ପୁଣି ଚର୍ଚ୍ଚାରେ ଲକ୍ଷ୍ନୌର ଥପ୍ପଡ ଗାର୍ଲ, ଦିନେ ବିଚ୍ ରାସ୍ତାରେ ମାରିଥିଲେ ଚାପୁଡା, ଏବେ ରାକ୍ଷୀ ବାନ୍ଧି ଭାଇ କରିବାକୁ କଲେ ଅନୁରୋଧ ତ ମିଳିଲା ଏମିତି ଉତ୍ତର…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସୋ-ସି-ଆ-ଲ ମି-ଡ଼ି-ଆ ରେ ଏକ ଭି-ଡି-ଓ ଦେଖିଥିବେ ଯେଉଁଥିରେ ଜଣେ ଝିଅ ଏକ କାଵ ଡ୍ରାଇଭର କୁ ମା-ରି-ବା-କୁ ଲାଗିଥିଲେ ଚା-ପୁ-ଡ଼ା ଉପରେ ଚା-ପୁ-ଡ଼ା ପ୍ର-ହା-ର କରିଥିଲେ । ତେବେ ଏହି ଭି-ଡି-ଓ ଟି ସୋ-ସି-ଆ-ଲ ମି-ଡ଼ି-ଆ ରେ ଖୁବ ଭା-ଇ-ରା-ଲ ମଧ୍ୟ ହୋଇଥିଲା । ତେବେ ବର୍ତ୍ତମାନ ଫୁଣି ଥରେ ଏହି ଖବର ଜୋର ଶୋର ରେ ଚର୍ଚ୍ଚା ରେ ଆସିଛି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଟି ବିଷୟରେ ଆଲୋଚନା କରି ନେବା ।

ତେବେ ପୁରା ଘଟଣା ଟି ହେଉଛି ଉତ୍ତରପ୍ରଦେଶ ର ଗତ ଜୁଲାଇ ୩୦ ରେ ପ୍ରିୟଦର୍ଶିନୀ ନାମକ ଜଣେ ଝିଅ ବିନା କୌଣସି ଦୋ-ଷ ରେ ଜଣେ କ୍ୟାବ ଡ୍ରାଇଭର କୁ ମା-ଡ଼ ମା-ରି-ବା-ରେ ଲାଗି ପଡିଲେ । ଚା-ପୁ-ଡ଼ା ଉପରେ ଚା-ପୁ-ଡ଼ା ର ପ୍ର-ହା-ର କରି ଚାଲିଥିଲେ ପ୍ରିୟଦର୍ଶିନୀ । ତେବେ ସେଠାରେ ଉପସ୍ଥିତ ଥିବା ଲୋକ ତଥା ପୋଲିସ ମଧ୍ୟ କିଛି କରି ନଥିଲା ଏବଂ ଏହି ଭି-ଡି-ଓ ଟି ଖୁବ ଭା-ଇ-ରା-ଲ ମଧ୍ୟ ହୋଇଥିଲା ଏବଂ ପ୍ରିୟଦର୍ଶିନୀ ବହୁତ ଟ୍ରୋ-ଲ ମଧ୍ୟ ହୋଇଥିଲେ ଏବଂ ସମସ୍ତ ନ୍ୟୁଜ ଚ୍ୟାନେଲ ରେ ମଧ୍ୟ ଏହି ଖବର ପ୍ରସାରଣ ହୋଇଥିଲା ।

ତେବେ ଫୁଣି ଥରେ ଏହି ଖବର ଚର୍ଚ୍ଚାରେ ଆସିଛି କଥା ହେଉଛି ପ୍ରିୟଦର୍ଶିନୀ ରାକ୍ଷୀ ପୂର୍ଣ୍ଣିମା ରେ କ୍ୟାବ ଡ୍ରାଇଭର ସାଦାଵ ଙ୍କୁ ରାକ୍ଷୀ ବା-ନ୍ଧି-ବା-ର ନିମନ୍ତ୍ରଣ ଦେଇଥିଲେ ଏବଂ ଆଗକୁ ଏପରି କିଛି ଭୁଲ ହେବ ନାହିଁ ବୋଲି ମଧ୍ୟ କହିଥିଲେ ତେବେ ଏହାର ଉତ୍ତର ରେ ସାଦାଵ କହିଥିଲେ କି ସେହି ଦିନ ଆପଣ ବହୁତ ଭଲ ଭାବରେ ମୋର ଆରତୀ କରିଛନ୍ତି କିନ୍ତୁ ଏଭଳି ଝିଅ ର ଭାଇ ହେବାକୁ ସେ କେବେବି ଚାହିଁବେ ନାହିଁ ।

ଏହା କହି ସେ ପ୍ରିୟଦର୍ଶନି ଙ୍କ ର ଏହି ନିମନ୍ତ୍ରଣ କୁ ଅସ୍ବୀକାର କରିଦେଇଥିଲେ ତେବେ ଏହା ପରେ ଏହି ଖବର ଟି ଫୁଣି ଥରେ ସୋ-ସି-ଆ-ଲ ମି-ଡ଼ି-ଆ ଏବଂ ନ୍ୟୁଜ ଚ୍ୟାନେଲ ରେ ଚର୍ଚ୍ଚିତ ହେବାକୁ ଲାଗିଲା ଏବଂ ନୂଆ ରୋଚକ ମଧ୍ୟ ଆଣି ଦେଇଛି ।  ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *