ପ୍ରେମରେ ଧୋକା ଖାଇବା ‘ସିନ୍ଦୁର ର ଅଧିକାର’ ସିରିଏଲ ର ହୀରୋ Arab ଙ୍କ କଥା ଶୁଣିଲେ ଆପଣ କାନ୍ଦି ପକେଇବେ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ପ୍ରାୟତଃ ଲୋକମାନେ ସିନେମା ପାଇଁ ବହୁତ ପା-ଗ-ଳ ଥାଆନ୍ତି ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ବଲିଉଡ, ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ତେବେ ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ।

ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ । ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି । ତେବେ ଆପଣ ମାନେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ଧାରାବାହିକ ସିନ୍ଦୁର ର ଅଧିକାର ନିଶ୍ଚିତ ଦେଖୁଥିବେ । ତେବେ ଏହି ଧାରାବାହିକ ରେ ମୁଖ୍ୟ ଅଭିନେତା ଆରବ ଙ୍କୁ ମଧ୍ୟ ନିଶ୍ଚିତ ଜାଣିଥିବେ ତେବେ ଆଜି ଆମେ ତାଙ୍କର ଏକ ଦୁଃଖ ଭରା ଭିଡିଓ ବିଷୟରେ ଆଲୋଚନା କରିବୁ ।

ତେବେ ସିନ୍ଦୂର ର ଅଧିକାର ଧାରାବାହିକ ରେ ମୁଖ୍ୟ ଅଭିନେତା ଭାବରେ କାମ କରୁଥିବା ଆରବ ଯାହାଙ୍କ ଅସଲି ନାମ ହେଉଛି ସନୋଜ କୁମାର । ତେବେ ସେ ବରମପୁର ର ବାସିନ୍ଦା ।
ତେବେ ଆରବ ନିଜ ଅଭିନୟ ରେ ଅତି ଅଳ୍ପ ସମୟରେ ସମସ୍ତ ଙ୍କ ହୃଦୟ କୁ ଜିଣିବାରେ ସଫଳ ହୋଇ ପାରିଛନ୍ତି ଏହା ଛଡା ଲୋକମାନେ ମଧ୍ୟ ତାଙ୍କୁ ଖୁବ ଭଲ ପାଇବା ଦେଉଛନ୍ତି ।
ତେବେ ବର୍ତ୍ତମାନ ଆରବ ଏକ ଦୁଃଖ ଭରା ଭିଡିଓ ବନେଇଛନ୍ତି ।

ଯେଉଁଥିରେ ସେ ହୃଦୟ ଭା-ଙ୍ଗି-ବା ପରେ କିପରି ଏକ ଯୁବକ ମ-ଦ ପିଇ ନିଜର ଦୁଃଖ କୁ ପ୍ରକାଶ କରେ ସେ ସେହି ବିଷୟ ରେ ନିଜର ସୁନ୍ଦର ଅଭିନୟ କରିଛନ୍ତି । ତେବେ ତାଙ୍କର ଏହି ଭିଡିଓ କୁ ଦେଖି ସମସ୍ତେ ତାଙ୍କ ଅଭିନୟ କୁ ଖୁବ ପସନ୍ଦ କରୁଛନ୍ତି ଏବଂ ପ୍ରଶଂସା ମଧ୍ୟ କରୁଛନ୍ତି । ତେବେ ଆପଣ ଙ୍କୁ ଆରବ ଓରଫ ସନୋଜ ଙ୍କ ଅଭିନୟ କିପରି ଲାଗେ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *