ଏହି ନାଗୁଣୀ (Cobra) ର ଆତଙ୍କ ରେ ପୁରା ଗାଁ ଭୟଭୀତ, ଦେଖନ୍ତୁ କେମିତି ବିଲେଇ ଟି ବଞ୍ଚେଇଲା ପୁରା ପରିବାର ର ଜୀବନ, ଦେଖନ୍ତୁ Video

ବନ୍ଧୁଗଣ, ଆମ ଆଖ ପାଖରେ ସାଧାରଣତ ଅନେକ ଦୁ-ର୍ଘ-ଟ-ଣା ମାନ ଘ-ଟି-ଯାଉଅଛି । ଆପଣ ମାନେ ସାପ କା-ମୁ-ଡା- ରେ କେତେ ଜଣଙ୍କ ଜୀବନ ଚାଲିଯାଇଥିବା ଶୁଣିଥିବେ । ଆଜି ଆମ୍ଭେ ଆପଣ ମାନଙ୍କ ଗହଣରେ ସେଭଳି କିଛି ଘ-ଟ-ଣା ସମ୍ବନ୍ଧରେ କହିବାକୁ ଯାଉଅଛୁ । ଆପଣ ଏହାକୁ ଜାଣିଲେ ମୁଣ୍ଡରେ ହାତ ଦେଇ ବସିବେ । ଆସନ୍ତୁ ତେବେ ଜାଣିନେବା ସଂପୂର୍ଣ୍ଣ ବିଷୟ ବସ୍ତୁ ।

ଓଡିଶା ର ଏକ ଗରିବ ପରିବାରରେ ନାଗୁଣୀ ଟି ବିରାଡି କୁ ଚୋ-ଟ ମା-ରି ଟା-ଣୁ-ଥିବାର ପରିବାର ଲୋକେ ରାତିରେ ଦେଖିଥିଲେ । ଏହାପରେ ସେମାନେ ଭୟ ରେ ଥରହର ହୋଇ ସାପ ଉଦ୍ଧାର କାରୀ ଟିମ କୁ ସ-ନ୍ଧା-ନ ଦେଲେ । ଏହା ପରେ ସାପ ଉଦ୍ଧାର କାରୀ ଟିମ ଆସିଲା । ଟିମ ମେମ୍ବର ଜଣେ ଯିଏ ସାପ ରେସକ୍ୟୁ କରନ୍ତି ସେ ଆସି ଦେଖିଲେ ଯେ ସାପ ଚୋ-ଟ ରେ ବିରାଡି ଟି ପୁରା କାଠ ସା-ଦୃ-ଶ୍ୟ ପାଲଟି ଯାଇଅଛି ।

ଏହା ପରେ ସେମାନେ ବିରାଡି ପଡିଥିବା ଜାଗାରେ ଖୋଳିବାକୁ ଲାଗିଲେ । ସଂପୂର୍ଣ୍ଣ ଘର ମାଟି ର ହେଇଥିବାରୁ ସହଜରେ ସାପ ଟିକୁ ଖୋଜି ବାହାର କରିବା କାଠିକର ପାଠ ହୋଇଥିଲା ।ନାଗୁଣୀ ଟି ଯେଉଁଠି ବିରାଡି କୁ ଦଂ-ସ-ନ କରିଥିଲା ତାହା ତାହା ଘର ପଛପଟ ଥିଲା । ଏହା ପରେ ରେସକ୍ୟୁ ଟିମ ସେଠାରେ ଖୋଳିବାକୁ ଲାଗିଲେ । କାରଣ ମାଟି ଘରର ବିଭିନ୍ନ ଜାଗା ପାଖରେ ଗାତ ଥିବାର ନଜର ଆସିଲା ।

ସେଠାରେ ବହୁତ ପ୍ରୟାସ କରି ଖୋଳିବାକୁ ଲାଗିଲେ, ମାତ୍ର ସେଠାରେ ସାପ ମିଳିଲା ନାହିଁ । ଏହା ପରେ ସେମାନେ ଅନ୍ଦାଜ ପ୍ରାଏ ଲଗାଇ ଘର ଭିତରକୁ ଯାଇ ସେଠାରେ ଖୋଳିବାକୁ ଲାଗିଲେ ଘର ଭିତର ର ସ୍ଥିତ ଜାଗା ଗୁଡିକୁ ଖୋଳୁ ଖୋଳୁ ସବୁ ଜାଗା ଖୋଲିଦେଲେ । ମାତ୍ର ନାଗୁଣୀ ଟି ମିଳୁ ନଥିଲା । ଏହା ପରେ କିଛି ସମୟ ପାଶ୍ଚାତ ସେ ସେହି ଘରେ ଏକ ଗାତ ମଧ୍ୟରେ ମୁଣ୍ଡ କାଢି ଥିବାର ନଜରକୁ ଆସିଲା ।

ରେସକ୍ୟୁ ଟିମ ସେହି ସାପ କୁ କାଢି ଆଣିଲା ବେଳକୁ ଦେଖିବାକୁ ମିଳିଲା ଯେ ସେହି ସାପ ଟି କୋବ୍ରା ଅଟେ । ଏବଂ ତାହା ବିଶାଳ ବଡ ଥିଲା । ହଳଦୀଆ ଚମ୍ପା ଭଳି ଦେଖିବାକୁ ସାପ ଟିର ରଙ୍ଗ । ଏହାକୁ ଗୋଲ୍ଡେନ କୋବ୍ରା ବୋଲି କୁହାଯାଏ । ସାପଟିକୁ ଉଦ୍ଧାର କରି ତାହାକୁ ଜଙ୍ଗଲ ରେ ଛାଡି ଦିଆଗଲା । ବନ୍ଧୁଗଣ ଏହି ବିଷୟ ସମ୍ବନ୍ଧରେ ଆପଣଙ୍କ ମତାମତ କୁ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *