ଏହି ଭୟଙ୍କର ରୋଗରେ ପୀଡିତ ଅଛି କୁନି ପିଲାଟି, ଯାହାର ଇଞ୍ଜେକ୍ସନ ଦାମ 16 କୋଟି ଟଙ୍କା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ କରୋନା ପାଇଁ ଭାରତ ଓ ଭାରତ ବାହାରେ ସମସ୍ତ ସ୍ଥାନରେ ମୃତ୍ୟୁ ର ତାଣ୍ଡବ ଦେଖିବାକୁ ମିଳୁଛି । ଏହି ପରି ସମୟ ରେ ଆୟାନ୍ସ ନାମକ ହାଇଦ୍ରାବାଦ ର ଜଣେ ଶିଶୁ ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି ।

ସେ ବର୍ତ୍ତମାନ ଏକ ପ୍ରକାର ମୃତ୍ୟୁଜନିତ ରୋଗ ସହିତ ସଂଘର୍ଷ କରୁଛନ୍ତି । ସେ ବର୍ତ୍ତମାନ SMA ନାମକ ଗୋଟିଏ ମାରାତ୍ମକ ରୋଗ ରେ ପିଡୀତ ଅଛନ୍ତି । ଡାକ୍ତର ଙ୍କ କହିବା ଅନୁସାରେ ଏହି ରୋଗ ରେ ବହୁତ କମ ପିଲା ଆକ୍ରାନ୍ତ ହୋଇଥାନ୍ତି । ଏହି ରୋଗ ହେଲେ ବଂଚିବା ର ସମ୍ଭାବନା ବହୁତ କମ ଥାଏ । କିନ୍ତୁ ଆୟାନ୍ସ ର ବଂଚିବା ର ସମ୍ଭାବନା ଅଛି ।

କିନ୍ତୁ ସେଥିପାଇଁ ଅନେକ ଟଙ୍କା ର ଆବଶ୍ୟକ ଅଛି । ଆୟାନ୍ସ ର ଅଭିଭାବକ ବର୍ତ୍ତମାନ ସୁଦ୍ଧା କିଛି ଟଙ୍କା ଯୋଗାଡ କରି ସାରିଲେଣି କିନ୍ତୁ ଆଉ କିଛି ଟଙ୍କା ଯୋଗାଡ ହୋଇପାରୁନାହିଁ । ତେଣୁ ତାଙ୍କୁ ସାହାଯ୍ୟ କରିବା ପାଇଁ ସେ ଲୋକ ମାନଙ୍କୁ ଗୁହାରି କରିଛନ୍ତି । ଆୟାନ୍ସ ବର୍ତ୍ତମାନ SMA ରୋଗ ରେ ପିଡୀତ ଅଛନ୍ତି । ଏହି ରୋଗ ଦ୍ଵାରା ସେ ବର୍ତ୍ତମାନ ଚାଲି ପାରୁ ନାହାନ୍ତି ।

ସେ ଠିକ ରେ ଠିଆ ହୋଇ ପାରୁନାହାନ୍ତି । ଏହା ସହିତ ସେ ଠିକ ବସି ପାରୁ ନାହାନ୍ତି କିମ୍ବା ଖାଇ ମଧ୍ୟ ପାରୁ ନାହାନ୍ତି । ସେ ସାଧାରଣ ଶିଶୁ ଙ୍କ ପରି ଶ୍ଵାସକ୍ରିୟା ମଧ୍ୟ କରିପାରୁ ନାହାନ୍ତି ।  ସେ ବଂଚିବେ କି ନାହିଁ ତା ଉପରେ ମଧ୍ୟ ବର୍ତ୍ତମାନ ସନ୍ଦେହ ଅଛି । କିନ୍ତୁ ତାଙ୍କୁ ବଞ୍ଚାଇବା ପାଇଁ ଗୋଟିଏ ବହୁତ ଦାମୀ ଔଷଧ ଆବଶ୍ୟକ ଅଟେ ।

ତାହାର ନାମ ହେଉଛି ZOLGENSMA । ଏହି ଔଷଧ ର ମୂଲ୍ୟ ୧୬ କୋଟି ଟଙ୍କା ଅଟେ । ତାଙ୍କ ପିତା ମାତା ବର୍ତ୍ତମାନ ୧୦ କୋଟି ଟଙ୍କା ଯୋଗାଡ କରି ସାରିଛନ୍ତି । ତାଙ୍କୁ ଆଉ ୬କୋଟି ଟଙ୍କା ଆବଶ୍ୟକ ଅଛି । ତେଣୁ ତାଙ୍କ ପିତା ମାତା ଏକ ଭିଡିଓ ଦ୍ଵାରା ତାଙ୍କ ସନ୍ତାନ କୁ ବଞ୍ଚାଇବା ପାଇଁ କିଛି ଟଙ୍କା ସାହାଯ୍ୟ କରିବା ପାଇଁ ନିବେଦନ କରିଛନ୍ତି ।

ତାଙ୍କୁ ସାହାଯ୍ୟ କରିବା କୁ ଚାହିଁଲେ ଆପଣ ତାଙ୍କ ଆକାଉଣ୍ଟ ନମ୍ବର -700701717157379 ଓ ଆଇ ଏଫ ଏସ ସି ନମ୍ବର-YESBOCMSNOC ଦ୍ୱାରା ସାହାଯ୍ୟ କରିପାରିବେ । ତେବେ ବନ୍ଧୁଗଣ  ଏଥିରେ ଆପଣଙ୍କ ମତାମତ ଆମକୁ ନିଶ୍ଚିତ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *