‘ମୁଁ ଆଉ ମାଡାମଙ୍କ ଗାଡି ଚଳେଇ ପରିବିନି, ସେ ବହୁତ…’ Draupadi Murmu ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ହେବା ପରେ ଭାବୁକ ହୋଇ କିଛି ଏମିତି କହିଲେ ତାଙ୍କ ଡ୍ରାଇଭର, ଦେଖନ୍ତୁ Video
ବନ୍ଧୁଗଣ, ସୂଚନା ଅନୁଯାୟୀ ରାଷ୍ଟ୍ରପତି ପଦ ନିମନ୍ତେ ଜଣେ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଙ୍କ ନାମ ବର୍ତ୍ତମାନ ଘୋଷଣା ହୋଇଛି । ତେବେ ଏହାକୁ ନେଇ ଦ୍ରୌପଦୀ ଙ୍କ ଝିଅ ଇତିଶ୍ରୀ ସମେତ ତାଙ୍କ ଡ୍ରାଇଭର ପ୍ରତିକ୍ରିୟା ଦେଇଛନ୍ତି । …
Read More