ଭିଡିଓ କଲରେ Aryan ଙ୍କ ସହ କଥା ହେଲେ Shahrukh ଓ Gouri, Aryan ଜେଲ କ୍ୟାଣ୍ଟିନରେ ଖାଇବେ ବୋଲି 4500 ଟଙ୍କା ମନିଅର୍ଡର କଲେ ମା ଗୌରୀ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ର ସବୁଠାରୁ ବଡ଼ଖବର ଏବଂ ଚର୍ଚ୍ଚିତ ଖବର ବାଦଶାହା ସାହାରୁଖ ଙ୍କ ପୁଅ ଆର୍ଯ୍ୟନ ଖାନ ଙ୍କୁ ଏନସିବି ଡ୍ର-ଗ୍ସ କେ-ଶ ମା-ମ-ଲା ରେ ଗି-ର-ଫ କରି ଦେଇଛନ୍ତି । ତେବେ ଆର୍ଯ୍ୟନ ଙ୍କ ସହ ଆହୁରି ଆଠ ଜଣଙ୍କୁ ମଧ୍ୟ ଗି-ର-ଫ କରାଯାଇଛି । ତେବେ ଆର୍ଯ୍ୟନ ଙ୍କ ବେଲ ମଧ୍ୟ ଖା-ର-ଜ ହୋଇ ଯାଇଥିଲା ଏବଂ ଆର୍ଥର ଜେ-ଲ-ରେ ପଠା ଯାଇଥିଲା ଏବଂ ତାଙ୍କୁ ସେଠାରେ ରହିବାକୁ ପଡିବ ମଧ୍ୟ ।

ତେବେ ଏପଟେ ମାଆ ଗୌରୀ ଏବଂ ପିତା ଶାହାରୁଖ ଖାନ ନିଜର ପୁଅ କୁ ବାହାରକୁ ଆଣିବା ପାଇଁ ପ୍ରଚେଷ୍ଟା ଚଳେଇ ଛନ୍ତି । ତେବେ ଆର୍ଯ୍ୟନ୍ ଖାନ୍ ଆର୍ଥର ରୋଡ୍ ଜେ-ଲ୍ ଯିବାର ଅନେକ ଦିନ ବିତିଗଲାଣି । ଏଭଳି ପରିସ୍ଥିତିରେ ଶାହାରୁଖ ଖାନ ଏବଂ ଗୌରୀ ଖାନ ଅଧିକାରୀଙ୍କଠାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଲଗାତାର ପଚାରି ବୁଝୁଛନ୍ତି ।  ଏବେ ଖବର ମିଳିଛି ଯେ ଶାହରୁଖ ଏବଂ ଗୌରୀ ଭିଡିଓ କଲ ମାଧ୍ୟମରେ ଆର୍ଯ୍ୟନ ଖାନଙ୍କ ସହ କଥାବାର୍ତ୍ତା କରିଛନ୍ତି ।

ଆର୍ଥର ରୋଡ ଜେ-ଲ-ରେ କରୋନାଙ୍କ ପ୍ରୋଟୋକଲ ଯୋଗୁଁ ଏଭଳି କରାଯାଇଛି । ପ୍ରତ୍ୟେକ କଏଦୀଙ୍କ ସପ୍ତାହରେ ଦୁଇଥର ତାଙ୍କ ପରିବାର ସଦସ୍ୟଙ୍କ ସହିତ ଭିଡିଓ କଲ ମାଧ୍ୟମରେ କଥା କରାଯାଇଥାଏ । ଜେ-ଲ-ରେ ଥିବା କ-ଏ-ଦୀ-ମାନଙ୍କୁ ମୋବାଇଲ୍ ଫୋନ୍ ଯୋଗାଇ ଦିଆଯାଉଛି, ଯାହା ମାଧ୍ୟମରେ ଭିଡିଓ କଲ୍ କରାଯାଇଥାଏ । ଆର୍ଯ୍ୟନ୍ ଖାନ୍ ବାପା ଶାହାରୁଖ ଏବଂ ମାତା ଗୌରୀଙ୍କ ସହ ବିସ୍ତୃତ ଭାବରେ କଥା ହୋଇଛନ୍ତି ।

ତେବେ ବର୍ତ୍ତମାନ ଆର୍ଯ୍ୟନ ଖାନଙ୍କୁ ଆର୍ଥର ରୋଡ ଜେ-ଲ-ରେ ତାଙ୍କ କ-ଏ-ଦୀ ନମ୍ବର ଦିଆଯାଇଛି । ଆର୍ଯ୍ୟନ୍ ଖାନ୍ ଏବେ କ-ଏ-ଦୀ ନମ୍ବର-୯୫୬ ପାଲଟିଛନ୍ତି । ତାଙ୍କୁ କ୍ୱାରେଣ୍ଟାଇନ୍‌ରୁ ବାହାର କରାଯାଇ ସାଧାରଣ ସେଲ୍‌କୁ ସ୍ଥାନାନ୍ତର କରାଯାଇଛି । ଯେପର୍ଯ୍ୟନ୍ତ ଆର୍ଯ୍ୟନ ଜେ-ଲ-ରେ ରହିବେ, ତାଙ୍କୁ ୯୫୬ କ-ଏ-ଦୀ ଭାବରେ ଡକାଯିବ । ଅକ୍ଟୋବର ୧୧ ରେ ମାଆ ତାଙ୍କୁ ୪୫୦୦ ଟଙ୍କା ମନି ଅର୍ଡର ପଠାଇଥିଲେ ।

ଜେ-ଲ ନିୟମ ଅନୁଯାୟୀ କ-ଏ-ଦୀଙ୍କ ପରିବାର ତାଙ୍କୁ ମାସରେ ଥରେ ୪୫୦୦ ଟଙ୍କା ମନି ଅର୍ଡର ପଠାଇ ପାରିବେ । ଏହି ଟଙ୍କା ଜରିଆରେ କ-ଏ-ଦୀ-ମାନେ ନିଜ ପସନ୍ଦ ମୁତାବକ ଜେ-ଲ୍‌ କ୍ୟାଣ୍ଟିନରୁ ଖାଦ୍ୟ ଖାଇ ପାରିବେ । ତେବେ ବର୍ତ୍ତମାନ ଦେଖିବାର ଅଛି କି ଆର୍ଯ୍ୟନ ଖାନ ଙ୍କୁ ଏନସିବି ଛାଡ଼ୁଛି କିମ୍ବା ନାହିଁ ।

Leave a Reply

Your email address will not be published. Required fields are marked *