ଭୟଙ୍କର ଦୃଶ୍ୟ ! 19 ଘଣ୍ଟା ଧରି ଶୂନ୍ୟରେ ଝୁଲୁଛି 48 ଜୀବନ, ଦେଖନ୍ତୁ Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଦେବଘରରେ ରୋପରେ ଅଘଟଣ ଘଟିଛି । ମିଡିଆ ରିପୋର୍ଟସ ଅନୁସାରେ ୪୮ ଜଣ ଲୋକ ଏଠାରେ ଫସିଯାଇଛନ୍ତି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ଅଛି ।

ଉଦ୍ଧାର କାର୍ଯ୍ୟ ପାଇଁ ହେଲିକପ୍ଟରର ସହାୟତା ନିଆ ଯାଇଛି । ଆପଣ ମାନେ ଏହି ଭିଡିଓରେ ଦେଖି ପାରୁଥିବେ ଅନେକ ଲୋକ ରୋପର ଅଘଟଣରେ ଫସିଯାଇଛନ୍ତି ଓ ସେମାନଙ୍କୁ ହେଲିକପ୍ଟର ଦ୍ଵାରା ଉଦ୍ଧାର କରାଯାଉଛି । ହେଲିକପ୍ଟର ଦ୍ଵାରା ସେମାନଙ୍କୁ ଖାଦ୍ୟ ଓ ପାଣି ଯୋଗାଇ ଦିଆଯାଇଛି । ମିଡିଆ ରିପୋର୍ଟସ ଅନୁସାରେ ଝାରଖଣ୍ଡରେ ଏହି ଘଟଣା ଘଟିଛି । ଝାରଖଣ୍ଡର ତ୍ରିକୂଟ ରୋପବେରେ ଅନେକ ଟ୍ରୋଲି ପରସ୍ପର ସହ ମାଡ ହୋଇଥିଲା ।

ଏହା କାରଣରୁ ୪୮ ଜଣ ଲୋକ ସେଠାରେ ଫସିଯାଇଛନ୍ତି । ବନ୍ଧୁଗଣ ଏହି ଘଟଣା ଘଟିଥିବା ସ୍ଥାନଟିରେ ଉଦ୍ଧାର କରିବା ବହୁତ କଷ୍ଟକର । ଆପଣ ମାନେ ଭିଡିଓରେ ଦେଖି ସ୍ଥାନଟିକୁ ଦେଖି ପାରୁଥିବେ । ଏହି ରେସକ୍ୟୁ ମିସନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି ହେଲେ ଏହି ରେସକ୍ୟୁ ମିସନରେ ହେଲିକପ୍ଟରର ବ୍ୟବହାର କରାଯାଉଛି । ସ୍ଥାନୀୟ ଲୋକ ମାନଙ୍କର ସହାୟତା ମଧ୍ୟ ଏଠାରେ ନିଆଯାଇଛି ଓ ରେସକ୍ୟୁ କାର୍ଯ୍ୟ ଜାରି ରହିଛି । ଗୋଟେ ଟ୍ରୋଲିର ଚାରି ଜଣ ଲୋକ ଅଛନ୍ତି ଆଉ ଏହିପରି ୧୨ଟି ଟ୍ରୋଲି ସେଠାରେ ଫସିହୋଇ ରହିଛି ।

ହେଲେ ଘଟଣା ସ୍ଥଳଟି ଉଦ୍ଧାର କାର୍ଯ୍ୟ ପାଇଁ ବାଧା ସୃଷ୍ଟି କରୁଛି । ଘଟଣା ସ୍ଥଳଟି ଦୁଇଟି ପାହାଡ ଓ ଗୋଟେ ଗଭୀର ଗାତ ଭିତରେ ରହିଯାଇଛି । ତେଣୁ ରେସକ୍ୟୁ ଅପରେସନ ପାଇଁ କାର୍ଯ୍ୟ କର୍ତ୍ତା ମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ତେବେ ବନ୍ଧୁଗଣ ଏହି ଘଟଣାକୁ ନେଇ ଏବେ ସାରା ଭାରତରେ ଚର୍ଚ୍ଚା । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *