ଅଧ ରାତିରେ ଜୋର-ଜୋରରେ ଭୁକୁଥିଲା କୁକୁଡ଼ା, ସିସିଟିଭି ଦେଖିଲେ ତ ହୋସ ଉଡିଗଲା ! ଦେଖନ୍ତୁ ଏହି Shocking ଭାଇରାଲ Video

ବନ୍ଧୁଗଣ ମଣିଷ ଓ କୁକୁର ମଧ୍ୟରେ ବହୁତ ଭିନ୍ନ ସମ୍ପର୍କ ରହିଛି । କୁକୁର ଆପଣଙ୍କ ଘରର ଜିନିଷ ନିଶ୍ଚୟ ଭାଙ୍ଗୁ ଥିବେ ହେଲେ ଆପଣଙ୍କ ମନ କେବେ ଭାଙ୍ଗିବେ ନାହିଁ । କୁକୁର ନିଜ ମାଲିକର ସୁରକ୍ଷା ପାଇଁ ନିଜ ଜୀବନକୁ ବାଜିରେ ପକାଇ ଦିଏ । ବନ୍ଧୁଗଣ କୁକୁର ମାନଙ୍କ ସହ ଜଡିତ କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତା ହେଲେ ଆସନ୍ତୁ ଜାଣିବା ଏହି ସବୁ ଭିଡିଓ ବିଷୟରେ ।

୧. ୨୦୧୭ ମସିହାରେ ମେକ୍ସିକୋର ଏକ ପେଟ୍ରୋଲ ପମ୍ପ ପାଖରେ ଏକ ଷ୍ଟ୍ରିଟ ଡଗ୍ ବୁଲୁଥିଲା । ସେହି କୁକୁରକୁ ଦେଖି ପେଟ୍ରୋଲ ପମ୍ପରେ କାମ କରୁଥିବା ଏକ ଷ୍ଟାଫର ମନ ହେଲା ତାକୁ ରଖବା ପାଇଁ ଏହା ପରେ ସେ କୁକୁରକୁ ରଖିଲା । ଦିନେ ପେଟ୍ରୋଲ ପମ୍ପକୁ ଦୁଇଟି ଦୁର୍ବୁତ୍ତ ଆସି ଷ୍ଟାଫ ସହ ଖରାପ ବ୍ୟବହାର କରିଲେ ହେଲେ ସେହି ସମୟରେ ସେହି କୁକୁରଟି ସେମାନଙ୍କୁ ଭୋକି ତଡି ଦେଲା ।

୨. ସେପ୍ଟେମ୍ବର ୨୦୧୦ରେରେ ଟ୍ରିକଷି ନାମକ ଏକ କୁକୁର ଘର ବାହାରେ ବୁଲୁଥିଲା ସେହି ସମୟରେ ତା ଉପରେ କାୟୋଟି ଆକ୍ରମଣ କରିଦେଲା । ହେଲେ ବନ୍ଧୁଗଣ ସଠିକ ସମୟରେ ତ୍ରିକଷିର ବନ୍ଧୁ କୁକୁର ହାପି ଆସି କାୟୋଟି ଉପରେ ଆକ୍ରମଣ କରିଦେଲା ଯାହାଫଳରେ ଟ୍ରିକଷିର ଜୀବନ ବଞ୍ଚିଗଲା ।

https://www.youtube.com/watch?v=RROv3ffo_6Q

୩. ଜାନୁୟାରୀ ୨୦୨୨ରେ ମଧ୍ୟପ୍ରଦେଶ ଗ୍ଵାଲିୟରରେ ରହୁଥିବା ନିତିନ ନାମକ ଜଣେ ବ୍ୟକ୍ତିଙ୍କୁ ଘରକୁ ୬ ଜଣ ଗୁଣ୍ଡା ଆସିଥିଲେ । ଏହା ପରେ ସେମାନେ ନିତିନଙ୍କୁ ମାରପିଟ କରି ଜବରଦସ୍ତି ଗାଡିରେ ପୁରାଇବା ପାଇଁ ଚେଷ୍ଟା କରିଲେ ହେଲେ ସେହି ସମୟରେ ନିତିନର କୁକୁର ଆସି ସମସ୍ତ ଗୁଣ୍ଡାକୁ କାମୁଡିବାକୁ ଲାଗିଲା ଯାହାଫଳରେ ଗୁଣ୍ଡା ମାନେ ସେହି ସ୍ଥାନ ଛାଡି ଚମ୍ପଟ ମାରିଲେ ।

୪. ଜୁନ ୨୦୧୯ରେ ଆର୍ଜେଣ୍ଟିନାର ଏକ କ୍ଲିମେଜରେ ଜଣେ ବ୍ୟକ୍ତି ନିଜ ଗାଡିରୁ କିଛି ଜିନିଷ ବାହାର କରୁଥିଲା । ସେହି ସମୟରେ ଦୁଇଟି ଦୁର୍ବୁତ୍ତ ହାତରେ ଅସ୍ତ୍ର ଧରି ତା ପାଖକୁ ଆସିଲେ ଓ ତାକୁ ଡରାଇ ଟଙ୍କା ମାଗିଲେ । ହେଲେ ବନ୍ଧୁଗଣ ସେହି ସମୟରେ କାର ଭିତରୁ ବ୍ୟକ୍ତିର ଦୁଇଟି କୁକୁର ଭୋକି ଭୋକି ବାହାରକୁ ଆସିଲେ । କେବଳ ଦୁଇଟି ବକ୍ସର ପ୍ରଜାତିର କୁକୁର ଦେଖି ଦୁଇଜଣ ଦୁର୍ବୁତ୍ତ ସେହି ସ୍ଥାନରୁ ଚମ୍ପଟ ମାରିଲେ ।

୫. ରାଇପୁରରେ ରାତି ୨ଟାରେ କିଛି ଚୋର ଘର ଭିତରେ ପଶିବା ପାଇଁ ଚେଷ୍ଟା କରିଲେ ଓ ଘର ପାଚେରି ଉପରେ ଚଢିଗଲେ । ହେଲେ ସେହି ସମୟରେ ଘରର କୁକୁର ବାହାରକୁ ଆସି ଭୋକିଲା ଯାହାଫଳରେ ଦୁଇଜଣ ଛୋଟ ସେହି ଜାଗରୁ ମାତ୍ର କିଛି ସମୟ ମଧ୍ୟରେ ଚମ୍ପଟ ମାରିଲେ । ତା ହେଲେ ବନ୍ଧୁଗଣ କୁକୁର ମାନଙ୍କ ଏହି ସବୁ ଭିଡିଓ ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *