ବିଜେପି କର୍ମୀଙ୍କ ଦାଦାଗିରି, କରିଲେ ଏମିତି କାଣ୍ଡ, ଦେଖନ୍ତୁ ଏହି Video

ବନ୍ଧୁଗଣ ଆଜି କାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ରହିଛି ହେଲେ ଆଶ୍ଚର୍ଯ୍ୟ ଜନକ ଖବର ବହୁତ ଚର୍ଚାରେ ଆସୁଛି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଭି-ଡି-ଓ ବହୁତ ଭା-ଇ-ରା-ଲ ହେଉଛି । ବିଜେଡି ସଭାରେ ବିଜେପି କର୍ମୀ ଧସି ପସିବାକୁ ଉଦ୍ୟମ କରିଛନ୍ତି । ଭି-ଡି-ଓ-ରେ ପୋଲିସ କିଛି କର୍ମୀ ମାନଙ୍କୁ ରୋକିବା ପାଇଁ ଚେଷ୍ଟା କରୁଛି । 


ଏହି କରୋନା କାଳରେ ଏହି ସବୁ ଦୃଶ୍ୟକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ମି-ଡି-ଆ ରିପୋର୍ଟସ ଅନୁସାରେ ବ୍ରହ୍ମପୁର ରାମଲିଙ୍ଗେଶ୍ଵର ପାର୍କରେ ବିଜେଡି ନେତାଙ୍କ ରାତ୍ରି ଭୋଜି ଚାଲିଥିବା ବେଳେ କିଛି ବିଜେପି ଯୁବ ମୋର୍ଚ୍ଚାର କର୍ମୀ ମାନେ ଧସେଇ ପସିବାକୁ ଉଦ୍ୟମ କରିଥିଲେ । କିଛି ସମୟ ପରେ ବିଜେପି କର୍ମୀ ମାନେ ପୋଲିସ ସହ ଧ-ସା ଧ-ସି କରିଥିଲେ । 


ତେବେ ଏହି ମାମଲାରେ ୨୦ ରୁ ଅଧିକ ବିଜେପି କର୍ମୀଙ୍କୁ ପୋଲିସ ଉଠାଇ ନେଇଥିବାର ଖବର ମିଳିଛି । ବ୍ରହ୍ମପୁରର ରାମଲିଙ୍ଗମ ପାର୍କ ସାଧାରଣ ଜନତାଙ୍କ ପାଇଁ ବନ୍ଦ ରହିଥିବା ବେଳେ ରାଜନୈତିକ ଭୋଜି ପାଇଁ କିପରି ପାର୍କ ଖୋଲା ହୋଇଛି ସେନେଇ ପ୍ରଶ୍ନ ଉଠୁଛି । ଏହି ମାମଲା ପାଇଁ ଅଗଷ୍ଟ ୧୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ରାମଲିଙ୍ଗମ ପାର୍କ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି ।

ଗଞ୍ଜାମ ଜିଲ୍ଲାରେ ସ୍ମାର୍ଟ ସ୍କୁଲ ବ୍ୟବସ୍ଥାକୁ କିପରି ନିଜ ଜିଲ୍ଲାରେ କାର୍ଯ୍ୟ କାରୀ କରିବେ ସେଥିପାଇଁ ୧୦୮ ବିଧାୟକ ବ୍ରହ୍ମପୁର ଆସିବେ ଓ ସେମାନଙ୍କ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ବିଜେପି କର୍ମୀଙ୍କ ଏହି କାମ ପାଇଁ ସେହି ସ୍ଥାନରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *