୧୪ ଲକ୍ଷ ଟଙ୍କା ଖର୍ଚ୍ଚ କରି ସେରୋଗେସୀ ସାହାର୍ଯ୍ୟରେ ପାଇଥିଲେ ପିଲା, କିନ୍ତୁ କାହିଁକି ପ୍ରଥମ ଜନ୍ମ ଦିନରେ ପୋଲିସ ତାହାକୁ ମା-ବାପାଙ୍କ ଠାରୁ ନେଲା ଛଡାଇ

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ସମସ୍ତ ମଣିଷ ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି । ଦୁନିଆର ସମସ୍ତ ଘଟଣା ଓ ଖବର ବିଷୟରେ ଆପଣ ମାନେ ସୋସିଆଲ ମିଡିଆ ଦ୍ଵାରା ବହୁତ ସହଜରେ ଜାଣି ପାରିବେ ।

ବନ୍ଧୁଗଣ ଗତ କିଛି ଦିନ ହେବ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହି ଘଟଣା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । କର୍ଣ୍ଣାଟକର ରାଜଧାନୀ ବାଙ୍ଗାଲୁରୁରେ ଏକ ଛୁଆର ଜନ୍ମ ଦିନରେ ତା ମା ବାପାଙ୍କୁ ତା ଠାରୁ ଅଲଗା କରାଯାଇଛି । ଛୁଆ ଜନ୍ମ ହେବାର ପ୍ରଥମ ବର୍ଷରେ ବହୁତ ଧୁମଧାମରେ ଜନ୍ମ ଦିନ ପାଳନ କରିବା ପାଇଁ ସମସ୍ତ ପ୍ରସ୍ତୁତି ଚାଲିଥିବା ସମୟରେ ହଠାତ ପୋ-ଲି-ସ ଆସି ଛୁଆକୁ ମା ବାପାଙ୍କ ଠାରୁ ଛଡେଇ ନେଇଯାଇଥିଲା ।


ବନ୍ଧୁଗଣ ସୋସିଆଲ ମିଡିଆରେ ଏହି ଘ-ଟ-ଣା-ଟି ବହୁତ ଭାଇରାଲ ହେଉଛି ଓ ଆଜିଆମେ ଆପଣ ମାନଙ୍କୁ ଏହି ଘଟଣା ସମ୍ବନ୍ଧରେ ପୂର୍ଣ୍ଣ ସୂଚନା ଦେବାକୁ ଯାଉଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ସରୋଗେସୀ ଦ୍ଵାରା ଏକ ଦମ୍ପତ୍ତିଙ୍କ ଘରେ ଏକ ବର୍ଷ ପୂର୍ବରୁ ଗୋଟେ ଛୁଆ ଜନ୍ମ ନେଇଥିଲା ।

ସରୋଗେସୀ ପାଇଁ ଦମ୍ପତ୍ତିଙ୍କର ୧୪ ଲକ୍ଷରୁ ଅଧିକ ଟଙ୍କା ଖର୍ଚ ହୋଇଯାଇଥିଲା । ଦମ୍ପତ୍ତି ପୋ-ଲି-ସଙ୍କୁ କହିଛନ୍ତି ଯେ, ବିଜୟ ନଗରରେ ରଶ୍ମୀ ଶଶି କୁମାର ବନେରଘଟାନାମକ ଡାକ୍ତର ରହୁଥିଲେ । ଡାକ୍ତର ଜଣକ ଏକ ଘରୋଇ ହସ୍ପିଟାଲରେ ସେ କାମ କରୁଥିଲେ ।

