ଦେଖନ୍ତୁ Video: ଯେତେବେଳେ କ୍ୟାମେରାରେ ଧରା ପଡିଗଲା ଏହି ପୋଲିସ କର୍ମୀମାନଙ୍କର ଲଜ୍ୟାଜନକ ଘଟଣା, ଆପଣ ଦେଖିଲେ ବି ବିଶ୍ଵାସ କରି ପାରିବେନି

ବନ୍ଧୁଗଣ ଆପଣ ମାନେ ସମସ୍ତେ ପୋଲିସ ମାନଙ୍କ କଳା କର୍ଣ୍ଣମା ବିଷୟରେ ବହୁତ କଥା ଶୁଣିଥିବେ । ବର୍ତ୍ତମାନ ପୋଲିସ ମାନଙ୍କର କଳା କର୍ଣ୍ଣମାର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ଯାହାକୁ ଦେଖି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ପୋଲିସ ମାନଙ୍କର ସେହି କଳା କର୍ଣ୍ଣମା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ୧. ୨୦୧୮ରେ ରାଜଧାନୀ ଜଯପୁରରେ ପୋଲିସ ମାନଙ୍କ ଏକ କଳା କର୍ଣ୍ଣାମା ସାମ୍ନାକୁ ଆସିଥିଲା । ସେହି ସମୟରେ ଏନ୍ଟି କରପ୍ସନ ବ୍ୟୁରୋ ଏକ ଲେଡି ପୋଲିସ ଅଫିସରକୁ ଲାଞ୍ଚ ନେଉଥିବା ବେଳେ ଧରିଥିଲେ ।

ମହିଳା ସବ ଇନ୍ସପେକ୍ଟର ବବିତା ପାଞ୍ଚ ଲକ୍ଷ ଟଙ୍କାର ଲାଞ୍ଚ ନେଉଥିବା ବେଳେ ଧରା ପଡିଥିଲେ । ବନ୍ଧୁଗଣ ଏକ ବିଜନେସ ମ୍ୟାନର ବିରୋଧରେ ମାମଲା ରୁଜୁ ନ କରିବା ପାଇଁ ବବିତା ତାଙ୍କୁ ୫୦ ଲକ୍ଷ ଟଙ୍କାର୍ଡ ଡିମାଣ୍ଡ କରିଥିଲେ ।

ଲାଞ୍ଚ ନେଉଥିବା ବେଳେ ବବିତା ଏନ୍ଟି କରପ୍ସନ ବ୍ୟୁରୋ ହାତରୁ ଧରା ପଡିଥିଲେ । ଏହା ପରେ ଏହି ଘଟଣାଟି ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟି ଗଲା । ବବିତାଙ୍କ ବୟସ ମଧ୍ୟ ବହୁତ କମ ଥିଲା ଓ ତାଙ୍କୁ ଏହି ଭୁଲ ପାଇଁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା ।

୨. ବନ୍ଧୁଗଣ ଗତ କିଛି ଦିନ ତଳେ ସୋସିଆଲ ମିଡିଆରେ ପୋଲିସର ଆଉ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଥିଲା । ସେହି ଭିଡିଓରେ ଏକ ରିକ୍ସା ବାଲା ସହ ଲେଡି ପୋଲିସଙ୍କ ଝଗଡା ଦେଖିବାକୁ ମିଳିଥିଲା । ଲେଡି ପୋଲିସ ଜଣକ ରିକ୍ସାରେ ବସି ସେହି ସ୍ଥାନକୁ ଆସିଥିଲେ ଯେତେବେଳେ ରିକ୍ସା ବାଲା ଜଣକ ଟଙ୍କା ମାଗିଥିଲା ସେତେବେଳେ ସେ ଟଙ୍କା ଦେବା ପାଇଁ ମନା କରିଦେଇଥିଲେ । ମାତ୍ର ୧୦ ଟଙ୍କା ପାଇଁ ଲେଡି ପୋଲିସ ଜଣକ ରିକ୍ସା ବାଲା ସହ ଝଗଡା କରିଦେଲେ । ସେହି ସ୍ଥାନରେ ଥିବା ଜଣେ ବ୍ୟକ୍ତି ସେହି ଘଟଣାକୁ ନିଜ ମୋବାଇଲରେ ରେକର୍ଡ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ।

୩. ୨୦୧୯ ମସିହାରେ ଇନ୍ଦୋରରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଥିଲା ଇନ୍ଦୋରର ପୂର୍ବତ୍ତମ ଏସ୍ପି ମହମ୍ମଦ ୟୁସୁଫ କୁରେସି ସମସ୍ତ ପୋଲିସ ଷ୍ଟେସନକୁ ଭ୍ରମଣ କରିବା ପାଇଁ ଯାଇଥିଲେ । ସେହି ସମୟରେ ସେ ଏପରି କିଛି ଦୃଶ୍ୟ ଦେଖିଲେ ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଯେତେବେଳେ ୟୁସୁଫ ପୋଲିସ ଷ୍ଟେସନରେ ଏଣ୍ଟ୍ରି କରିଲେ ସେତେବେଳେ ଜଣେ ପୋଲିସ କର୍ମୀ ବିନା ପ୍ୟାଣ୍ଟରେ ସୋଇଥିବା ଅବସ୍ତାରେ ଧରା ପଡିଥିଲେ ।

ପୋଲିସ କର୍ମୀ ଜଣକ ୟୁସୁଫଙ୍କୁ ଚିହ୍ନି ପାରି ନଥିଲେ କାରଣ ୟୁସୁଫ ବିନା ୟୁନିଫର୍ମରେ ସେହି ସ୍ଥାନକୁ ଯାଇଥିଲେ । ଯେତେବେଳେ କର୍ମୀ ଜନକ ୟୁସୁଫଙ୍କ ବିଷୟରେ ଜାଣିଲେ ସେତେବେଳେ ସେ ପ୍ୟାଣ୍ଟ ପିନ୍ଧିଥିଲେ । ବନ୍ଧୁଗଣ ପୋଲିସ ମାନଙ୍କର ଏହି କଳା କର୍ଣ୍ଣମା ଗୁଡିକ ବିଷୟରେ ଜାଣି ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଥିବେ । ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *