ବନ୍ଧୁଗଣ ଦେଶ ପାଇଁ ଉଭୟ ସୈନିକ ଓ କୃଶକ ମହତ୍ବପୂର୍ଣ୍ଣ ଅଟନ୍ତି । କାରଣ କୃଶକ ଆମକୁ ଅର୍ଣ୍ଣ ଦିଏ ଓ ସୈନିକ ଆମକୁ ସୁରକ୍ଷା । ଆମ ଭାରତରେ ଉଭୟଙ୍କର ସମାଜରେ ସମ୍ମାନ ରହିଛି । ଗୋଟେ ସୈନିକ ନିଜ ଜୀବନକୁ ବାଜିରେ ପକାଇ ଦେଶକୁ ସୁରକ୍ଷା ଦେଇଥାଏ । ଗତ କିଛି ଦିନ ହେବ ଏକ ଯବାନଙ୍କର ଭି-ଡି-ଓ ସୋ-ସି-ଆ-ଲ- ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି । ସୀମାରୁ ଭି-ଡି-ଓ ଭା-ଇ-ରା-ଲ କରିଛନ୍ତି ଯବାନ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କରିଲେ ଆବେଦନ । କହିଲେ, ମୋର ପରିବାରକୁ ସୁରକ୍ଷା ଦିଅନ୍ତୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଦେଶର ସୁରକ୍ଷା କରୁଥିବା ଏକ ଯବାନଙ୍କ ଭି-ଡି-ଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବାକୁ ଲାଗିଛି ।
ଭି-ଡି-ଓ-ରେ ଯବାନ ଜଣକ କହୁଛନ୍ତି, ଜମିଜମା ମାମଲାରେ ତାଙ୍କ ପରିବାରକୁ ହଇରାଣ କରାଯାଉଛି । ସୀମାରେ ଥିବା ଏହି ଯବାନ ଜଣକ ଭି-ଡି-ଓ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରିବାର ସୁରକ୍ଷା ପାଇଁ ନିବେଦନ କରିଥିଲେ । ହେଲେ ସମସ୍ତେ ଶୁଣି ନଶୁଣିବା ପରି ଅଭିନୟ କରିଥିଲେ । ଏପରିକି ଲୋକାଲ ଏମଏଲଏ ପର୍ଶୁରାମ ଧଡା ଯବାନଙ୍କ ପରିବାରକୁ ହଇରାଣ କରୁଥିବାର ଯବାନ ଜଣକ କହିଛନ୍ତି ।
ଯବାନ ଜଣକ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ରୂପଖଣ୍ଡ ଗାଁର ବିଜୟ ବେହେରା । ସେ ବର୍ତ୍ତମାନ ଆସାମ ରାଇଫଲ୍ସରେ କାମ କରୁଛନ୍ତି । ଭି-ଡି-ଓ-ରେ ଯବାନ ଜଣକ କହୁଛନ୍ତି-‘ ଆମ ଘର ଜମି ବାଡି ବିବାଦକୁ ନେଇ ୨୦୧୯ରୁ ଲାଗି ରଖେଇଛନ୍ତି । ଲୋକାଲ ଏମଏଲଏ ପର୍ଶୁରାମ ଧଡା ଓ ପୂର୍ବ ତହସିଲଦାର ଦେବଯାନୀ ଭୁଇଁଆ କାର୍ଯ୍ୟରତ ଥିବା ବେଳେ ମୁ ଘରେ ନଥିଲି ।

ସେତେବେଳେ ସେ କୋର୍ଟରୁ ଷ୍ଟେ ଅର୍ଡର ନେଇ ରଖିଥିଲେ । ଏହା ପରେ ସେମାନେ ମୋ ବାଡିକୁ ତିନି ଥର ହାଣି ଅନ୍ୟ ଲୋକକୁ କ-ବ-ଜା କରିବା ପାଇଁ ଦେଇଥିଲେ’ । ଏହାପରେ ଆଗକୁ ଯବାନ ଜଣକ କହିଲେ-‘ଯେଉଁ ଝିଅକୁ କ-ବ-ଜା କରିବାକୁ ଦେଇଛନ୍ତି ସେ ବାରମ୍ବାର ରେ-ପ ଆ-ରୋ-ପ ଲଗାଇ ଏହି କେ-ସ-କୁ ଦ-ବା-ଇ ରଖିଛି । ସେହି ଝିଅ ଜଣକ ବାରମ୍ବାର ମୋ ୟୁନିଟକୁ ଚିଠି ମଧ୍ୟ ଦେଇଛନ୍ତି । ମୁ ଗତ ଏପ୍ରିଲ ମାସରେ ଛୁଟି ନେଇ ଘରକୁ ଆସିଥିଲି ଓ ଜିଲ୍ଲାପାଳଙ୍କୁ ଏହା ବିଷୟରେ କହିଥିଲି’ ।

ଏହା ପରେ ଆଗକୁ ଯବାନ ଜଣକ କହିଲେ-‘ମୁ ସେକ୍ରେଟିରେଟ ଅଫିସ ମଧ୍ୟ କହିଥିଲି ଓ ସେ ଆକ୍ସନ ନେବା ପାଇଁ କହିଥିଲେ ହେଲେ କିଛି ବି ଆକ୍ସନ ନିଆଗଲା ନାହିଁ । ସେ ଝିଅ ବହୁତ ସମସ୍ୟା କରୁଛି ଓ ଆମ ମାନଙ୍କୁ ନ୍ୟାୟ ମିଳି ପାରୁ ନାହିଁ । ଏହା ବିଷୟେରେ ସବୁ ଗାଁ ଲୋକ ବି ଜାଣିଛନ୍ତି । ତେଣୁ ମୁ ମାନ୍ୟବର ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରୁଛି ଯେ, ଏହି କେ-ସ-ର ତ-ଦ-ନ୍ତ କରନ୍ତୁ ଓ ଆମକୁ ନ୍ୟାୟ ଦିଅନ୍ତୁ’ । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

