ଭାଇରାଲ ହେଲା Hospital ରେ Sidharth Shukla ଙ୍କ ଶେଷ ସମୟର Video

ନମସ୍କାର ବନ୍ଧୁଗଣ ଏହି ଦୁଇ ବର୍ଷ ହେବ ଆମକୁ ଅନେକ ଦୁଃଖଦ ଖବର ଶୁଣିବାକୁ ମିଳୁଛି । ଅନେକ ସେଲିବ୍ରେଟି ମାନେ ଆମକୁ ଛାଡି ଆରପାରି କୁ ପଳାଇ ଗଲେ ବଡ଼ ପରଦା ଏବଂ ଛୋଟ ପରଦାର ଅନେକ କଳାକାର ଙ୍କ ମୃ-ତ୍ୟୁ ହୋଇ ସାରିଲାଣି ଯେମିତି ଲାଗୁଛି ସତେ ଏହା ଏକ ଅ-ଭି-ଶା-ପ ହୋଇ ଯାଇଛି । ତେବେ ମଣିଷ ଜୀବନ ର କୌଣସି ଭରସା ନଥାଏ କେତେବେଳେ କେଉଁ କ୍ଷଣି ଏହି ଜୀଵନ ଖଣ୍ଡିକ ପଳେଇବ ତାହା କେହି ବି ଜାଣି ନାହାଁନ୍ତି ।

ତେବେ ବର୍ତ୍ତମାନ ଫୁଣି ଥରେ ଆଉ ଏକ ଦୁଃଖଦ ଖବର ଶୁଣିବାକୁ ମିଳୁଛି ତାହା ହେଉଛି ଅଭିନେତା ସିଦ୍ଧାର୍ଥ ଶୁକ୍ଳା ଙ୍କ ଅକାଳ ମୃ-ତ୍ୟୁ । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟ ରେ ଜାଣିନେବା । ତେବେ ସିଦ୍ଧାର୍ଥ ଜଣେ ହେଉଛନ୍ତି ଛୋଟ ପରଦା ର ସବୁଠାରୁ ଲୋକପ୍ରିୟ ଅଭିନେତା ସେ ବାଲିକା ବଧୂ, ଲବ ୟୁ ଜିନ୍ଦେଗୀ, ଦିଲ ସେ ଦିଲ ତକ ରେ ମୁଖ୍ୟ ଚରିତ୍ର ରେ ଅଭିନୟ କରି ଲୋକ ମାନଙ୍କ ର ପ୍ରିୟ ହୋଇ ପାରିଥିଲେ ।

ତେବେ ସେ ଅଧିକ ପ୍ରସିଦ୍ଧି ଏବଂ ଲୋକପ୍ରିୟତା ବିଗ ବସ ୧୩ ରୁ ହିଁ ପ୍ରାପ୍ତ କରିଥିଲେ ଏବଂ ସେ ଏହି ରିୟାଲିଟି ଶୋ ର ବିଜେତା ହୋଇଥିଲେ । ତେବେ ବର୍ତ୍ତମାନ ଖବର ଶୁଣିବାକୁ ମିଳୁଛି ଯେ ହୃଦଘାତ ହେବା କାରଣ ରୁ କାଲି ସକାଳେ ହିଁ ତାଙ୍କର ମୃ-ତ୍ୟୁ ହୋଇ ଯାଇଛି ତେବେ ସୂଚନା ଅନୁସାରେ ସିଦ୍ଧାର୍ଥ ଙ୍କ ଘର ଲୋକ ଗୁରୁବାର ଅର୍ଥାତ କାଲି ସକାଳେ ତାଙ୍କୁ ମୁମ୍ବାଇର କୂପର ହସ୍ପିଟାଲକୁ ନେଇ ଯାଇଥିଲେ ।

ତେବେ ହସ୍ପିଟାଲରେ ପହଁଚିବା ପରେ ତାଙ୍କୁ ମୃତ ଘୋଷଣା କରାଯାଇ ଥିଲା । ତେବେ ସିଦ୍ଧାର୍ଥ ଶୁକ୍ଳା ଙ୍କ ଏପରି ଅଚାନକ ମୃ-ତ୍ୟୁ ଟିଭି ଇଣ୍ଡଷ୍ଟ୍ରୀ ରେ ଶୋକ ର ବାତାବରଣ ସୃଷ୍ଟି କରିଛି ।
ତେବେ ବର୍ତ୍ତମାନ ସିଦ୍ଧାର୍ଥ ଙ୍କ ମୃ-ତ୍ୟୁ ପରେ ତାଙ୍କର ଶେଷ ଦର୍ଶନ ପାଇଁ ଅନେକ ସେଲିବ୍ରେଟି ମାନେ ହସ୍ପିଟାଲରେ ପହଁଚି ଥିଲେ ।

ତେବେ ଆସିମ,ସମ୍ଭାବନା ସେଠ, ଵିଶାଲ, ବରୁଣ ଧାବନ, ହିନ୍ଦୁସ୍ତାନୀ ଭାଉ, ରାହୁଲ ମହାଜନ,ରାହୁଲ ବେଦ୍ୟ ଏବଂ ଦିଶା, ଆଦି ଅନେକ ସେଲିବ୍ରେଟି ମାନେ ସେଠାରେ ପହଁଚି ଥିଲେ ଏବଂ ତାଛଡା ସିଦ୍ଧାର୍ଥ ଙ୍କ ପରିବାର ଲୋକ ମଧ୍ୟ ଥିଲେ ତାଙ୍କ ମାଉସୀ ,ଭଉଣୀ ଆଦି ସମସ୍ତେ ହସ୍ପିଟାଲରେ ଶେଷ ଦର୍ଶନ ପାଇଁ ଆସିଥିଲେ । ତେବେ ସିଦ୍ଧାର୍ଥ ଙ୍କ ଏହି ଅଚାନକ ମୃତ୍ୟୁ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ଏହା ଏକ ଅପୁରଣୀୟ କ୍ଷତି ଅଟେ ।

Leave a Reply

Your email address will not be published. Required fields are marked *