TV ର ଅମ୍ବାନୀ ଥିଲେ Sidharth Shukla, ସମ୍ପତ୍ତି ବିଷୟରେ ଜାଣିଲେ ଚମକି ପଡିବେ ଆପଣ !

ନମସ୍କାର ବନ୍ଧୁଗଣ ମଣିଷ ଜୀଵନ କ୍ଷଣିକ ମାତ୍ର ତାର କିଛି ବି ଭରସା ନଥାଏ କେତେବେଳେ କେଉଁ କ୍ଷଣି ଏହି ଜୀଵନ ପଳେଇବ ତାହା କେହି ବି ଜାଣି ନାହାଁନ୍ତି । ଏହା ଛଡା ଆଜି କାଲି ଯେତେବେଳେ ବି ଦେଖ କିମ୍ବା ଶୁଣ କେହି ନା କେହି ମୃତ୍ୟୁ ବରଣ କରୁଛନ୍ତି କିଏ ବେମାର ରେ ତ କିଏ ହଠାତ କୌଣସି କାରଣ ଯୋଗୁଁ ଯେମିତିକି ହୃ-ଦ-ଘା-ତ କିମ୍ବା କୌଣସି ଦୁ-ର୍ଘ-ଟ-ଣା ଯୋଗୁଁ । ତେବେ ବର୍ତ୍ତମାନ ଫୁଣି ଥରେ ଆଉ ଏକ ଦୁଃଖଦ ଖବର ଶୁଣିବାକୁ ମିଳୁଛି ତାହା ହେଉଛି ଅଭିନେତା ସିଦ୍ଧାର୍ଥ ଶୁକ୍ଳା ଙ୍କ ଅକାଳ ମୃ-ତ୍ୟୁ ।

ତେବେ ଆସନ୍ତୁ ସିଦ୍ଧାର୍ଥ ଙ୍କୁ ଟିଭି ର ଅମ୍ବାନୀ କଣ ପାଇଁ କୁହାଯାଏ ତାହା ଜାଣିନେବା । ସିଦ୍ଧାର୍ଥ ଜଣେ ହେଉଛନ୍ତି ଛୋଟ ପରଦା ର ସବୁଠାରୁ ଲୋକପ୍ରିୟ ଅଭିନେତା ସେ ବାଳିକା ବଧୂ, ଲବ ୟୁ ଜିନ୍ଦେଗୀ, ଦିଲ ସେ ଦିଲ ତକ ରେ ମୁଖ୍ୟ ଚରିତ୍ର ରେ ଅଭିନୟ କରି ଲୋକ ମାନଙ୍କ ର ପ୍ରିୟ ହୋଇ ପାରିଥିଲେ । ତେବେ ସେ ଅଧିକ ପ୍ରସିଦ୍ଧି ଏବଂ ଲୋକପ୍ରିୟତା ବିଗ ବସ ୧୩ ରୁ ହିଁ ପ୍ରାପ୍ତ କରିଥିଲେ ଏବଂ ସେ ଏହି ରିୟାଲିଟି ଶୋ ର ବିଜେତା ହୋଇଥିଲେ ।

ତେବେ ବର୍ତ୍ତମାନ ଖବର ଶୁଣିବାକୁ ମିଳୁଛି ଯେ ହୃଦଘାତ ହେବା କାରଣ ରୁ ଆଜି ସକାଳେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଛି । ତେବେ ଦିଲ ସେ ଦିଲ ତକ ରେ ସିଦ୍ଧାର୍ଥ ଏବଂ ରଶ୍ମି ଙ୍କ କେମେଷ୍ଟ୍ରୀ କୁ ଲୋକମାନେ ଖୁବ ପସନ୍ଦ କରୁଥିଲେ ଏବଂ ଭଲ ପାଇବା ମଧ୍ୟ ଦେଉଥିଲେ । କିନ୍ତୁ ଦୁହିଁଙ୍କ ପାରସ୍ପରିକ ଝଗଡା ଯୋଗୁଁ ଏହି ଧାରାବାହିକ କୁ ବନ୍ଦ କରିବାକୁ ପଡିଥିଲା ।

କିନ୍ତୁ ଏହି ଧାରାବାହିକ ରେ ସିଦ୍ଧାର୍ଥ ଗୋଟିଏ ଏପିଷୋଡ଼ କୁ ଏକ ଲକ୍ଷ ଟଙ୍କା ନେଉଥିଲେ । ତେବେ ସେହି ହିସାବ ରେ ତାଙ୍କ ର ସମସ୍ତ ସମ୍ପତ୍ତି ହେଉଛି ୨୯ କୋଟି ଟଙ୍କାର ମାଲିକ । ତା ସହ ମୁମ୍ବାଇ ରେ ତାଙ୍କର ନିଜର ଗୋଟିଏ ଫ୍ଲାଟ ଅଛି ଏବଂ ଏକ ବିଏମଡବ୍ଲୁ କାର ମଧ୍ୟ ରହିଛି ଯାହାର ଦାମ ୭୩ ଲକ୍ଷ ଟଙ୍କା । ଏହି କାରଣ ଯୋଗୁଁ ସିଦ୍ଧାର୍ଥ ଙ୍କୁ ଟିଭି ର ଅମ୍ବାନୀ ମଧ୍ୟ କୁହାଯାଏ ।

Leave a Reply

Your email address will not be published. Required fields are marked *