ବନ୍ଧୁଗଣ ଆମ ଦେଶର ସୁରକ୍ଷା ପାଇଁ ସମସ୍ତ ଯବାନ ମାନେ ନିଜ ଜୀବନ ହରାଇବା ପାଇଁ ପଛାଇ ନଥାନ୍ତି । ଯବାନ ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରିଥାନ୍ତି । ସମାଜରେ ଆମ ଦେଶ ପାଇଁ ଲଢୁଥିବା ସମସ୍ତ ଯବାନ ମାନଙ୍କର ବହୁତ ସମ୍ମାନ ରହିଛି । ହେଲେ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଯବାନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଦୁଇଟି ଅନାଥ ଭାଇ ଭଉଣୀଙ୍କ ପାଇଁ ଦେବଦୂତ ସାଜି ଛନ୍ତି । ଯବାନ ଜଣକ ସେହି ଅନାଥ ଭାଇ ଭଉଣୀଙ୍କ ଭରଣ ପୋଷଣ କରିବାକୁ ପ୍ରତୁଶ୍ରୁତି ଦେଇଛନ୍ତି ।

ଦୁଇ ଅନାଥ ଛୁଆଙ୍କର ଭବିଷ୍ୟତ ଗଢିବା ପାଇଁ ଆର୍ଥିକ ସହାୟତା କରିବେ ଯବାନ । ତା ହେଲେ ବନ୍ଧୁଗଣ କିଏ ସେ ଯବାନ ଓ କେଉଁ ଦୁଇ ଅନାଥ ଛୁଆଙ୍କ ପାଇଁ ସାହାରା ହୋଇଛନ୍ତି ସେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ମି-ଡି-ଆ ରିପୋର୍ଟସ ଅନୁସାରେ କୋରାପୁଟ ଜିଲ୍ଲା ଦଶମନ୍ତ ପୁର ବ୍ଲକ ସଦର ସ୍ଥିତ କଂସାରି ସାହିରେ ରହୁଛନ୍ତି ଦୁଇ ଅନାଥ ଭାଇ ଭଉଣୀ । ସେହି ଦୁଇଜଣଙ୍କର ନାମ ହେଉଛି ସୁରେଶ କଂସାରି ଓ ପ୍ରିୟାଙ୍କା କଂସାରି । ଗତ ୪ ବର୍ଷ ତଳେ ସେମାନଙ୍କ ପରିବାର ହସଖୁସିରେ ଚାଲିଥିଲା ।

ହେଲେ ସେହି ହସଖୁସିର ସଂସାରରେ ଦିନେ କଳା ବାଦଲ ଆସିଯାଇଥିଲା । ବାପା ମା ଓ ବଡ ଭାଇଙ୍କ ମୃ-ତ୍ୟୁ ପରେ ଅନାଥ ହୋଇଯାଇଥିଲେ ଏହି ଦୁଇ ଭାଇ ଭଉଣୀ । ବାପା ମାଙ୍କ ମୃ-ତ୍ୟୁ ପରେ ପାଠ ପଢିବା ତ ଦୂରର କଥା ଏମାନେ ଖାଇବାକୁ ପାଇଲେ ନାହିଁ । ଗୋଟିଏ ପଟେ ପରିବାରର ଦାଇତ୍ଵ ଓ ଆଉ ଗୋଟେ ପଟେ ଭଉଣୀର ପାଠ ପଢା ସେହି ସମୟରେ ବିଚଳିତ ହୋଇଯାଇଥିଲା ଭାଇ । ଗତ ଶନିବାର ଦିନ ଏହି ଅସହାୟ ଭାଇ ଭଉଣୀଙ୍କ ଖବର ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହୋଇଥିଲା ।

ସୋ-ସି-ଆ-ଲ ମି-ଡି-ଆରେ ଏହି ଖବର ବିଷୟରେ ଜାଣି ଅସହାୟ ଭାଇ ଭଉଣୀଙ୍କ ସହାୟତା ପାଇଁ ଆଗେଇ ଆସିଥିଲେ ଏହି ଯବାନ । ଯବାନ ଜଣକ ସେହି ଭାଇ ଭଉଣୀଙ୍କ ପାଖକୁ ଯାଇ ସେମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ହାତ ବଢାଇ ଥିଲେ । ଯବାନ ଜଣକଙ୍କ ନାମ ହେଉଛି ଜୟରାମ ପୂଜାରୀ ସେ ଏସଏପି ଯବାନ ଅଟନ୍ତି । ଦୁଇ ଅନାଥ ଭାଇ ଭଉଣୀ ସେହି ଯବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବର୍ତ୍ତମାନ ଦୁଇ ଭାଇ ଭଉଣୀ ପାଠ ପଢି ମଣିଷ ହେବା ପାଇଁ ଚାହୁଁ ଛନ୍ତି ।

ଦୁଇ ଅନାଥ ଭାଇ ଭଉଣୀ ବର୍ତ୍ତମାନ ସେହି ଯବାନଙ୍କୁ ନିଜ ବଡ ଭାଇ ଠାରୁ ଅଧିକ ମାନ୍ୟତା ଦେଇଛନ୍ତି ।ବାପା ମା ନଥିଲେ ମଧ୍ୟ ଏକ ବଡ ଭାଇ ପରି ଦୁଇ ଅନାଥ ଛୁଆଙ୍କ ପାଇଁ ଛିଡା ହୋଇଛନ୍ତି ଏହି ଯବାନ । ଯବାନଙ୍କର ଏହି କାମକୁ ଦେଖି ସୋ-ସି-ଆ-ଲ ମି-ଡି-ଆରେ ସମସ୍ତ ଲୋକ ତାଙ୍କର ବହୁ ପ୍ରଶଂସା କରୁଛନ୍ତି । ତେବେ ଫ୍ରେଣ୍ଡ୍ସ ଯବାନ ଙ୍କ ଏପରି ମହାନ କାମ ପାଇଁ ଗୁଡ ବୋଲି ନିଶ୍ଚୟ ଲେଖନ୍ତୁ । ଭଲ ଲାଗିଥିଲେ ଲାଇକ ଓ ଷେୟାର କରନ୍ତୁ । ଧନ୍ୟବାଦ

