ପୁଣି ସୋସିଆଲ ମିଡିଆରେ ଭାଇରାଲ ହେଲା ଏହି ଦୃଷ୍ଟିହୀନ ଭାଇଙ୍କ ଭାବପୂର୍ଣ୍ଣ ଜଗନ୍ନାଥ ଭଜନ, ଯାହାକୁ ଶୁଣିଲେ ଆପଣ ବି ମଜିଯିବେ, ବିଶ୍ଵାସ ହେଉନଥିଲେ ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଆଜିକାଲି ର ଲୋକମାନଙ୍କ ପାଖରେ ଯେତେ ଯାହା ଥିଲେ ବି ଆହୁରି ଅଧିକ ଲୋଭ କରିଥାନ୍ତି ଆହୁରି ଅଧିକ ପାଇବା ଆଶା ଯୋଗୁଁ ହିଁ ସେମାନେ ଅସୁବିଧା ରେ ମଧ୍ୟ ପଡ଼ିଥାନ୍ତି । ଏହା ଛଡା ସମସ୍ତେ ନିଜ ଭିତରେ ଥିବା ଆତ୍ମ ଶକ୍ତି କୁ ଦୁର୍ବଳ କରି ଦେଉଛନ୍ତି ଏବଂ ଏହି କାମ ହୋଇ ପାରିବିନି ଏଭଳି ମୁଁ କରି ପାରିବିନି ଆଦି ରେ ଦବି ରହି ଯାଉଛନ୍ତି । ତେବେ କିଛି ଲୋକ ଏଭଳି ମଧ୍ୟ ଅଛନ୍ତି,

ଯେଉଁମାନେ ନିଜର ଦୁର୍ବଳତା କୁ ନିଜ ଉପରେ ଭାରି ନ ପକାଇ ତାହାକୁ ହିଁ ଜୀଵନ ର ବଡ଼ ଶକ୍ତି ବନାଇ ଦିଅନ୍ତି ଏବଂ ଲୋକ ମାନଙ୍କ ହୃଦୟ ରେ ବାସ କରିଥାନ୍ତି । ତେବେ ସେହି ଭଳି ଜଣେ ଅନ୍ଧ ବ୍ୟକ୍ତି ନିଜର ପ୍ରତିଭା ଦେଖାଇ ଲୋକ ମାନଙ୍କ ହୃଦୟ ରେ ଘର କରି ପାରିଛନ୍ତି । ତେବେ ଆସନ୍ତୁ ସମ୍ପୃକ୍ତ ଖବର କଣ ଜାଣିନେବା । ତେବେ ସେହି ବ୍ୟକ୍ତି ଜଣଙ୍କର ନାମ ହେଉଛି ଜୟନ୍ତ ଯାହାଙ୍କୁ ଲୋକମାନେ ପ୍ରେମ ରେ ଜୟନ୍ତ ଭାଇ ବୋଲି ସମ୍ବୋଧିତ କରନ୍ତି ।

ତେବେ ଜୟନ୍ତ ହେଉଛନ୍ତି ଜଣେ ଅନ୍ଧ ବ୍ୟକ୍ତି ସେ ଦେଖି ପାରନ୍ତି ନାହିଁ ଗୋଟିଏ ସ୍ଥାନ ରୁ ଅନ୍ୟ ସ୍ଥାନ କୁ ଯିବାପାଇଁ ମଧ୍ୟ ସାହାରା ଦରକାର କିନ୍ତୁ ସେ ନିଜର ପ୍ରତିଭା କିମ୍ବା କଳା ର ପରିବେଷଣ କରି ଲୋକ ମାନେ ତାଙ୍କ ପ୍ରତି ଆକର୍ଷିତ ହୋଇ ଥାଆନ୍ତି । ତେବେ ଏକ ଭି-ଡି-ଓ ଭା-ଇ-ରା-ଲ ହେଉଛି ଯେଉଁଥିରେ ଜୟନ୍ତ ଏକ ସୁନ୍ଦର ଭଜନ ଗାଉଛନ୍ତି ଏବଂ ସେ ଭଜନ ହେଉଛି ଜଣେ ଅନ୍ଧ ବ୍ୟକ୍ତି ଏବଂ ଜଣେ ଛୋଟା ବ୍ୟକ୍ତି ର ତେବେ କିଭଳି ସେମାନେ ଶ୍ରୀମନ୍ଦିର କୁ ଯାଇ ବଡ଼ ଦେଉଳ ଙ୍କୁ ଦର୍ଶନ କରିଲେ ।

କିପରି ଭାବରେ ସେ ଦୁଇ ଜଣଙ୍କ ଦୁର୍ବଳତା କୁ ଏକାଠି କରି ନିଜର ଯାତ୍ରା ପୂର୍ଣ୍ଣ କଲେ ତାହା ସେ ନିଜର ଏହି ଭଜନ ରେ ଗାଇ ଶୁଣାଉଛନ୍ତି । ତେବେ ଲୋକମାନେ କୁହନ୍ତି କି ଜୟନ୍ତ ଙ୍କ କଣ୍ଠ ରେ ସ୍ୱୟଂ ମାତା ସରସ୍ୱତୀ ବାସ କରନ୍ତି ଏବଂ ତାଙ୍କର ସମସ୍ତ ଭଜନ ଶୁଣିବାକୁ ବହୁତ ସୁନ୍ଦର ମଧ୍ୟ ଲାଗେ । ତେବେ ଆପଣଙ୍କୁ ଯଦି ଏହି ଭାଇଙ୍କ ଭଜନ ଭଲ ଲାଗିଥାଏ ତେବେ ଭାଇଙ୍କ ପାଇଁ ହୃଦରୁ ଗୋଟେ ଲାଇକ ଆଉ ସେୟାର କରିବେ । ନିଜ ମତାମତ ଆମକୁ କମେନ୍ଟ କରିବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *