ବନ୍ଧୁଗଣ ଆପଣ ମାନେ ସମସ୍ତେ ଅଷ୍ଟ୍ରେଲିଆ କ୍ରିକେଟ ଟିମର ଖେଳାଳି ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଖେଳାଳି ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଖେଳ ପାଇଁ ସୋସିଆଲ ମିଡିଆରେ ବହୁତ ଅଧିକ ଚର୍ଚାରେ ରୁହନ୍ତି ।
ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଷ୍ଟ୍ରେଲିଆ ଖେଳାଳି ବିଷୟରେ କହିବାକୁ ଯାଉଛୁ ସେ ଅଷ୍ଟ୍ରେଲିଆ ଟିମରେ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ଖେଳାଳି ଜଣକ ବନ୍ଧୁଗଣ ଆଉ କେହି ନୁହେଁ ସେ ହେଉଛନ୍ତି ଗ୍ଲେନ ମାସ୍କୱେଲ । ଗ୍ଲେନ ମାସ୍କୱେଲ ହେଉଛନ୍ତି ଅଷ୍ଟ୍ରେଲିଆର ଏକ ଷ୍ଟାର ଖେଳାଳି । ସେ ନିଜର ସୁନ୍ଦର ପଦର୍ଶନ ଦେଖାଇ ବହୁତ ଥର ନିଜ ଟିମକୁ ଜିତାଇ ଛନ୍ତି ।

ବନ୍ଧୁଗଣ ଗତ କିଛି ଦିନ ହେବ ଗ୍ଲେନ ମାସ୍କୱେଲ ସୋସିଆଲ ମିଡିଆରେ ନିଜ ଲଭ ଲାଇଫ ପାଇଁ ବହୁତ ଚର୍ଚାରେ ରହୁଛନ୍ତି । ଗ୍ଲେନ ମାସ୍କୱେଲଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି । ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବହୁତ ଶୀଘ୍ର ଅଷ୍ଟ୍ରେଲିଆ ଟିମର ଷ୍ଟାର ଖେଳାଳି ଗ୍ଲେନ ମାସ୍କୱେଲ ଭାରତର ଜ୍ଵାଇଁ ହେବାକୁ ଯାଉଛନ୍ତି । ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଗତବର୍ଷ ଗ୍ଲେନ ମାସ୍କୱେଲ ବିନି ରମନଙ୍କ ସହ ଭାରତୀୟ ରୀତିନୀତିରେ ନିର୍ବନ୍ଧ କରିଥିଲେ । ଏହି ନିର୍ବନ୍ଧରେ ବିନି ଓ ମାସ୍କୱେଲଙ୍କ ପରିବାର ଲୋକ ଏବଂ କିଛି ସାଙ୍ଗ ସାମିଲ ହୋଇଥିଲେ । ମିଡିଆ ରିପୋର୍ଟସ ଅନୁସାରେ ଏହି ଦୁଇଜଣ ବହୁତ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବନ୍ଧୁଗଣ ବହୁତ ଶୀଘ୍ର ଅଷ୍ଟ୍ରେଲିଆର ଖେଳାଳି ମାସ୍କୱେଲ ଭାରତର ଜ୍ଵାଇଁ ହେବାକୁ ଯାଉଛନ୍ତି ।

ବିନି ରମନଙ୍କ ସହ ବିବାହ କରିବା ପରେ ମାସ୍କୱେଲ ସନ ଟେଟଙ୍କ ପରି ଦ୍ଵିତୀୟ ଅଷ୍ଟ୍ରେଲିଆ ଖେଳାଳି ହେବେ ଯିଏ ଭାରତୀୟ ମହିଳାଙ୍କୁ ବିବାହ କରିବେ । ବନ୍ଧୁଗଣ 2014 ମସିହାରେ ସନ ଟେଟ ମୂଳ ଭାରତୀୟ ମାସୁମ ସିଂହଙ୍କୁ ବିବାହ କରିଥିଲେ । ଏହାପରେ ଏହି ଦୁଇଜଣ ଆଇପିଏଲ ପାର୍ଟିରେ ନଜର ଆସିଥିଲେ ।

ବନ୍ଧୁଗଣ ବର୍ତ୍ତମାନ ମାସ୍କୱେଲ ଓ ବିନି ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର ଲଭ ଲାଇଫ ଫଟୋ ଗୁଡିକୁ ସେୟାର କରୁଛନ୍ତି । ଏହି ଫଟୋ ଗୁଡିକ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ମଧ୍ୟ ହେଉଛି । ମାସ୍କୱେଲଙ୍କ ଫ୍ୟାନ୍ସ ମାନେ ଏହି ବିବାହ ପାଇଁ ବହୁତ ଅଧିକ ଖୁସି ଅଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

