଥାନରେ ପହଞ୍ଚି ଥିଲେ । ଏହା ଥିଲା ରାତି ୧୧.୩୦ ପରର ଘଟଣା ।

ସାପ ଧରାଳି ଜଣକ ନାଗକୁ ଦେଖି ତାକୁ ଧରିବା ପାଇଁ ଚେଷ୍ଟା କରିଥିଲେ ହେଲେ ବନ୍ଧୁଗଣ ସେହି ସମୟରେ ନାଗଟି ଭୟଙ୍କର ଗ-ର୍ଜ-ନ ଦେଇଥିଲା ଯାହାକୁ ଶୁଣି ସେହି ଘରର ଲୋକମାନେ ଭୟବିତ ହୋଇଗଲେ । ବହୁତ କଷ୍ଟରେ ସାପ ଧରାଳି ଜଣକ ସେହି ନାଗକୁ ଏକ ଖୋଲା ସ୍ଥାନକୁ ଆଣିଥିଲା ହେଲେ ନାଗ ଦେହରେ ହାତ ମା-ରି-ଲେ ସେହି ନାଗଟି ଗ-ର୍ଜ-ନ କରୁଥିଲା ।

କିଛି ସମୟ ନାଗକୁ ସେହି ସ୍ଥାନରେ ରଖାଯାଇଥିଲା ଓ ଏହା ପରେ ବହୁତ ଚତୁରାତରାର ସହ ସାପ ଧରାଳି ଜଣକ ନାଗକୁ ଧରିଥିଲେ । ବନ୍ଧୁଗଣ ସୋ-ସି-ଆ-ଲ ମି-ଡି-ଆରେ ଏହି ନାଗ ଗ-ର୍ଜ-ନଟି ବହୁତ ଚର୍ଚାରେ ରହିଛି ଓ ଲୋକମାନେ ଏହି ଗ-ର୍ଜ-ନ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେଉଛନ୍ତି ।

Leave a Reply

Your email address will not be published. Required fields are marked *