‘ମୋ ଝିଅ ପୁରୀ ଯାଉଛୁ କିଲୋ, ତାକୁ ମାସ୍କ ସାନିଟାଇଜର ଦିଅଲୋ…’ କାନ୍ଦି କାନ୍ଦି Rajeswari ଙ୍କ ଶାଶୁଙ୍କ ଅବସ୍ଥା ଖରାପ, ବୋହୂକୁ ବିଦାୟ ଦେଇ କଣ କହୁଛନ୍ତି ଦେଖନ୍ତୁ ଏହି Video
ବନ୍ଧୁଗଣ, ସୂଚନା ଅନୁଯାୟୀ ଓଡିଆ ସିରିୟଲ ଜଗତର ଜଣାଶୁଣା ଚେହେରା ତଥା ଖଳନାୟିକା ରାଜେଶ୍ଵରୀ ରାୟ ମହାପାତ୍ରଙ୍କର ପରଲୋକ ହୋଇଛି । ସେ ସବୁଦିନ ଲାଗି ଆରପାରି କୁ ଚାଲିଯାଇଛନ୍ତି । ବ୍ରେନ କ୍ୟାନ୍ସର ଏବଂ ଲଙ୍ଗ୍ସ କ୍ୟାନ୍ସରରେ ପୀଡିତ ଥିବା …
Read More