ଘରେ ପଶିପାରେ ହୀରାକୁଦ ପାଣି, ତେଣୁ ଜରୁରୀ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ସୁରକ୍ଷିତ ରଖିବା ପାଇଁ ସୂଚନା ଜାରି କରିଛି ହୀରାକୁଦ କର୍ତ୍ତୁପକ୍ଷ ।
ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଘରେ ପଶିପାରେ ହୀରାକୁଦର ପାଣି ତେଣୁ କରି ଜରୁରୀ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ସୁରକ୍ଷିତ ରଖିବା ପାଇଁ ସୂଚନା ଜାରି କରିଛନ୍ତି ହୀରାକୁଦ କର୍ତ୍ତୁପକ୍ଷ । କାରଣ କୋଣସି ପରିସ୍ଥିତି ରେ ବନ୍ୟା ଉପୁଜି …
Read More