ସେହି ଡାକ୍ତର ଜଣକ ସରୋଗେସୀ ଦ୍ଵାରା ଦମ୍ପତ୍ତିଙ୍କୁ ଛୁଆ ଦେବା ପାଇଁ ଜବାବ ଦେଇଥିଲେ । ଏଥିପାଇଁ ସେ ୧୪.୫ ଲକ୍ଷ ଟଙ୍କା ନେଇଥିଲେ । ଏହାପରେ ସେ ୨୦୨୦ ମସିହାରେ ଡାକ୍ତର ଦମ୍ପତ୍ତିଙ୍କୁ ଏକ ଛୁଆ ଆଣି ଦେଇଥିଲା । ସେବେଠୁ ଦମ୍ପତ୍ତି ସେହି ଛୁଆର ପାଳନ ପୋଷଣ କରୁଥିଲେ । ପୋ-ଲି-ସ ମତରେ, ଡାକ୍ତର ରଶ୍ମୀ ଶଶି କୁମାର ଦମ୍ପତ୍ତିଙ୍କୁ ଯେଉଁ ଛୁଆ ଦେଇଥିଲେ ତାହା ସରୋଗେସୀ ଦ୍ଵାରା ଜନ୍ମ ହୋଇନଥିଲା ।

ସେହି ଛୁଆକୁ ହସ୍ପିଟାଲରୁ ଚୋ-ରୀ କରି ଅଣାଯାଇଥିଲା । ଛୁଆ ଚୋ-ରୀ ହେବା ପରେ ଛୁଆର ଅସଲି ମା ବାପା ପୋ-ଲି-ସରେ ଅ-ଭି-ଯୋ-ଗ କରିଥିଲେ । ଏକ ବର୍ଷ ହେବ ପୋ-ଲି-ସ ଛୁଆକୁ ଖୋଜି ବୁଲୁଥିଲା । ଏହା ପରେ ୨୯ ମେ ଶନିବାର ଦିନ ପୋ-ଲି-ସ ଟିମ କର୍ଣ୍ଣାଟକ ଯାଇ ଦମ୍ପତ୍ତିଙ୍କୁ ଏହା ବିଷୟରେ ସମସ୍ତ ସୂଚନା ଦେଇଥିଲା ।

ପୋ-ଲି-ସର କଥା ଶୁଣି ଦମ୍ପତ୍ତିଙ୍କ ହୋସ ଉଡିଯାଇଥିଲା ହେଲେ ସେମାନେ କେବଳ ଗୋଟିଏ କଥା କହୁଥିଲେ ଯେ, ଏହି ଛୁଆଟି ସରୋଗେସୀ ଦ୍ଵାରା ଜନ୍ମ ହୋଇଛି । ହେଲେ ଦମ୍ପତ୍ତି କେବେବି ସରୋଗେସୀ କରୁଥିବା ମହିଳା ଜଣଙ୍କ ସହ ସାକ୍ଷାତ ମଧ୍ୟ କରିନଥିଲେ । ଏହା ପରେ ଦମ୍ପତ୍ତି ପୋ-ଲି-ସକୁ ଛୁଆ ଦେବା ପାଇଁ ସଂପୂର୍ଣ୍ଣ ରୂପେ ମନା କରିଦେଇଥିଲେ । ହେଲେ ଏହା ପରେ ପୋ-ଲି-ସ ଡାକ୍ତର ରଶ୍ମୀ ଶଶି କୁମାରଙ୍କୁ ଗି-ର-ଫ କରିଥିଲା ସମସ୍ତ ରହସ୍ୟର ପ-ର-ଦା-ଫା-ସ କରିଥିଲା ।

ଏହା ଜଣା ପଡିଯାଇଥିଲା ଯେ, ଡାକ୍ତର ରଶ୍ମୀ ହିନ ଛୁଆକୁ ଡାକ୍ତର ଖାନାରୁ ଚୋ-ରୀ କରି ଆଣି ଦମ୍ପତ୍ତିଙ୍କୁ ଦେଇଥିଲେ । ସେଥିପାଇଁ ପୋ-ଲି-ସ ଦମ୍ପତ୍ତିଙ୍କ ଠାରୁ ଛୁଆକୁ ଛଡେଇ ଆଣିଥିଲା । ବର୍ତ୍ତମାନ ଏହି କେ-ସ-ର ତ-ଦ-ନ୍ତ ଚାଲିଛି ଓ ଦୋ-ଷୀ-କୁ ସଠିକ ଦ-ଣ୍ଡ ମିଳୁ ବୋଲି ପୋ-ଲି-ସ କହିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କ ଏହି ଘ-ଟ-ଣା ପ୍ରତି ମତାମତ କଣ  ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହେଇ ରୁହନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *