ଗୋଟିଏ ଅନାଥ ପିଲା କିପରି ବନିଗଲା 22 ଲକ୍ଷ କୋଟି ଟଙ୍କାର Company ର ମାଲିକ, ଜାଣନ୍ତୁ କିଏ ସେହି ଅନାଥ ପିଲା ? (Inspiring Story)
ବନ୍ଧୁଗଣ, ସାଧାରଣତଃ ଜୀବନ ସମସ୍ତଙ୍କ ପାଇଁ ସମାନ ହୋଇ ନଥାଏ । ଗରିବ ତଥା ମିଡିଲକ୍ଳାସ ପରିବାରରେ ଜନ୍ମ ନେବା ଆପଣଙ୍କର ଭୁଲ ନଥାଏ । ମାତ୍ର ସେହି ପରିବାରରେ ଜୀବନ ହରାଇବା ଏହା ଆପଣଙ୍କର ଏବଂ କେବଳ ଆପଣଙ୍କର ହିଁ …
Read More