‘ମୁଁ ମୋ ସୀମା ଭିତରେ ନାଚୁଥିଲି, ମୋ ନାଚ ଅଶ୍ଳୀଳ ନଥିଲା, ସମସ୍ତେ ଏଣ୍ଟରତେନ ହେଉଥିଲେ କିନ୍ତୁ ସେ ମହିଳା ଜଣକ…’ ମୁହଁ ଖୋଲିଲେ ଅଭିନେତ୍ରୀ Rani Priyadarshini
ବନ୍ଧୁଗଣ, ସୂଚନା ଅନୁଯାୟୀ ଭଦ୍ରକ ରେ କାଳୀପୂଜା ଉପଲକ୍ଷେ ଯାତ୍ରାପାଟି ର ଆୟୋଜନ ହୋଇଥିଲା । ମାତ୍ର ସେଠାରେ ରାନୀ ନାମକ ଅଭିନେତ୍ରୀ ଅଶ୍ଳୀଳ ଭାବରେ ନାଚୁଥିବାର ବିରୋଧ କରି ଦର୍ଶକ ମାନଙ୍କ ମଧ୍ୟରୁ ଜଣେ ମହିଳା ଷ୍ଟେଜ ଉପରେ ଚଢି …
Read More