ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ପୁଅ ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ବିଷୟରେ ଭଲ ଭାବରେ ଜାଣି ଥିବେ । ଗତ ବର୍ଷ ଜୁଲାଇ ୬ ତାରିଖ ଦିନ ହଠାତ ନି-ଖୋ-ଜ ହୋଇ ଯାଇଥିଲେ ମାନବ ପ୍ରେମୀ ଆଦିତ୍ୟ ଦାସ ।
ତା ପର ଦିନ ର-ହ-ସ୍ୟ-ଜ-ନ-କ ଭାବରେ ମିଳିଥିଲା ଆଦିତ୍ୟ ଦାସଙ୍କ ମୃ-ତ ଦେ-ହ । ସେତେବେଳେ ଆଦିତ୍ୟ ଦାସ ଆ-ତ୍ମ-ହ-ତ-ୟା କରିଥିଲେ ବୋଲି ଜଣା ପଡିଥିଲା । ଏହି ଖବର ଜାଣିବା ପରେ ସମସ୍ତ ଓଡିଶା ବାସୀ ଦୁଃଖ ପ୍ରକାଶ କରିଥିଲେ । ଏକ ରେଳ ଟ୍ରାକ ଉପରେ ତାଙ୍କ ମୃ-ତ ଶ-ରୀ-ର ପଡିଥିଲା । ଗତ ବର୍ଷରୁ ଏହି କେ-ସ-ର ତ-ଦ-ନ୍ତ ପୋ-ଲି-ସ କରୁଛି ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଆଦିତ୍ୟଙ୍କ ମୃ-ତ୍ୟୁ-ର କାରଣ ଓ ଆ-ରୋ-ପି ବିଷୟରେ ଜଣା ପଡି ନାହିଁ ।

ଗତ କିଛି ସମୟ ପୂର୍ବରୁ ମିଡିଆ ଆଦିତ୍ୟ ଦାସଙ୍କ ମା’ଙ୍କ ପାଖକୁ ଯାଇଥିଲେ । ଆଦିତ୍ୟଙ୍କ ମା ତାଙ୍କ ବୋହୁ(ଆଦିତ୍ୟଙ୍କ ପତ୍ନୀ)ଙ୍କୁ ଫୋନ କରି ଆଦିତ୍ୟଙ୍କ ମୃ-ତ୍ୟୁ ସ-ମ୍ବ-ନ୍ଧି-ତ ତଥ୍ୟ ବିଷୟରେ ପଚାରିଥିଲେ । ପୂର୍ବରୁ ଆଦିତ୍ୟଙ୍କ ମୃ-ତ୍ୟୁ ପଛରେ ତାଙ୍କ ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ହାତ ଅଛି ବୋଲି ଜଣା ପଡିଥିଲା ହେଲେ କୌଣସି ପ୍ରମାଣ ମିଳି ନଥିଲା । ଆଦିତ୍ୟଙ୍କ ମା ଫୋନ କଲ୍ ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ଆଜି ଆମେ ଆପଣ ମାନଙ୍କୁ ସେହି ଫୋନ କଲ୍ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଆଦିତ୍ୟଙ୍କ ମା ମିଡିଆ ସାମ୍ନାରେ କାନ୍ଦି କାନ୍ଦି ନିଜ ବୋହୁକୁ କେବଳ ଗୋଟିଏ ପ୍ରଶ୍ନ ପଚାରିଥିଲେ-‘ଆଦିତ୍ୟ ଆ-ତ୍ମ-ହ-ତ-ୟା କରିଛି ନା ତାର ହ-ତ-ୟା କରାଯାଇଛି ?’, ଏହି ପ୍ରଶ୍ନର ଉତ୍ତର ଦେଇ ବିଦ୍ୟାଶ୍ରୀ କହୁଛନ୍ତି-‘ମା ମୁ ଏହାର ଉତ୍ତର ଆପଣଙ୍କ ଠାରୁ ଶୁଣିବାକୁ ଚାହିଁବି । ତମେ ମୋତେ ଯେତେ ଥର ବି ଏହି ପ୍ରଶ୍ନ ପଚାରିଛ ମୁ ତମକୁ କଣ ଉତ୍ତର ଦେଇଛି । ତମେ କେମିତି ଭାବି ପାରୁଛ ତମ ପୁଅ ଆ-ତ୍ମ-ହ-ତ-ୟା କରିଥିବ’ ।

