ବିବାହ ର ବୟସ ଗଡିଯିବା ପରେ ମଧ୍ୟ କ’ଣ ପାଇଁ ବିବାହ କରିନାହାନ୍ତି Ollywood ଏହି ଷ୍ଟାର ମାନେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ଏହା ସହିତ ଏହି କଳାକାର ମାନେ ନିଜ ଲଭ ଅଫେୟାର ଓ ନିଜ ବିବାହ ପାଇଁ ମଧ୍ୟ ବହୁତ ଚର୍ଚାରେ ରୁହନ୍ତି । ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି କିଛି ଲୋକପ୍ରିୟ କଳାକାର ଅଛନ୍ତି ଯେଉଁ ମାନଙ୍କର ପରିଣତି ବୟସ ହେବା ପରେ ମଧ୍ୟ ସେମାନେ ବିବାହ କରିନାହାନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ ।

ଗୁନ ଗୁନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଗୁନ ଗୁନ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଗୁନ ଗୁନଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ଗୁନ ଗୁନ ଏକ ଅଭିନେତ୍ରୀ ହେବା ସହ ଏକ ଏଙ୍କର ମଧ୍ୟ ଅଟନ୍ତି । ସୋସିଆଲ ମିଡିଆରେ ଗୁନ ଗୁନଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି । ହେଲେ ପରିଣତି ବୟସ ହେବା ପରେ ମଧ୍ୟ ଗୁନ ଗୁନ ବିବାହ କରିନାହାନ୍ତି । ବନ୍ଧୁଗଣ ଗୁନ ଗୁନଙ୍କୁ ବିବାହ କରିବାକୁ ଇଛା ନାହିଁ ବୋଲି ସେ କହିଛନ୍ତି । ହେଲେ ଆଗକୁ ସେ ବିବାହ କରି ପାରନ୍ତି ।

ଅନୁ ଚୌଧୁରୀ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ଅନୁ ଚୌଧୁରୀ । ଆପଣ ମାନେ ସମସ୍ତେ ଅନୁଙ୍କୁ ଅନେକ ଓଡିଆ ଚଳଚିତ୍ରରେ ଦେଖିଥିବେ । ତାଙ୍କ ସୁନ୍ଦରତା ଓ ଅଭିନୟକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ଅନ୍ଧୁଗନ ଅନୁ ବିବାହ କରି ତଲାକ ନେଇ ସାରିଛନ୍ତି ହେଲେ ବର୍ତ୍ତମାନ ମଧ୍ୟ ସେ ବହୁତ ଯବାନ ଅଛନ୍ତି । ହେଲେ ଛାଡପତ୍ର ନେଇଥିବା ହେତୁ ସେ ଦ୍ଵିତୀୟ ବିବାହ କରିବାକୁ ଚାହୁଁ ନାହାନ୍ତି ।

ଦେବଯାନୀ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଦେବଯାନୀ । ଦେବଯାନୀ ଏକ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ଦେବଯାନୀ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଦେବଯାନୀଙ୍କର ପରିଣତି ବୟସ ହୋଇ ମଧ୍ୟ ସେ ବିବାହ କରିନାହାନ୍ତି । ହେଲେ ଦେବଯାନୀଙ୍କର ଏକ ବୟଫ୍ରେଣ୍ଡ ଅଛନ୍ତି ଯାହାଙ୍କ ସହ ସେ ବହୁତ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ।

ବୁଦ୍ଧାଦିତ୍ୟ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବୁଦ୍ଧାଦିତ୍ୟ । ବୁଦ୍ଧାଦିତ୍ୟ ହେଉଛନ୍ତି ଏକ ପ୍ରସିଦ୍ଧ ଅଭିନେତା ସେ ବହୁତ ସୁପର ହିଟ ଫିଲ୍ମରେ କାମ କରିଛନ୍ତି । ବନ୍ଧୁଗଣ ବୁଦ୍ଧାଦିତ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାନ୍ତି । ହେଲେ ବିବାହ ପାଇଁ ବୁଦ୍ଧାଦିତ୍ୟଙ୍କର ପରିଣତି ବୟସ ହୋଇସାରିଛି । ବିବାହ ନକରିବାର କାରଣ ହେଉଛି ବୁଦ୍ଧାଦିତ୍ୟ ଗୋଟେ ଝିଅକୁ ପ୍ରେମ କରୁଥିଲେ ହେଲେ ପ୍ରେମରେ ଧୋକା ଖାଇଯାଇଥିଲେ ତେଣୁ ସେ ବିବାହ କରିବାକୁ ଚାହୁଁ ନାହାନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *