ଆପଣ ମାନେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।
ବନ୍ଧୁଗଣ ଏହା ସହିତ ଏହି ଅଭିନେତ୍ରୀ ମାନେ ନିଜ ବିବାହ ଓ ନିଜ ଲଭ ଅଫେୟାର ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ଜାଙ୍କଲିନ । ଆପଣ ମାନେ ସମସ୍ତେ ଅନେକ ଓଡିଆ ଧାରାବାହିକରେ ଜାଙ୍କଲିନଙ୍କୁ ନିଶ୍ଚୟ ଦେଖିଥିବେ ।

ଜାଙ୍କଲିନ ନିଜ ଅଭିନୟ ଦ୍ଵାରା ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ଜାଙ୍କଲିନ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଗତ କିଛି ଦିନ ହେବ ଜାଙ୍କଲିନ ନିଜ ବିବାହ ପାଇଆନ ବହୁତ ଚର୍ଚାରେ ରହୁଛନ୍ତି । ସେ ଗତ କିଛି ଦିନ ତଳେ ଅରବିନ୍ଦଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ତାଙ୍କର ବିବାହ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା । ତାଙ୍କ ବିବାହ ପାଇଁ ତାଙ୍କ ମାନେ ବହୁତ ଅଧିକ ଖୁସି ଅଛନ୍ତି ଓ ସୋସିଆଲ ମିଡିଆରେ ତାଙ୍କ ବିବାହ ଫଟୋ ଭାଇରାଲ ହେଉଛି । ବନ୍ଧୁଗଣ ଗତ କିଛି ସମୟ ହେବ ଜାଙ୍କଲିନଙ୍କର କିଛି ଶାଶୁ ଘରର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଜାଙ୍କଲିନ ନିଜ ବିବାହ ପାଇଁ ବହୁତ ଖୁସି ଅଛନ୍ତି ଓ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ବାରମ୍ବାର କିଛି ନା କିଛି ଫଟୋ ବା ଭିଡିଓ ସେୟାର କରୁଛନ୍ତି । ଗତ କିଛି ସମୟ ହେବ ଜାଙ୍କଲିନ ନିଜ ଶାଶୁ ଘରର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଫଟୋରେ ଜାଙ୍କଲିନ ପ୍ରଥମ ଥର ପାଇଁ ନିଜ ଶାଶୁ ଘରେ ରୋଷେଇ କରୁଥିବାର ନଜର ଆସୁଛନ୍ତି ।

ଏହା ସହିତ ଏହି ଫଟୋରେ ଜାଙ୍କଲିନ ନିଜ ଶାଶୁ ଓ ଘରର ବିଭିନ୍ନ ସଦସ୍ୟଙ୍କ ସହ ନଜର ଆସୁଛନ୍ତି । ବନ୍ଧୁଗଣ ସୋସିଆଲ ମିଡିଆରେ ଏହି ଫଟୋ ଗୁଡିକ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଲୋକ ମାନେ ଏହି ଫଟୋକୁ ଦେଖି ବହୁତ ଖୁସି ହେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଜାଙ୍କଲିନ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣେଇବେ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

