Bollywood ର ଏହି 5 ଟି ଫେମସ ସାବତ ମା’ ଓ ପିଲାଙ୍କ ମଧ୍ୟରେ ଥିବା Age gap ଜାଣିଲେ ଆପଣଙ୍କ ହୋସ ଉଡିଯିବ, 2 ନଂ ଯୋଡି ର ବୟସ ଅନ୍ତର ସବୁଠୁ shocking

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବଲିଉଡ ଇଣ୍ଡଷ୍ଟ୍ରିରେ କିଛି ଏପରି କଳାକାର ଅଛନ୍ତି ଯେଉଁ ମାନେ ଦୁଇଟି ବିବାହ କରିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଷ୍ଟାର କିଡ୍ସ ଓ ତାଙ୍କ ସାବର ମାଙ୍କ ମଧ୍ୟରେ ଥିବା ବୟସର ଅନ୍ତର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ସାରା ଅଲି ଖାନ ଓ କରିନା କପୁର ଖାନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ସାରା ଅଲି ଖାନ ଓ ତାଙ୍କ ସାବତ ମା ଅଭିନେତ୍ରୀ କରିନା କପୁର । ସାରା ଯେତେବେଳେ ୧୮ ବର୍ଷର ଥିଲେ ସେତେବେଳେ ତାଙ୍କ ବାପା ସେଫ ଅଲି ଖାନ କରିନାଙ୍କ ସହ ବିବାହ କରିଥିଲେ । କରିନାଙ୍କୁ ବର୍ତ୍ତମାନ ୪୦ ବର୍ଷ ଓ ତାଙ୍କ ଝିଅ ସାରାଙ୍କୁ 26 ବର୍ଷ ।

ସନି ଦେଓଲ ଓ ହେମା ମାଳିନୀ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ସନି ଦେଓଲ ଓ ତାଙ୍କ ସାବତ ମା ହେମା ମାଳିନୀ । ବଲିଉଡ ଅଭିନେତା ଧର୍ମେନ୍ଦ୍ର ପ୍ରଥମେ ପ୍ରକାଶ କୌର ନାମକ ଏକ ଯୁବତୀଙ୍କ ସହ ବିବାହ କରିଥିଲେ । ଏହାପରେ ସନି ଓ ବବି ଜନ୍ମ ହୋଇଥିଲେ । କିଛି ବର୍ଷ ପରେ ଧର୍ମେନ୍ଦ୍ର ବଲିଉଡ ଅଭିନେତ୍ରୀ ହେମା ମାଳିନୀଙ୍କ ସହ ଦ୍ଵିତୀୟ ବିବାହ କରିଥିଲେ । ସନି 1956 ମସିହାରେ ଜନ୍ମ ହୋଇଥିଲେ ଓ ହେମା ୧୯୪୮ ମସିହାରେ ଜନ୍ମ ହୋଇଥିଲେ । ହେମା ସନିଙ୍କ ଠାରୁ ମାତ୍ର ୮ ବର୍ଷ ବଡ ଅଛନ୍ତି ।

କିରନ ରାଓ ଓ ଯୁନେଦ ଖାନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି କିରନ ରାଓ ଓ ଯୁନେଦ ଖାନ । ଆମିର ଖାନଙ୍କ ଦ୍ଵିତୀୟ ପତ୍ନୀ କିରନ ରାଓ ଆମିରଙ୍କ ପ୍ରଥମ ପତ୍ନୀଙ୍କ ପୁଅ ଯୁନେଦଙ୍କ ଠାରୁ ୨୦ ବର୍ଷ ବଡ ଅଟନ୍ତି । ହେଲେ ଯୁନେଦ ଓ କିରନଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଅଛି । ଏହି ଦୁଇଜଣ ପରସ୍ପର ସହ ସମସ୍ତ କଥା ସେୟାର କରନ୍ତି ।

ସୋନି ରାଜଦାନ ଓ ପୂଜା ଭଟ୍ଟ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସୋନି ରାଜଦାନ ଓ ଅଭିନେତ୍ରୀ ପୂଜା ଭଟ୍ଟ । ମହେଶ ଭଟ୍ଟ ବହୁତ ଅଧିକ ବର୍ଷରେ ସୋନି ରାଜଦାନଙ୍କ ସହ ଦ୍ଵିତୀୟ ବିବାହ କରିଥିଲେ । ପୂଜା ଭଟ୍ଟ ଓ ତାଙ୍କ ସାବତ ମାଙ୍କ ମଧ୍ୟରେ ୧୬ ବର୍ଷ ବୟସର ଅନ୍ତର ରହିଛି । ସୋନିଙ୍କୁ ବର୍ତ୍ତମାନ ୬୪ ବର୍ଷ ଥିବା ବେଳେ ପୂଜାଙ୍କୁ ୪୯ ବର୍ଷ ଅଛି ।

ଶ୍ରୀଦେବୀ ଏବଂ ଅର୍ଜୁନ କପୁର- ଅର୍ଜୁନ କପୁର ଶ୍ରୀଦେବୀଙ୍କୁ କେବେ ମଧ୍ୟ ନିଜ ମା ମାନି ନଥିଲେ । ସେ ସବୁବେଳେ ତାଙ୍କୁ କେବଳ ବାପାଙ୍କ ସ୍ତ୍ରୀ ବୋଲି ମାନନ୍ତି । ସେମାନଙ୍କ ମଧ୍ୟରେ କୌଣସି ସମ୍ପର୍କ ନଥିଲା । ଶ୍ରୀଦେବୀ ଏବଂ ଅର୍ଜୁନଙ୍କ ମଧ୍ୟରେ ମାତ୍ର ୧୮ ବର୍ଷର ବ୍ଯବଧାନ ଥିଲା ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *