ବାହାବେଦୀ ରେ କନିଆଁ ଓଢଣା ଉଠେଇବା ମାତ୍ରେ, ବର ମଣ୍ଡପରୁ ହେଲା ଛୁ ମନ୍ତର, ଥାନାରେ ପହଞ୍ଚି ବଖାଣିଲା ନିଜ ଦୁଃଖ

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ଆପଣ ଅନେକ ବିବାହ ଉତ୍ସବ ଦେଖୁଥିବେ ତେବେ ବାହାଘର ହେଉଛି ଏକ ଅତ୍ୟନ୍ତ ଶୁଭ ଏବଂ ବିଶ୍ୱାସ ର ବନ୍ଧନ ଏହି ବିବାହ ରେ କେବଳ ଦୁଇ ଜଣ ମଣିଷ ନୁହେଁ ବରଂ ଦୁଇ ପରିବାର ମଧ୍ୟରେ ସମ୍ପର୍କ ଯୋଡି ହୋଇ ଯାଇଥାଏ । ତେବେ ଏକ ସଫଳ ବିବାହ ର ମୂଳ ମନ୍ତ୍ର ହେଉଛି ବିଶ୍ୱାସ, ସତ ଏବଂ ନିଷ୍ଠା । ତେବେ ବର୍ତ୍ତମାନ ଏକ ଏଭଳି ଖବର ଶୁଣିବାକୁ ମିଳୁଛି ଯାହାକୁ ଜାଣିବା ପରେ ଆପଣ ବିବାହ ଉପରେ ମଧ୍ୟ ବିଶ୍ୱାସ ଉଠିଯିବ ।

 

ତେବେ ଏହି ବିବାହ ପରେ ଏପରି କିଛି ଘଟିଥିଲା ଯାହା ପରେ ବର ସିଧାସଳଖ ମଣ୍ଡପ ରୁ ଥାନା କୁ ପହଁଚି ଗଲେ ତେବେ ଆସନ୍ତୁ ଜାଣିନେବା ସମ୍ପୃକ୍ତ ଖବର ଟି କଣ । ତେବେ ଖବର କିଛି ଏଭଳି କି ବିଜୟା ପୁର ର ସେଠାରେ ଶତ୍ରୁଘ୍ନ ନାମକ ଜଣେ ୨୭ ବର୍ଷୀୟ ଯୁବକ ଙ୍କ ର ୨୭ ଅଗଷ୍ଟ ରେ ବିବାହ ହେବାର ଥିଲା । ଏହି ବିବାହ ସେ ଦୁଇ ଦଲାଲ ଙ୍କ ଜରିଆରେ କରିଥିଲେ ଏବଂ ୩୫ ହଜାର ଟଙ୍କା ମଧ୍ୟ ଦେଇଥିଲେ

ତେବେ ସେମାନେ ଜଣେ ୨୦ ବର୍ଷୀୟ ସୁନ୍ଦରୀ କନ୍ୟା ର ଫୋଟୋ ଦେଖାଇଥିଲେ ଏବଂ ପ୍ରଥମ ନଜର ରେ ହିଁ ସେ ଝିଅ କୁ ପସନ୍ଦ କରିଦେଇଥିଲେ ଏବଂ ବିବାହ ପାଇଁ ରାଜି ମଧ୍ୟ ହୋଇ ଯାଇଥିଲେ ଏବଂ ସଗୁନ ମଧ୍ୟ ଦେବା ନେବା ହୋଇ ଯାଇଥିଲା । ତେବେ ବିବାହ ଦିନ ଝିଅ ର ଚାଲି ଚଳନ ଦେଖି ପୁଅ ର ମାଆ ଙ୍କୁ କିଛି ସନ୍ଦେହ ହେଲା ଏବଂ ସେ ଝିଅ ର ଓଢଣୀ କାଢି ଦେଖିଲେ ଏବଂ ଆଶ୍ଚର୍ଯ୍ୟ ହୋଇ ପଡିଲେ ।

ତେବେ ଓଢଣୀ ପଛରେ ୨୦ ବର୍ଷୀୟ ଝିଅ ନୁହେଁ ବରଂ ୪୫ ବର୍ଷୀୟ ଜଣେ ମହିଳା ଯିଏ କି ଦୁଇ ଦୁଇ ଜଣ ପିଲାର ମାଆ ଥିଲେ । ତେବେ ଏହା ପରେ ପୁଅ ଏବଂ ମାଆ ମଣ୍ଡପ ରୁ ସିଧା ଥାନା ରେ ପହଁଚି ଧୋକା ର ଅ-ଭି-ଯୋ-ଗ କରିଥିଲେ ତେବେ ସେହି ଦୁଇ ଜଣ ଦ-ଲା-ଲ ମଧ୍ୟ ଗାୟବ ହୋଇ ଯାଇଛନ୍ତି । ତେବେ ଏହି ଖବର ବର୍ତ୍ତମାନ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି । ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ

Leave a Reply

Your email address will not be published. Required fields are marked *