ଜଲଦି ବଦଳି ଯିବ ଆପଣଙ୍କ ମୋବାଇଲ୍ ନମ୍ବର, ୧୦ ଜାଗାରେ ଏବେ ୧୧ ଅଙ୍କର ହେବ ମୋବାଇଲ୍ ନମ୍ବର
ଭାରତରେ ଶୀଘ୍ର ମୋବାଇଲ୍ ନମ୍ବର ୧୦ ଅଙ୍କ ବଦଳରେ ୧୧ ହୋଇପାରେ । ଟେଲିକମ ରେଗୁଲେଟର ଅର୍ଥୋରିଟ୍ ଅଫ୍ ଇଣ୍ଡିଆ (TRAI) ପରାମର୍ଶ ଦେଲେ କି ମଞ୍ଜୁରୀ ମିଳିବା ପରେ ମୋବାଇଲ୍ ନମ୍ୱରର ମୂଳ ଅଙ୍କ ବଦଳି ଯାଇପାରେ ଟେଲିକମ ରେଗୁଲେଟର …
Read More