ଏହା ପରେ ଆଗକୁ ବିଦ୍ୟାଶ୍ରୀ କହିଲେ-‘ ମୁ ସଂପୂର୍ଣ୍ଣ ରୂପେ ବର୍ତ୍ତମାନ ମଧ୍ୟ ବିଶ୍ଵାସ କରିପାରୁ ନାହିଁ ଯେ ଆଦିତ୍ୟ ଆ-ତ୍ମ-ହ-ତ-ୟା କରିଛନ୍ତି । ଆଦିତ୍ୟଙ୍କ ଶ-ରୀ-ର ଯେଉଁ ପରି ଭାବରେ ଟ୍ରେ-ନ ଟ୍ରା-କ-ରେ ମିଳିଥିଲା ସେଥିରୁ ଜଣା ପଡୁ ନାହିଁ ଯେ ତାଙ୍କୁ କୌଣସି ଟ୍ରେ-ନ ଧ-କା କରିଥିବ ।
କେତେକ ଟ୍ରେ-ନ ଡ୍ରା-ଇ-ଭ-ର ମାନେ ମଧ୍ୟ ଏହାର ଉତ୍ତର ଦେଇ ସାରିଛନ୍ତି । ଯେଉଁ ପରି ଭାବରେ ଆଦିତ୍ୟଙ୍କ ମୁ-ଣ୍ଡରେ ଆ-ଘା-ତ ଲାଗିଥିଲା ତାକୁ ମଧ୍ୟ ଆଧାର କରିଲେ ଏହା ଜଣା ପଡୁ ନାହିଁ ଯେ ଆଦିତ୍ୟଙ୍କୁ କୌଣସି ଟ୍ରେ-ନ ମା-ଡ କରିଛି’ । ଏହାପରେ ଆଗକୁ ବିଦ୍ୟାଶ୍ରୀ କହିଲେ-‘ମୋ ସ୍ଵାମୀ ଆ-ତ୍ମ-ହ-ତ-ୟା କରି ନାହାନ୍ତି ତାଙ୍କର ହ-ତ-ୟା କରାଯାଇଛି ।

ଆଦିତ୍ୟଙ୍କ ହ-ତ-ୟା ପାଇଁ ମୁ ଗୋଟେ ଦିଗ ଉପରେ ସ-ନ୍ଦେ-ହ କରୁ ନାହିଁ ମୁ ବିଭିନ୍ନ ଡ଼ି-ଆ-ଇଜି ଉପରେ ସ-ନ୍ଦେ-ହ କରୁଛି । ଯେହେତୁ ମୋ ପାଖରେ କିଛି ପ୍ରମାଣ ନାହିଁ ତେଣୁ ମୁ କାହା ଉପରେ ଆଙ୍ଗୁଠି ଉଠାଇ ପରିବିନି ସେଥିପାଇଁ ମୁ ଚୁପ ରହୁଛି’ । ତ ବନ୍ଧୁଗଣ ଏହି ପରି ଭାବରେ ବିଦ୍ୟାଶ୍ରୀ ନିଜ ସ୍ଵାମୀଙ୍କ ହ-ତ-ୟା ବିଷୟରେ କହିଥିଲେ । ତା ହେଲେ ବନ୍ଧୁଗଣ ଆଦିତ୍ୟଙ୍କ ଦେ-ହା-ନ୍ତ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।

