ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରୀ ରେ ଅନେକ ଗୀତିକାର ଅଛନ୍ତି, ଯେଉଁମାନେ ବିବାହ କରି ବେସ ଆନନ୍ଦରେ ଉଭୟଙ୍କ ସହିତ ଜୀବନ ବିତାଉଛନ୍ତି । ଆଜି ଆମ୍ଭେ ଆପଣଙ୍କୁ ସେହି ପ୍ରସିଦ୍ଧ ଓଡିଆ କଣ୍ଠଶିଳ୍ପୀ ସ୍ଵାମୀ ସ୍ତ୍ରୀ ଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ । ଆସନ୍ତୁ ଜାଣିବା ତେବେ ସେମାନେ କିଏ ? ୧- ନମୀତା ଅଗ୍ରୱାଲ- ଏହି ପ୍ରସିଦ୍ଧ କଣ୍ଠଶିଳ୍ପୀ ଙ୍କ ସ୍ଵାମୀଙ୍କ ନାମ ସୀତାରାମ ଅଗ୍ରୱାଲ । ନମୀତା ଓଡିଆ ଇଣ୍ଡଷ୍ଟ୍ରୀ ର ବହୁତ ପ୍ରସିଦ୍ଧ ଗାୟିକା ଅଟନ୍ତି । ତାଙ୍କ ସଙ୍ଗୀତରେ ଲକ୍ଷାଧିକ ଲୋକେ ମୋହିତ ହୋଇଥାନ୍ତି ।

୨- ଦୀପ୍ତିରେଖା ପାଢୀ- ଏହି କଣ୍ଠଶିଳ୍ପୀ ଙ୍କ ସ୍ଵାମୀ ଙ୍କ ନାମ ସୌମ୍ୟରଞ୍ଜନ ଶତପଥି ଅଟେ । ଉଭୟ ବିବାହ ପରେ ବହୁତ ଖୁସିରେ ସମୟ ଅତିବାହିତ କରୁଛନ୍ତି ।

୩- ଶୋହିନୀ ମିଶ୍ର- ଶୋହିନୀ ଙ୍କ ସ୍ଵାମୀ ଙ୍କ ନାମ ହେଉଛି, ହିମାଂଶୁ ଶେଖର ପତି । ନିକଟରେ ଉଭୟଙ୍କ ବିବାହ ସରିଛି । ଦାମ୍ପତ୍ୟ ଜୀବନରେ ବର୍ତ୍ତମାନ ଉଭୟ ବେସ ଖୁସିରେ ଅଛନ୍ତି ।

୪- ଶ୍ରୀୟା ମିଶ୍ର- ହ୍ୟୁମାନ ସାଗର ହେଉଛନ୍ତି ଶ୍ରୀୟା ଙ୍କ ସ୍ଵାମୀ । ଉଭୟ ଓଡିଆ ଜଗତର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅଟନ୍ତି । ଏମାନଙ୍କ ଗୀତ ଶୁଣିବାକୁ ଲକ୍ଷାଧିକ ଲୋକ ପସନ୍ଦ କରିଥାନ୍ତି ।

୫- କୃଷ୍ଣପ୍ରିୟା ମିଶ୍ର- ମନ୍ମଥ ମିଶ୍ର ହେଉଛନ୍ତି କୃଷ୍ଣପ୍ରିୟା ଙ୍କ ସ୍ଵାମୀ । ଉଭୟ ଓଡିଆ ଇଣ୍ଡଷ୍ଟ୍ରୀ ର ଜଣାଶୁଣା ଜଣ୍ଠଶିଳ୍ପୀ ଅଟନ୍ତି । ଏହି କଣ୍ଠଶିଳ୍ପୀ ମାନେ ନିଜ ସ୍ଵାମୀଙ୍କ ସହିତ ବେଶ ଭଲ ଭାବରେ ନିଜର ଜୀବନ ବିତାଉଥିବାର ନଜର ଆସୁଛନ୍ତି । ସାଧାରଣତ ଓଡିଆ ଆଲବମ, ଚ୍ଚଳଚିତ୍ର, ରେ ନିଜର ସୁପ୍ରସିଦ୍ଧ କଣ୍ଠଦାନ କରି ବର୍ତ୍ତମାନ ବହୁତ ଖ୍ୟାତି ଅର୍ଜନ କରି ସାରିଛନ୍ତି ।

ଦର୍ଶକ ମାନେ ଏମାନଙ୍କୁ ବହୁତ ଭଲ ପାଇବା ମଧ୍ୟ ଦେଇ ଆସିବାରୁ ସମସ୍ତେ ବେସ ଖୁସି ଅଛନ୍ତି । ମାତ୍ର ଗତବର୍ଷ ଠାରୁ ଚଳିତ ବର୍ଷ ପର୍ଯ୍ୟନ୍ତ କରୋନା ମହାମାରୀ ଯୋଗୁଁ ଓଡିଆ ଇଣ୍ଡଷ୍ଟ୍ରୀ ର ସମସ୍ତ କାର୍ଯ୍ୟ ବନ୍ଧ ଥିଲା ବେଳେ ଏହା ଓଡିଆ କଣ୍ଠଶିଳ୍ପୀ ଙ୍କ ନିମନ୍ତେ ମୁଣ୍ଡ ବ୍ୟଥାର କାରଣ ପାଲଟି ଥିଲା । ବର୍ତ୍ତମାନ ସ୍ଥିତି ଟିକିଏ ସୁଧୁରିବାରୁ ପୁଣି ଥରେ ଇଣ୍ଡଷ୍ଟ୍ରୀ ରେ କାର୍ଯ୍ୟ ଆରମ୍ଭ ହୋଇ ସାରିଛି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

