ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ନେପାଳରେ ଚଳିବନି ଭାରତୀୟ ଟଙ୍କା । 100 ଟଙ୍କାକୁ ଅଧିକ ନୋଟ ଉପରେ ଲାଗିଲା ପ୍ରତିବନ୍ଧକ । ଭାରତୀୟ କରେନ୍ସି କୁ ଗ୍ରହଣ କରୁନାହାନ୍ତି ମନି ଏକ୍ସଚେଞ୍ଜର । ତେବେ ନେପାଳରେ ପୂର୍ବର ପରି ଚଳିବନି 100 ଟଙ୍କା ନୋଟ୍ । ଚଳିତ ବର୍ଷ ଆମ ଭାରତରେ 2000 ଟଙ୍କିଆ ନୋଟ୍ ପ୍ରତ୍ୟାହାର କରଯାଇଥିବା ବେଳେ ନେପାଳ ଭାରତୀୟ ନୋଟ୍ ଆଗ୍ରହନୀୟ ବୋଲି ଘୋଷଣା କରିଛି ।

100 ଟଙ୍କାରୁ ଅଧିକ ନୋଟ କୁ ନେଇ ନେପାଳରେ ଖଟକଣା ଜାରି କରାଯାଇଛି । ପୂର୍ବରେ ଏପରି କେବେବି ହୋଇନଥିଲା ମାତ୍ର ଏବେ ନେପାଳରେ ଭାରତୀୟ ନୋଟ ଅବମୂଲ୍ୟାନ ଭୟଙ୍କର ସ୍ତରରେ ରହିଛି । ଭାରତୀୟ ନିୟମ ଅନୁଯାୟୀ ଜଣେ ବ୍ୟକ୍ତି ପଚିଶ ହଜାର ଟଙ୍କା ନେଇ ନେପାଳକୁ ଯାଇପାରିବ ମାତ୍ର ବର୍ତ୍ତମାନ ନେପାଳରେ ଏହା ବ୍ୟାନ କରାଯାଇଛି ।
ଯଦି କିଏ ଏହିପରି କରେ ତେବେ ତାଙ୍କୁ ଜେଲ ଯିବାକୁ ପଡିବ ବୋଲି ନେପାଳ ଘୋଷଣା ଜାରି କରିଛି । ପୂର୍ବେ ନେପାଳ ଓ ବିହାର କାରବାରରେ କୋଟି କୋଟି ଟଙ୍କା ଉପଲବ୍ଧ କରୁଥିଲା । ଭାରତର 100 ଟଙ୍କାର ମୂଲ୍ୟ ନେପାଳରେ 160 ଟଙ୍କା ଥିଲା ମାତ୍ର ଏବେ ତାହା 150 ଟଙ୍କାକୁ ଖସିଆସିଛି । ଏହି କାରଣରୁ ନେପାଳ ଓ ବିହାର ସୀମାରେ ଥିବା କାରବାର ଗୁଡିକ ଅଧିକ ମାତ୍ରାରେ ପ୍ରଭାବିତ ହେଉଛନ୍ତି ।

ମନି ଏକ୍ସଚେଞ୍ଜର ମାନେ ମଧ୍ୟ ଭାରତୀୟ ମୁଦ୍ରାକୁ ଗ୍ରହଣ କରୁନାହାନ୍ତି ତେବେ କରେନ୍ସିକୁ ନେଇ ଭାରତ ଓ ନେପାଳ ମଧ୍ୟ କୋଣସି ଅବୁଝାମୁଣା ହୋଇନି । ନେପାଳରେ 100 ଟଙ୍କାରୁ ଅଧିକ ସାମଗ୍ରୀ କିଣିଲେ ଟିକସ ବ୍ୟବସ୍ଥା ରହିଛି । ନେପାଳରେ ଭାରତୀୟ ମୁଦ୍ରାର ବାରମ୍ବାର ଅବମୂଲ୍ୟାନ କୁ ନେଇ ନେପାଳ ରାଷ୍ଟ୍ରବ୍ୟାଙ୍କର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି ।
100 ଟଙ୍କାଋ ଉର୍ଦ୍ଧ ଟଙ୍କା ବ୍ୟାନ ହେବାର କାରଣ ଦର୍ଶାଇ ଜଣେ ବିଶେଷ୍ଜ୍ଞ କହିଛନ୍ତି କେ ନେପାଳ ଓ ଭାରତ ସୀମା ଖୋଲା ହୋଇଥିବା କାରଣରୁ ଇତି ମଧ୍ୟରେ ଉଭୟ ଦେଶର ତସ୍କର ବଢିଛି । ଭାରତ ଅପେକ୍ଷା ନେପାଳରେ ସୁନା ଶସ୍ତା ହୋଇଥିବାରୁ ଭାରତୀୟ ମୁଦ୍ରା ଅଧିକ ହୋଇଗଲାଣି । ଏହିସବୁ କାରଣରୁ ଭାରତୀୟ ମନିକୁ ବ୍ୟାନ କରାଯାଇଥିବା ବୋଲି ସୂଚନା ମିଳିଛି । ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

