ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ଅଧିକାଂଶ ଲୋକ ଟଙ୍କା କମାଇବା ପାଇଁ ରାତି ଦିନ କଷ୍ଟ କରୁଛନ୍ତି । ଯାହାଫଳରେ ସେମାନେ ନିଜର ମନୋରଞ୍ଜନ ଉପରେ ଅଧିକ ଧ୍ୟାନ ଦେଉନାହାନ୍ତି ।
ଯଦି ମଣିଷର ମନ ଭଲ ରହିବ ତା ହେଲେ ତାକୁ କାମ କରିବା ପାଇଁ ମଧ୍ୟ ମନ ଲାଗିବ । ମନ ଭଲ ରହିବା ପାଇଁ ଆପଣଙ୍କୁ ଖୁସି ହେବା ନିହାତି ଆବଶ୍ୟକ । ଆପଣଙ୍କ ଖୁସି ପାଇଁ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ମଜାଦାର ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିଲେ ଆପଣ ନିଶ୍ଚୟ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ବିଷୟରେ ।

Jokes 1
ଏକ ଛୋଟ ପ୍ରେମ କାହାଣୀ
ଗୋଟେ ପୁଅ ବହୁତ ଦିନ ଧରି ଏକ ଝିଅ ପଛରେ ପଡିଥିଲା…
ହେଲେ ଗୋଟେ ଦିନ ଝିଅ ନିଜର ମୁହଁକୁ ଧୋଇ ପୁଅକୁ ନିଜ ଚେହେରା ଦେଖାଇ ଦେଲା
ସେହି ଦିନ ଠାରୁ ପୁଅ ସେହି ଝିଅର ପିଛା କରିବା ହିଁ ଛାଡି ଦେଲା …
Jokes 2
ବିକାଶ- ସାଙ୍ଗ ତୁ ତୋର ସ୍ତ୍ରୀକୁ କଣ କହି ଡାକୁ ?
ଗୋପାଳ- ମୁ ମୋ ସ୍ତ୍ରୀକୁ ଗୁଗଲ ଡାର୍ଲିଙ୍ଗ ଡାକେ ।
ବିକାଶ- ଏମିତିଆ ନାମ କ’ଣ ଦେଇଛୁ ?
ଗୋପାଳ- କଣ କରିବି ସାଙ୍ଗ, ଗୋଟିଏ ପ୍ରଶ୍ନ ପଚାରିଲେ ସେ ମତେ ହଜାରଟି ଉତ୍ତର ଦେଉଛି ।

Jokes 3
ଶିକ୍ଷକ- ପପୁ ତମେ ପାଠ ପଢାରେ ବହୁତ ଦୁର୍ବଳ ଅଛ ।
ମୁ ତୁମ ବୟସରେ କଠିନ ଗଣିତର ଉତ୍ତର ବହୁତ ସହଜରେ କରିଦେଉଥିଲି ।
ପପୁ- ଆପଣଙ୍କୁ ଭଲ ଶିକ୍ଷକ ମିଳି ଯାଇଥିବେ
ସେଥିପାଇଁ ଆପଣ ବହୁତ ସହଜରେ ସବୁ ପାଠର ଉତ୍ତର କରିଦେଉଥିଲ
ହେଲେ ସମସ୍ତଙ୍କର ଭାଗ୍ୟ କଣ ଭଲ ଥାଏ ।
Jokes 4
ନିର୍ବନ୍ଧ ପରେ ଝିଅଟି ପୁଅକୁ କହିଲା…
ଝିଅ- ଏବେ ଝିଅ ମାନଙ୍କୁ ଦେଖିବା ବନ୍ଦ କର
ପୁଅ- ଓଃ, ତୁମ କହିବାର ମାନେ କଣ ?
ଝିଅ- ଏଠି ସେଠି ଦେଖିବା ବନ୍ଦ କର
ପୁଅ- ମୁଁ ଖାଦ୍ୟ ଖାଇବାକୁ ଆସିଛି ତ ଏହାର ମାନେ ନୁହଁ କି
ମୁଁ ମେନୁ ଦେଖି ପାରିବିନି

Jokes 5
ଗୋଟେ ଝିଅର ତାର ବୟଫ୍ରେଣ୍ଡ ସହ ବହୁତ ଦିନ ହେବ କଥା ବାରତା ହୋଇନଥିଲା…
ସେଥିପାଇଁ ସେ ନିଜ ଫେସବୁକରେ ଅପଡେଟ କରିଲା, ଧୀରେ ଧୀରେ ସେ ମେରି ଜିନ୍ଦେଗୀ ମେ ଆନା…
ଏହି ପୋଷ୍ଟକୁ ଦେଖି ବୟଫ୍ରେଣ୍ଡ କହିଲା…
ବୟଫ୍ରେଣ୍ଡ- ଆରେ ଧୀରେ ଧୀରେ ହିଁ ମୁ ତୋ ଘରକୁ ଆସୁଥିଲି
ହେଲେ ତୋ ପଡୋଶୀ ମତେ ଚୋର ଭାବି ନାଛି ଦେଇଗଲେ !!
Jokes 6

ଶାଶୁ ନିଜର 3 ଜ୍ଵାଇଁଙ୍କର ଭଲ ପାଇବା ଦେଖିବା ପାଇଁ
ନଈକୁ ଡେଇଁ ପଡିଲା
ଗୋଟିଏ ଜ୍ଵାଇଁ ତାକୁ ବଞ୍ଚେଇଲା ତ
ଶାଶୁ ତାକୁ ମାରୁତି କାର ଦେଲା
ତା ପର ଦିନ ଶାଶୁ ପୁଣି ନଈକୁ ଡେଇଁ ପଡିଲା
ପୁଣି ଆଉ ଜଣେ ଜ୍ଵାଇଁ ତାକୁ ବଞ୍ଚେଇଲା ତ
ଶାଶ ତାକୁ ବାଇକ ଦେଲା
ତୃତୀୟ ଦିନ ଶାଶୁ ପୁଣି ନଈକୁ ଡେଇଁ ପଡିଲା
ତୃତୀୟ ଜ୍ଵାଇଁ ଭାବିଲା ଏବେ ତ ଖାଲି ସାଇକେଲ ହିଁ ବଞ୍ଚିଛି, ଛାଡ କାହିଁକି ବଞ୍ଚେଇବି !!
ଶାଶୁ ବୁଡି କି ମ-ରି-ଗ-ଲା
କିନ୍ତୁ ଚତୁର୍ଥ ଦିନ ଜ୍ଵାଇଁ କୁ BMW କାର ମିଳିଲା
ପଚାର କେମିତି ?
ଶଶୁର ଦେଲା !!
ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।

