Majadar Jokes- ଝିଅଟିର ଟି ଶର୍ଟ ରେ ଲେଖା ହୋଇଥିଲା, Amul- The Taste of India, ତା’କୁ ଦେଖି ସାନ୍ତା ବହୁତ ପ୍ରଭାବିତ ହେଲା ଓ ନିଜ ପ୍ୟାଣ୍ଟ ରେ ଲେଖିଦେଲା…

ଆଜିର ବ୍ୟସ୍ତବହୁଳ ଜୀବନରେ ପ୍ରତ୍ଯେକ ମଣିଷ ଟେନସନରେ ରହୁଛନ୍ତି ଓ ଏହା ଯୋଗୁଁ ଅନେକ ପ୍ରକାର ରୋଗ ମଧ୍ୟ ଘେରି ପକାଉଛି । ଡାକ୍ତରଙ୍କ ମତରେ ମଣିଷ ଭିତରୁ ଖୁସି ରହିଲେ ହିଁ ସୁସ୍ଥ ରହି ପାରିବ ।

ଆପଣ ଏହି ଲୋକକଥା ଟି ନିଶ୍ଚୟ ଶୁଣିଥିବେ କୁ, ‘laughter is the best medicine’ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ହସକଥା ନେଇ ଆସିଛୁ ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଆମର ବିଶ୍ବାସ ଯେ ଏହା ପଢିବା ପରେ ଆପଣ ନ ହସି ରହି ପାରିବେ ନାହିଁ । ତେବେ ଚାଲନ୍ତୁ ଆରମ୍ଭ କରିବା ।

Joke-1

ଦୁଇ ସାଙ୍ଗ କଥା ହେଉଥିଲେ,

ପ୍ରଥମ ସାଙ୍ଗ: ଭାଇ, ଏ ୧୪ ଫେବୃୟାରି ରେ କଣ ଅଛି?

ଦ୍ଵିତୀୟ ସାଙ୍ଗ: ତୋର ସ୍ତ୍ରୀ ଅଛି ନା ଗାର୍ଲଫ୍ରେଣ୍ଡ ଅଛି ?

ପ୍ରଥମ ସାଙ୍ଗ: ସ୍ତ୍ରୀ ଅଛି ।

ଦ୍ଵିତୀୟ ସାଙ୍ଗ: ତା ହେଲେ ମହା ଶିବରାତ୍ରି ଅଛି ।

Joke-2

Rose Day, Propose Day, Chocolate Day,

Teddy Day, Promise Day, Kiss Day, Hug Day..

Valentine’s Day

ଏହି ସବୁ ବାହାଘର ପୂର୍ବର ତାମସା

ବାହାଘର ପରେ କେବଳ…

ଟିଫିନ ଦେ, ଚାହା ଦେ, ରୁମାଲ ଦେ, କମ୍ବଳ ଦେ, ଶୋଇବାକୁ ଦେ

ଆଉ ମୋତେ ବଞ୍ଚିବାକୁ ଦେ…!!

Joke-3

ପିତା- ରୁମେ ମୋ ଝିଅକୁ କେବେ ଠୁ ଭଲ ପାଉଛ ?

ଯୁବକ- ଗତ ୭ ମାସ ରୁ

ପିତା- କିନ୍ତୁ ମୁଁ କେମିତି ବିଶ୍ବାସ କରିବି ?

ଯୁବକ- ଠିକ ଅଛି ତାହେଲେ ଆଉ ଦୁଇ ମାସ ଅପେକ୍ଷା କରନ୍ତୁ ଜାଣିଯିବେ…!

 

Joke-4

ବବ୍ଲୁ- ମୋତେ ଲାଗୁଛି ସେ ଝିଅକୁ ଭଲ ସେ ଶୁଣା ଯାଉନି ।

ମୁଁ ଗୋଟେ କଥା କାହାଉଛି ଆଉ ସେ ଆଉ ଗୋଟେ ।

ଡବ୍ଲୁ- ଆଛା! କେମିତି ?

ବବ୍ଲୁ- ମୁଁ କହିଲି… ଆଇ ଲଭ ୟୁ

ସେଇଠୁ ସେ କହିଲା ମୁଁ କାଲି ହିଁ ନୂଆ ସ୍ୟାଣ୍ଡେଲ କିଣିଛି…!

 

Joke-5

ନର୍ସ ବାହାରକୁ ଆସି କହିଲେ- ମା ଆଉ ଛୁଆ ଦୁହେଁ ଠିକ ଅଛନ୍ତି

ଆଉ ଛୁଆଟିକୁ ତା ବାପାକୁ ଧରିବାକୁ ଦେଲେ

ଛୁଆର ବାପା ଛୁଆକୁ ନିଜ ଭଉଣୀକୁ ଦେଲା

ଭଉଣୀ ତାଙ୍କ ପତିଙ୍କୁ ଦେଲେ

ସେ ଆଈଙ୍କୁ ଦେଲେ

ଆଈ ଅଜାଙ୍କୁ ଦେଲେ

ଆଈ ଛୁଆର ଦାଦାଙ୍କୁ ଦେଲେ

ଦାଦା ଖୁଡୀଙ୍କୁ ଦେଲେ

ଖୁଡୀ ଛୁଆର ଜେଜେମାକୁ ଦେଲେ

ଆଉ ଜେଜେମା ଜେଜେବାପାଙ୍କୁ ଦେଲେ ।

ଛୁଆଟି ବ୍ୟସ୍ତ ହୋଇ ପଚାରିଲା: ଜେଜେବାପା…

ତୁମେ ସବୁ ଇଏ କଣ କରୁଛ ?

ଜେଜେବାପା କହିଲେ: ବାବାରେ ଏମାନେ ସବୁ ହ୍ଵା-ଟ୍ସ-ଆ-ପ ରୋଗରେ ପୀଡିତ

ତୁ ମାର୍କେଟକୁ ନୂଆ ଆସିଛୁ ନା,

ସେଥିପାଇଁ ତୋତେ Forward କରୁଛନ୍ତି ।

Jokes 6

ଝିଅଟି ର ଟି ଶର୍ଟ ରେ ଲେଖା ହୋଇଥିଲା

Amul- The Taste of India

ତା’କୁ ଦେଖି ସାନ୍ତା ବହୁତ ପ୍ରଭାବିତ ହେଲା

ଓ ନିଜ ପ୍ୟାଣ୍ଟ ରେ ଲେଖିଦେଲା

କୁରକୁରେ – ତେଢା ହେ ପର ମେରା ହେ !!!

Joke-7

ଭିକାରି- କିଛି ଖାଇବାକୁ ଦିଅ

ଯୁବତୀ- ଏଇ ନିଆ ଟମାଟର ଖାଅ

ଭିକାରି- ରୋଟି ଦିଅ…

ଯୁବତୀ- ଟମାଟର ଖାଅ

ଭିକାରି- ଠିକ ଅଛି ଟମାଟର ହିଁ ଦେଇ ଦିଅ

ଯୁବତୀଙ୍କ ମା- ଆରେ ବାବା ତୁମେ ଗଲ ଏଠୁ…

ଇଏ ଖନ୍ନି ଟା … ତୁମକୁ କହୁଛି କହୁଛି କି… କମାଇକରି ଖାଅ…

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଦାର ହସକଥା ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *