ବନ୍ଧୁଗଣ, ମିଜରାମ ର ୫ ବର୍ଷ ର ଝିଅ ଇସ୍ତର ହନୁମତି ଙ୍କୁ ନେଇ ପୁଣି ଚର୍ଚ୍ଚା ନିଜର କଣ୍ଠସ୍ଵର ପାଇଁ ସମସ୍ତଙ୍କ ମନ ଜିଣୂଥିବା ଏହି କୁନି ଝିଅଟିର ସଙ୍ଗୀତ ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ରା-ଲ ହେବା ପରେ ଏହାକୁ ନେଇ ଆସାମ ରା-ଇ-ଭ-ଲ୍ସ ପକ୍ଷରୁ ତାଙ୍କର ସ୍ଵର ରେକଡରିଙ୍ଗ କରାଗଲା । ଆର୍ମୀ ମାନଙ୍କ ତାଳେ ତାଳେ ଏସ୍ତର ଜାତୀୟ ସଙ୍ଗୀତ ଗାଇ ସମସ୍ତଙ୍କୁ ବିମୋହିତ କରିଛନ୍ତି । 
ଆସାମ ରାଇଫଲ୍ସ ପକ୍ଷରୁ ଜାରି କରାଯାଇଥିବା ଏହି ଭି-ଡି-ଓ ରେ କୁନି ଝିଅଟି ସେନା ପୋଷାକ ପିନ୍ଧି ଯବାନ ମାନଙ୍କ ସହିତ ପ୍ୟାରେଡ କରିଥିବାର ଦେଖିବାକୁ ମିଳୁଛି । ଗତବର୍ଷ ମଧ୍ୟ “ବନ୍ଦେମାତରମ” ସଙ୍ଗୀତ ଗାଇ ଏସ୍ତେର ଚର୍ଚ୍ଚା କୁ ଆସିଥିଲେ । ଆପଣ ମାନେ ଏସ୍ତେର ସୋ-ସି-ଆ-ଲ ମି-ଡି-ଆ ରେ ଜାତୀୟ ସଙ୍ଗୀତ ଗାଉ ଥିବାର ଦେଖିଲେ, ଆପଣଙ୍କ ଆନନ୍ଦର ସୀମା ରହିବ ନାହିଁ । ୫ ବର୍ଷର ଏହି ଝିଅ ଟି ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ଭଳି ଜାତୀୟ ସଙ୍ଗୀତ କୁ ଗାଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି ।

ଆମ୍ଭ ଦେଶ ଭାରତ ବର୍ଷ ରେ ଏଭଳି ଅନେକ ପ୍ରତିଭା ମାନେ ରହିଛନ୍ତି । ସେଥି ମଧ୍ୟରୁ କେତେକ ନିଜ ଦକ୍ଷତା କୁ ସୋ-ସି-ଆ-ଲ ମି-ଡି-ଆ ମାଧ୍ୟମରେ ବିକଶିତ କରିବାରେ ସକ୍ଷମ ହେଉଛନ୍ତି ତ ଆଉ କେତେକ ନିଜ ଦାରିଦ୍ର୍ୟତା ହେତୁ ନିଜ ପ୍ରତିଭା କୁ ବିକଶିତ କରି ପାରୁ ନାହାନ୍ତି । କିନ୍ତୁ କୁନି ପିଲା ମାନଙ୍କର ଏହିଭଳି ପ୍ରତିଭା ଦେଖି ମନ ଆନନ୍ଦରେ ଭରି ଉଠୁଛି ।
ଆଜିଭଳି ଆଧୁନିକ ଦିନରେ ସାଧାରଣତ ଛୋଟ ପିଲା ମାନେ ମୋବାଇଲ ଫୋନ ରେ ଗେମ ଖେଳି ନିଜର ସମୟ ଅତିବାହିତ କରୁଛନ୍ତି ମାତ୍ର ଏସ୍ତେରଙ୍କର ଦେଶ ପ୍ରତି ଏଭଳି ଆଗ୍ରହ ଦେଖି କୌଣସି ବ୍ୟକ୍ତି ତାଙ୍କ ପ୍ରଶଂସା ନ କରି ରହି ପାରୁ ନାହାନ୍ତି । ମାତ୍ର ଦେଶରେ ଏଭଳି ପ୍ରତିଭା ର ଅତ୍ୟନ୍ତ ଆବଶ୍ୟକ ଅଛି । ଆଶା କରୁଛୁ ଏସ୍ତେର ଆଗାମୀ ଜୀବନରେ ବହୁତ ଖ୍ୟାତି ଅର୍ଜନ କରନ୍ତୁ । ବନ୍ଧୁଗଣ ଆପଣ ମନକୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଅମଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

