ବନ୍ଧୁଗଣ ଆପଣ ମାନେ ସମସ୍ତେ ଭାରତୀୟ କ୍ରିକେଟ ଟିମର କ୍ଯାପଟେନ ବିରାଟ କହିଲିଙ୍କୁ ନିଶ୍ଚୟ ଜାଣିଥିବେ । ବିରାଟ ନିଜ ପର୍ଶନାଲ ଲାଇଫ ଓ ନିଜ ଖେଳ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ବିରାଟ କୋହିଲି ହେଉଛନ୍ତି ଭାରତର ଏକ ଦିଗଜ ଖେଳାଳି ଓ ବିରାଟଙ୍କର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ବନ୍ଧୁଗଣ ବିରାଟ ବଲିଉଡ ଅଭିନେତ୍ରୀ ଅନୁସ୍କା ଶର୍ମାଙ୍କ ସହ ବିବାହ କରିଛନ୍ତି । ଅନୁସ୍କା ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଯିଏ ବଲିଉଡକୁ ଅନେକ ସୁପର ହିଟ ଫିଲ୍ମ ଦେଇଛନ୍ତି ।

ହେଲେ ବନ୍ଧୁଗଣ ଅନୁସ୍କାଙ୍କ ପୂର୍ବରୁ ବିରାଟ ଅନେକ ଝିଅଙ୍କ ସହ ଲଭ ଅଫେୟାରରେ ରହିଥିଲେ । ସେହି ଝିଅ ମାନଙ୍କ ମଧ୍ୟରୁ ଏପରି ଏକ ଝିଅ ମଧ୍ୟ ଥିଲେ ଯିଏ ସୁନ୍ଦରତା ମାମଲାରେ ଅନୁସ୍କାଙ୍କୁ ପଛରେ ରଖିଦେବେ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବିରାଟଙ୍କର ଏକ୍ସ ଗାର୍ଲଫ୍ରେଣ୍ଡଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଅନୁସ୍କାଙ୍କ ଠାରୁ ଅଧିକ ସୁନ୍ଦର ଅଟନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ବିରାଟଙ୍କର ଏକ୍ସ ଗାର୍ଲଫ୍ରେଣ୍ଡଙ୍କ ନାମ ହେଉଛି ଇଜାବେଲ ଲିଟେ । ଇଜାବେଲ ଲିଟେ ବ୍ରାଜିଲ ଦେଶର ବାସିନ୍ଧା ଅଟନ୍ତି ଓ ସେ ଏକ ଅଭିନେତ୍ରୀ ହେବା ସହିତ ଏକ ମଡେଲ ମଧ୍ୟ ଅଟନ୍ତି ।

ଅନୁସ୍କାଙ୍କ ପୂର୍ବରୁ ଇଜାବେଲ ଲିଟେ ଓ ବିରାଟ କୋହିଲି ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଥିଲେ । ଇଜାବେଲ ଲିଟେ ବହୁତ ସୁନ୍ଦର ଦେଖାଯିବା ସହିତ ବହୁତ ଷ୍ଟାଇଲିସ ମଧ୍ୟ ଅଟନ୍ତି । ଇଜାବେଲ ଲିଟେ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରିବା ପାଇଁ ଭାରତ ଆସିଥିଲେ ଓ ସେ କିଛି ବଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ହେଲେ ତାଙ୍କୁ ବଲିଉଡରେ କିଛି ଭଲ ସଫଳତା ହାସଲ ହୋଇପାରିଲା ନାହିଁ ।

ଇଜାବେଲଙ୍କ ନାମ ବିରାଟଙ୍କ ସହ ଯୋଡା ଯାଇଛି । ମିଡିଆ ରିପୋର୍ଟସ ମୁତାବକ, ଏହି ଦୁଇଜଣ ପ୍ରଥମେ ଏକ ପାର୍ଟିରେ ପରସ୍ପର ସହ ସାକ୍ଷାତ କରିଥିଲେ । ଏହାପରେ ଏହି ଦୁଇଜଣଙ୍କୁ ବହୁତ ଥର ଏକା ସହ ଦେଖାଯାଇଥିଲା । ଏହି ଦୁଇଜଣ ପରସ୍ପରକୁ ବହୁତ ସମୟ ପର୍ଯ୍ୟନ୍ତ ଡେଟ କରିଥିଲେ ଓ ଲଭ ରିଲେସନରେ ରହିଥିଲେ ହେଲେ ପରେ ଖବର ମିଳିଥିଲା ଯେ, ଏହି ଦୁଇଜଣଙ୍କର ବ୍ରେକଅପ୍ ହୋଇଯାଇଛି ।

ଏହାପରେ ବିରାଟ ଅନୁସ୍କାଙ୍କ ସହ ଲଭ ରିଲେସନରେ ରହିଥିଲେ ଓ ତାଙ୍କୁ ବିବାହ କରିଥିଲେ । ସୁନ୍ଦରତା ମାମଲାରେ ଇଜାବେଲ ଅନୁସ୍କାଙ୍କୁ ପଛରେ ରଖିଦେବେ । ବ୍ରେକଅପ୍ ହେବା ପରେ ଇଜାବେଲ ବର୍ତ୍ତମାନ ସିଙ୍ଗଲ ଅଛନ୍ତି ଓ ନିଜ କାରିୟର ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବିରାଟଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ଇଜାବେଲ ଲିଟେ କେମିତି ଲାଗିଲେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

