ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ସୁଦୂର Andaman ଓ Nicobar ରୁ ଆସିଛି ସୁଦାମା, ଭକ୍ତିରେ ସମର୍ପି ଦେଉଛି ଶ୍ରୀଫଳ ଓ ତୁଳସୀ, ଦେଖନ୍ତୁ ଏହି Video
ବନ୍ଧୁଗଣ ଗତ କାଲି ଥିଲା ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା । ଗତ କାଲି ଲକ୍ଷ ଲକ୍ଷ ସଂଖ୍ୟାର ଭକ୍ତ ମାନଙ୍କ ଗହଳ ପୁରୀ ଶ୍ରୀମନ୍ଦିରରେ ଲାଗିଥିଲା । ସମସ୍ତ ଭକ୍ତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ଆସିଥିଲେ …
Read More