ରୋଷେଇ ଘରେ ଲୁଚି ବସିଥିଲା ଏକ ବଡ ଓ ଭୟଙ୍କର ନାଗ ସାପ, ମହିଳାଙ୍କ ପାଦ ପଡିବା ମାତ୍ରେ ଦେଖନ୍ତୁ କଣ ହେଲା…ଦେଖନ୍ତୁ ଏହି Video

ବନ୍ଧୁଗଣ ସାପ ହେଉଛି ଏକ ଏପରି ଜନ୍ତୁ ଯାହା ମଣିଷ ପାଇଁ ଘାତକ ହୋଇଥାଏ । ସାପର ଅନେକ ପ୍ରଜାତି ରହିଛି ସେଥିମଧ୍ୟରୁ କିଛି ସାପ ମଣିଷ ଜୀବନ ପାଇଁ ଘା-ତ-କ ହୋଇଥାନ୍ତି । ଏହି ସାପ ଗୁଡିକ ସାଧାରଣତଃ ଜଙ୍ଗଲରେ ରହିଥାନ୍ତି ଓ ବେଳେବେଳେ ଏମାନେ ଲୋକ ମାନଙ୍କ ଘରକୁ ପସିଯାନ୍ତି । ଏହିପରି ଏକ ଘଟଣା ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚର୍ଚାରେ ଅଛି ।

ଆଜି ଆମେ ଆପଣ ମାନଙ୍କୁ ସାପ ସହ ଜଡିତ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ଏହି ଘଟଣାଟି ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଗୋଟେ ମହିଳା ରୋଷେଇ କରୁଥିବା ସମୟରେ ତାଙ୍କ ରୋଷେଇ ଘରୁ ହଠାତ ଏକ ନାଗ ସାପ ବାହାରିଥିଲା ।

ମହିଳା ଜଣକ ସାପକୁ ଦେଖି ଡ-ରି-ଗଲେ । ସାପଟି ମହିଳାଙ୍କୁ ଦେଖି ଫଣା ବାହାର କରିଥିଲା ହେଲେ ଠିକ ସମୟରେ ମହିଳା ଜଣକ ସେହି ସ୍ଥାନରେ ଚାଲି ଯାଇଥିଲେ ଓ ବନ ବିଭାଗକୁ ଏହାର ସୂଚନା ଦେଇଥିଲେ । ବନ ବିଭାଗକୁ ସୂଚନା ଦେବା ପରେ ଏକ ସାପ ଧରାଳି ସେହି ସ୍ଥାନରେ ପହଞ୍ଚି ଥିଲେ । ବନ୍ଧୁଗଣ ସେହି ସ୍ଥାନରେ ଯେଉଁ ସାପଟି ଥିଲା ତାହା ହେଉଛି ନାଗ ସାପ । ଆମ ହିନ୍ଦୁ ଧର୍ମରେ ନାଗ ସାପର ବହୁତ ପୌରାଣିକ ମାନ୍ୟତା ରହିଛି ।

ନାଗ ସାପକୁ ଲୋକମାନେ ପୂଜା କରନ୍ତି । ଏହି ସାପ ବେଳେବେଳେ ଶିକାର କରିବା ପାଇଁ ଲୋକ ମାନଙ୍କ ଘରକୁ ପସି ଯାଇଥାଏ । ଯେତେ ବେଳେ ସାପ ଧରାଳି ଜଣକ ସେହି ଘରକୁ ପହଞ୍ଚି ଥିଲେ ସେତେବେଳେ ସାପଟି ରୋଷେଇ ଘରର ଏକ କୋଣରେ ଲୁଚି ଯାଇଥିଲା ।

ଏହା ପରେ ସାପ ଧରାଳି ଜଣକ ସେହି ନାଗକୁ ଉଧାର କରିବା ଆରମ୍ଭ କରିଥିଲେ ହେଲେ ନାଗଟି ଚୋ-ଟ ମା-ରି-ବା ପାଇଁ ଚେଷ୍ଟା କରିଥିଲା । କିଛି ସମୟ ଅପେକ୍ଷା କରିବା ପରେ ସାପ ଧରାଳି ଜଣକ ସେହି ନାଗକୁ ଉଧାର କରି ଘର ବାହାରକୁ ଆଣିଥିଲେ । ବାହାରକୁ ଆଣିବା ପରେ ମଧ୍ୟ ନାଗଟି ସାପ ଧରାଳି ଜଣକଙ୍କୁ ଚୋ-ଟ ମା-ରି-ବା-କୁ ବହୁତ ଚେଷ୍ଟା କରିଥିଲା । ବନ୍ଧୁଗଣ ସାପ ଧରାଳି ଜଣକ ନାଗକୁ ଉଧାର କରିବାରେ ସଫଳ ହେଲେ ।

Leave a Reply

Your email address will not be published. Required fields are marked *