ଏମାନେ ହେଲେ TV ସିରିଏଲ ରାମାୟଣ ର ରାମ, ହନୁମାନ ଓ ମାତା ସିତାଙ୍କର ସୁନ୍ଦରୀ ଝିଅ, ସୀତାଙ୍କ ଝିଅ ଲାଗନ୍ତି ସବୁଠୁ ଅଧିକ ସୁନ୍ଦର

ବନ୍ଧୁଗଣ ଆପଣ ମାନେ ସମସ୍ତେ ‘ରାମାୟଣ’ ଧାରାବାହିକଟିକୁ ନିଶ୍ଚୟ ଦେଖିଥିବେ । ଏହି ଧାରାବାହିକଟି ବହୁତ ଲୋକପ୍ରିୟତା ହାସଲ କରିଥିଲା । ଏହି ଧାରାବାହିକରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ମଧ୍ୟ ସୁନ୍ଦର ଭୂମିକା ପଦର୍ଶନ କରିଥିଲେ ।

ବନ୍ଧୁଗଣ ରାମାୟଣ ସିରିଏଲଟି ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛି । ଗତ ବର୍ଷ ଲକଡାଉନ ସମୟରେ ଏହି ସିରିଏଲଟିକୁ ପୁନଃ ପ୍ରସାରଣ କରଯାଇଥିଲା । ବନ୍ଧୁଗଣ ଏହି ସିରିଏଲରେ ରାମ, ସୀତା ଓ ହନୁମାନଙ୍କ ଭୂମିକା ପଦର୍ଶନ କରିଥିବା କଳାକାର ମାନେ ସବୁଠାରୁ ଅଧିକ ଲୋକପ୍ରିୟତା ହାସଲ କରିଥିଲେ ।

ଆଜି ଆମେ ଆପଣ ମାନଙ୍କୁ ଏହି ତିନୋଟି କଳାକାରଙ୍କ ରିଅଲ ଲାଇଫ ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଦୀପିକା ଚିଖାଲିଆ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଦୀପିକା ଚିଖାଲିଆ । ଦୀପିକା ଏହି ସିରିଏଲରେ ସୀତାଙ୍କ ସୁନ୍ଦର ଭୂମିକାରେ ନଜର ଆସୁଥିଲେ । ଦୀପିକାଙ୍କ ଅଭିନୟ ଓ ସୁନ୍ଦରତାକୁ ଲୋକମାନେ ବେସ ଅଧିକ ପସନ୍ଦ କରିଥିଲେ । ଦୀପିକା ଏକ ଅଭିନେତ୍ରୀ ହେବା ସହ ଏକ ରାଜନୀତିଜ୍ଞ ମଧ୍ୟ ଅଟନ୍ତି ।

ଦୀପିକା ୧୯୯୧ ମସିହାରେ ବିଜନେସ ମ୍ୟାନ ହେମନ୍ତ ଟୋପିବାଲାଙ୍କ ସହ ବିବାହ କରିଥିଲେ । ଏହି ଦୁଇଜଣଙ୍କର ଦୁଇଟି ଝିଅ ଅଛନ୍ତି । ସେମାନଙ୍କର ନାମ ହେଉଛି ଜୁହୀ ଟୋପିବାଲା ଓ ନୀତି ଟୋପିବାଲା । ଦୀପିକା ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି ।

ଦାରା ସିଂହ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭିନେତା ଦାରା ସିଂହ । ଦାରା ସିଂହ ଏକ ପ୍ରସିଦ୍ଧ ଅଭିନେତା ଅଟନ୍ତି ଯିଏ ଅନେକ ସିରିଏଲ ଓ ଫିଲ୍ମରେ କାମ କରିଛନ୍ତି । ଏହି ସିରିଏଲରେ ସେ ହନୁମାନଙ୍କ ଭୂମିକାରେ ନଜର ଆସିଥିଲେ । ଦାରାଙ୍କ ସୁନ୍ଦର ଅଭିନୟକୁ ଦର୍ଶକ ମାନେ ବେସ ଅଧିକ ପସନ୍ଦ ମଧ୍ୟ କରିଥିଲେ । ଦାରା ସିଂହ ୧୯୬୧ ମସିହାରେ ସୁରଜୀତ କୌର ରନ୍ଧାବାଙ୍କ ସହ ବିବାହ କରିଥିଲେ । ଦାରା ସିଂହଙ୍କର ୪ଟି ଝିଅ ଅଛନ୍ତି । ହେଲେ ବର୍ତ୍ତମାନ ଦାରା ଏହି ଦୁନିଆରେ ନାହାନ୍ତି ।

ଅରୁଣ ଗୋବିଲ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତା ଅରୁଣ ଗୋବିଲ । ଏହି ସିରିଏଲରେ ରାମଙ୍କ ଭୂମିକା ଅରୁଣ ଗୋବିଲ କରିଥିଲେ । ଅରୁଣ ଗୋବିଲ ନିଜ ଅଭିନୟ କାରିୟରର ଆରମ୍ଭ ୧୯୮୭ ମସଇହରେ କରିଥିଲେ । ରାମଙ୍କ ସୁନ୍ଦର ଅଭିନୟ ପଦର୍ଶନ କରି ଅରୁଣ ବହୁତ ଲୋକପ୍ରିୟତା ହାସଲ କରିଥିଲେ । ବନ୍ଧୁଗଣ ଅରୁଣଙ୍କ ରିଅଲ ଲାଇଫ ପତ୍ନୀ ହେଉଛନ୍ତି ଶ୍ରୀଲେଖା ଗୋବିଲ । ଅରୁଣଙ୍କର ଗୋଟେ ପୁଅ ଓ ଗୋଟେ ଝିଅ ଅଛନ୍ତି । ତାଙ୍କ ପୁଅର ନାମ ହେଉଛି ଅମଲ ଓ ଝିଅର ନାମ ହେଉଛି ସୋନିକା ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *